Bible Language

Isaiah 12 (ORV) Oriya Old BSI Version

1 ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, "ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'
2 ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।
3 ପରିତ୍ରାଣ ରୂପକ କୂପରୁ ତୁମ୍ଭମାନେେ ଜଳ କାଢ଼ିବ। ତାହା ହେଲେ ତୁମ୍ଭମାନେେ ସୁଖୀ ହବେ।
4 ତା'ପ ରେ ତୁମ୍ଭେ କହିବ, "ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'
5 ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଗାନ କର। କାରଣ ସେ ମହିମାୟୁକ୍ତ କାର୍ୟ୍ଯ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀ ରେ ମହିମା ବ୍ଯାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
6 ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
1 And in that H1931 D-PPRO-3MS day H3117 B-AMS thou shalt say H559 , O LORD H3068 EDS , I will praise H3034 thee : though H3588 CONJ thou wast angry H599 with me , thine anger H639 is turned away H7725 , and thou comfortedst H5162 me .
2 Behold H2009 IJEC , God H410 EDS is my salvation H3444 ; I will trust H982 , and not H3808 W-NPAR be afraid H6342 : for H3588 CONJ the LORD H3050 JEHOVAH H3068 EDS is my strength H5797 and my song H2176 ; he also is become H1961 W-VPY3MS my salvation H3444 .
3 Therefore with joy H8342 shall ye draw H7579 water H4325 OMD out of the wells H4599 of salvation H3444 .
4 And in that H1931 D-PPRO-3MS day H3117 B-AMS shall ye say H559 , Praise H3034 the LORD H3068 L-EDS , call H7121 upon his name H8034 , declare H3045 his doings H5949 among the people H5971 , make mention H2142 that H3588 CONJ his name H8034 CMS-3MS is exalted H7682 .
5 Sing H2167 unto the LORD H3068 EDS ; for H3588 CONJ he hath done H6213 VQQ3MS excellent things H1348 : this H2063 DPRO is known H3045 in all H3605 B-CMS the earth H776 D-GFS .
6 Cry out H6670 and shout H7442 , thou inhabitant H3427 of Zion H6726 : for H3588 CONJ great H1419 is the Holy One H6918 of Israel H3478 LMS in the midst H7130 of thee .