Bible Language

Psalms 122:1 (ORV) Oriya Old BSI Version

1 ମୁଁ ଖୁସି ହଲିେ, ଯେତବେେଳେ ଲୋକମାନେ କହିଲେ, "ଚାଲ ସଦାପ୍ରଭୁଙ୍କ ମନ୍ଦିରକୁ ୟିବା।"
2 ହେ ୟିରୁଶାଲମ !ଏହିଠାରେ ଆମ୍ଭମାନେେ ତୁମ୍ଭର ଫାଟକ ପାଖରେ ଠିଆ ହାଇେଅଛୁ।
3 ୟିରୁଶାଲମ ସହର ଭଳି ତିଆରି ହାଇେଅଛି, ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହବୋ ଉଚିତ୍।
4 ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି। ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି। ଇଶ୍ରାୟେଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
5 ଦାଉଦଙ୍କ ପରିବାରର ରାଜାମାନେ ସମାନଙ୍କେର ସିଂହାସନ ଏଠାରେ ସ୍ଥାପନ କରିଥିଲେ। ସମାନେେ ସଠାେରେ ଲୋକମାନଙ୍କୁ ସୁବିଚାର ଦବୋ ପାଇଁ ସିଂହାସନ ସ୍ଥାପନ କଲେ।
6 ୟିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର। "ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରମେ କରନ୍ତି ସମାନେେ ସଠାେରେ ଶାନ୍ତି ପାଇବେ।
7 ମୁଁ ଆଶାକରେ ସଠାେରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ। ମୁଁ ଆଶା କରେ ୟେ, ତୁମ୍ଭର ବିରାଟ ରାଜ ପ୍ରାସାଦରେ ନିରାପଦ ହେଉ।"
8 ମାରେ ପରିବାର ଏବଂ ମାରେ ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ ୟିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
9 ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ୟେ, ୟିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।
1 A Song H7892 of degrees H4609 of David H1732 L-NAME . I was glad H8055 when they said H559 unto me , Let us go H1980 into the house H1004 CMS of the LORD H3068 EDS .
2 Our feet H7272 shall H1961 VQQ3MP stand H5975 within thy gates H8179 , O Jerusalem H3389 .
3 Jerusalem H3389 is built H1129 as a city H5892 that is compact H2266 together H3162 ADV :
4 Whither H7945 the tribes H7626 go up H5927 , the tribes H7626 of the LORD H3050 , unto the testimony H5715 of Israel H3478 , to give thanks H3034 unto the name H8034 of the LORD H3068 NAME-4MS .
5 For H3588 CONJ there H8033 ADV-3FS are set H3427 VQQ3MP thrones H3678 of judgment H4941 L-NMS , the thrones H3678 of the house H1004 of David H1732 .
6 Pray H7592 for the peace H7965 of Jerusalem H3389 : they shall prosper H7951 VQY3MP that love H157 thee .
7 Peace H7965 NMS be H1961 within thy walls H2426 , and prosperity H7962 within thy palaces H759 .
8 For H4616 L-CONJ my brethren H251 NMP-1MS and companions H7453 \' sakes , I will now H4994 IJEC say H1696 VPI1MS , Peace H7965 NMS be within thee .
9 Because of H4616 L-CONJ the house H1004 CMS of the LORD H3068 EDS our God H430 I will seek H1245 thy good H2896 AMS .