Bible Language

Psalms 43:3 (ORV) Oriya Old BSI Version

1 ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ମିଥ୍ଯା ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।
2 ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।
3 ହେ ପରମେଶ୍ବର, ତୁମ୍ଭର ଲୋକ ସତ୍ଯତାର ବାର୍ତ୍ତା ମାେ ନିକଟକୁ ପ୍ରରେିତ ହେଉ। ତୁମ୍ଭର ଆଲୋକ ସତ୍ଯତା ମାରେ ପଥ ପ୍ରଦର୍ଶକ ହେଉ। ସମାନେେ ମାେତେ ବାଟ ଦଖାଇେ ତୁମ୍ଭର ପବିତ୍ର ପର୍ବତକୁ ନଇେଯିବେ। ସମାନେେ ମାେତେ ତୁମ୍ଭର ପବିତ୍ର ଗୃହକୁ ପଥ ଦଖାଇବେେ।
4 ମୁଁ ପରମେଶ୍ବରଙ୍କ ୟଜ୍ଞବଦେୀ ନିକଟକୁ ଆସିବି। ମୁଁ ପରମେଶ୍ବରଙ୍କ ନିକଟକୁ ୟିବି, ୟିଏ ମାେତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ଏହି ବୀଣା ବାଦ୍ଯୟନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।
5 ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
1 Judge H8199 me , O God H430 EDP , and plead H7378 my cause H7379 against an ungodly H2623 nation H1471 : O deliver H6403 me from the deceitful H4820 NFS and unjust H5766 man H376 M-NMS .
2 For H3588 CONJ thou H859 PPRO-2MS art the God H430 CDP of my strength H4581 : why H4100 L-IGAT dost thou cast me off H2186 ? why H4100 L-IGAT go H1980 I mourning H6937 VQPMS because of the oppression H3906 of the enemy H341 ?
3 O send out H7971 thy light H216 and thy truth H571 : let them H1992 PPRO-3MP lead H5148 me ; let them bring H935 me unto H413 PREP thy holy H6944 hill H2022 , and to H413 PREP thy tabernacles H4908 .
4 Then will I go H935 unto H413 PREP the altar H4196 of God H430 EDP , unto H413 PREP God H410 EDS my exceeding H8057 joy H1524 : yea , upon the harp H3658 will I praise H3034 thee , O God H430 EDP my God H430 NAME-4MP .
5 Why H4100 IPRO art thou cast down H7817 , O my soul H5315 CFS-1MS ? and why H4100 IPRO art thou disquieted H1993 within H5921 me ? hope H3176 in God H430 : for H3588 CONJ I shall yet H5750 ADV praise H3034 him , who is the health H3444 of my countenance H6440 NMP-1MS , and my God H430 .