Bible Language

Job 25:3 (ORV) Oriya Old BSI Version

1 ଏହାପରେ ଶୂହୀଯ ବିଲ୍ଦଦ୍ ଉତ୍ତର କରି କହିଲା,
2 "ପରମେଶ୍ବର ରାଜ୍ଯ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ତାକୁ ସମ୍ମାନ କରନ୍ତି। ସେ ସ୍ବର୍ଗ ରାଜ୍ଯ ରେ ଶାନ୍ତି ସ୍ଥାପନ କରନ୍ତି।
3 କହେି ବ୍ଯକ୍ତି ତାଙ୍କର ତାରାଗଣର ସଂଖ୍ଯା ଗଣନା କରିପାରିବେ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ୟ୍ଯକିରଣ ପ୍ରଦାନ କରନ୍ତି।
4 ପରମେଶ୍ବରଙ୍କ ସହିତ ବିବାଦ କରି, କହେି ମନୁଷ୍ଯ କିପରି ଭଲ ହାଇପୋରିବ ? କିମ୍ବା ସ୍ତ୍ରୀ ଲୋକ ପାଖରୁ ଜନ୍ମ ହାଇେ ଜଣେ ମନୁଷ୍ଯ କିପରି ନିରୀହ ହାଇେ ପାରିବ।
5 ପରମେଶ୍ବରଙ୍କ ଦୃଷ୍ଟି ରେ ଚନ୍ଦ୍ର ମଧ୍ଯ ପବିତ୍ର ଦୀପ୍ତିମାନ ନୁହେଁ। ଏପରିକି ନକ୍ଷତ୍ର ସମୂହ ମଧ୍ଯ ନିର୍ମଳ ନୁହଁନ୍ତି।
6 ଲୋକମାନେ ବହୁତ କମ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ଯହୀନ ଜୀବାଣୁ।"
1 Then answered H6030 W-VQY3MS Bildad H1085 MMS the Shuhite H7747 D-LMS , and said H559 W-VQY3MS ,
2 Dominion H4910 VHFA and fear H6343 W-NMS are with H5973 PREP-3MS him , he maketh H6213 VQPMS peace H7965 NMS in his high places H4791 B-CMP-3MS .
3 Is there H3426 I-ADV any number H4557 NMS of his armies H1416 L-CMP-3MS ? and upon H5921 W-PREP whom H4310 IPRO doth not H3808 NADV his light H216 CMS-3MS arise H6965 VQY3MS ?
4 How H4100 W-IPRO then can man H582 NMS be justified H6663 VQY3MS with H5973 PREP God H410 EDS ? or how H4100 W-IPRO can he be clean H2135 VQY3MS that is born H3205 VWCMS of a woman H802 NFS ?
5 Behold H2005 IJEC even H5704 PREP to the moon H3394 NMS , and it shineth H166 VHY3MS not H3808 W-NPAR ; yea , the stars H3556 W-NMP are not pure H2141 VQQ3MP in his sight H5869 B-CMD-3MS .
6 How much less H637 CONJ man H582 NMS , that is a worm H7415 NFS ? and the son H1121 W-CMS of man H120 NMS , which is a worm H8438 NFS ?