Bible Language

Jeremiah 45:5 (ORV) Oriya Old BSI Version

1 ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ଚତୁର୍ଥ ବର୍ଷ ରେ ନରେିଯର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମିୟ ଭବିଷ୍ଯଦବକ୍ତା ତାକୁ ଏହି କଥା କହିଲେ।
2 " ହେ ବ୍ଯାକୁଳ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତୁମ୍ଭକୁ ଏହି କଥା କହିନ୍ତି।
3 ' ହେ ବାରୂକ, ତୁମ୍ଭେ ମାେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମାରେ ୟନ୍ତ୍ରଣା ରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଲାନ୍ତ ହେଉଅଛି ୟନ୍ତ୍ରଣା ରେ ଥରୁଅଛି, ଯେ ହତେୁ ମାରେ କିଛି ବିଶ୍ରାମ ନାହିଁ।"'
4 ତେଣୁ ସଦାପ୍ରଭୁ କହିଲେ, " ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, 'ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାଯ ଯିହୁଦା ରେ ଏହା କରିବୁ।
5 ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ୍ ବିଷଯ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।' କାରଣ ସଦାପ୍ରଭୁ କହନ୍ତି, ' ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପ ରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ୟିବ ଆମ୍ଭେ ସେସବୁ ସ୍ଥାନ ରେ ତୁମ୍ଭର ପ୍ରାଣ ରକ୍ଷା କରିବା।"'
1 The word H1697 D-NMS that H834 RPRO Jeremiah H3414 the prophet H5030 spoke H1696 VPQ3MS unto H413 PREP Baruch H1263 the son H1121 of Neriah H5374 , when he had written H3789 these H428 D-DPRO-3MP words H1697 AMP in H5921 PREP a book H5612 CMS at the mouth H6310 M-CMS of Jeremiah H3414 , in the fourth H7243 year H8141 of Jehoiakim H3079 the son H1121 of Josiah H2977 king H4428 NMS of Judah H3063 , saying H559 L-VQFC ,
2 Thus H3541 saith H559 VQQ3MS the LORD H3068 EDS , the God H430 CDP of Israel H3478 , unto H5921 PREP-2MS thee , O Baruch H1263 ;
3 Thou didst say H559 VQQ2MS , Woe H188 is me now H4994 IJEC ! for H3588 CONJ the LORD H3068 EDS hath added H3254 grief H3015 to H5921 PREP my sorrow H4341 ; I fainted H3021 in my sighing H585 , and I find H4672 no H3808 NADV rest H4496 .
4 Thus H3541 shalt thou say H559 unto H413 PREP-3MS him , The LORD H3068 EDS saith H559 VQQ3MS thus H3541 ; Behold H2009 IJEC , that which H834 RPRO I have built H1129 will I H589 PPRO-1MS break down H2040 , and that which H834 RPRO I have planted H5193 I H589 PPRO-1MS will pluck up H5428 , even this H1931 whole H3605 NMS land H776 D-GFS .
5 And seekest H1245 thou H859 W-PPRO-2MS great things H1419 AFP for thyself ? seek H1245 them not H408 NPAR : for H3588 CONJ , behold H2009 , I will bring H935 VHPMS evil H7451 AFS upon H5921 PREP all H3605 NMS flesh H1320 NMS , saith H5002 the LORD H3068 EDS : but thy life H5315 will I give H5414 unto thee for a prey H7998 in H5921 PREP all H3605 NMS places H4725 whither H834 RPRO thou goest H1980 .