Bible Language

Psalms 75 (ORV) Oriya Old BSI Version

1 ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭମାନେେ ତୁମ୍ଭଙ୍କୁ ଧନ୍ଯବାଦ କରୁଛ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ସକଳ ବର୍ଣ୍ଣନା କରନ୍ତି।
2 ପରମେଶ୍ବର କହିଲେ, "ମୁଁ ବିଚାର ଦିନ ନିରୂପିତ କଲେ। ମୁଁ ନିରପେକ୍ଷଭାବେ ବିଚାର କରିବି।
3 ପୃଥିବୀ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହାଇେ ପତନ ହବୋକୁ ଯାଉଛନ୍ତି। କିନ୍ତୁ ମୁଁ ତାକୁ ସ୍ଥିର କରିବି।"
4 "କିଛି ଲୋକ ବହୁତ ଗର୍ବୀ, ସମାନେେ ଭାବନ୍ତି ସମାନେେ ବହୁତ ଶକ୍ତିଶାଳୀ। ଏବଂ ନିଜକୁ ବହୁତ ମୁଖ୍ଯବ୍ଯକ୍ତି ବୋଲି ଭାବନ୍ତି। କିନ୍ତୁ ମୁଁ ସହେି ଲୋକମାନଙ୍କୁ ହେ, "ଆତ୍ମଶ୍ଲାଘା ହୁଅ ନାହିଁ' "ଗର୍ବ କର ନାହିଁ।"'
5
6 କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ କରିବାରେ ପୃଥିବୀର କୌଣସି ଶକ୍ତି ନାହିଁ।
7 ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।
8 ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ୟାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ଯରେ ପୂର୍ଣ୍ଣ ସେ ତହିଁରୁ ଢ଼ାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀଯ ନିଗାଡ଼ି ପିଇବେ।
9 ମୁଁ ଏହିସବୁ ବିଷଯରେ ସଦାକାଳ ପ୍ରଚାର କରିବି। ମୁଁ ଇଶ୍ରାୟେଲ ପରମେଶ୍ବରଙ୍କର ପ୍ରଶଂସା କରିବି।
10 ପରମେଶ୍ବର କହନ୍ତି, "ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।"
1 To the chief Musician H5329 , Al H516 - taschith , A Psalm H4210 or Song H7892 of Asaph H623 . Unto thee , O God H430 , do we give thanks H3034 , unto thee do we give thanks H3034 : for that thy name H8034 CMS-2MS is near H7138 thy wondrous works H6381 declare H5608 .
2 When H3588 CONJ I shall receive H3947 VQY1MS the congregation H4150 NMS I H589 PPRO-1MS will judge H8199 uprightly H4339 .
3 The earth H776 GFS and all H3605 W-CMS the inhabitants H3427 thereof are dissolved H4127 : I H595 PPRO-1MS bear up H8505 the pillars H5982 CMP-3FS of it . Selah H5542 .
4 I said H559 VQQ1MS unto the fools H1984 , Deal not foolishly H1984 : and to the wicked H7563 , Lift not up H7311 the horn H7161 :
5 Lift not up H7311 your horn H7161 on high H4791 : speak H1696 VPY2MP not with a stiff H6277 neck H6677 .
6 For H3588 CONJ promotion H7311 cometh neither H3808 NADV from the east H4161 , nor from the west H4628 , nor H3808 W-NADV from the south H4057 .
7 But H3588 CONJ God H430 EDP is the judge H8199 : he putteth down H8213 one H2088 DPRO , and setteth H7311 up another H2088 W-PMS .
8 For H3588 CONJ in the hand H3027 of the LORD H3068 EDS there is a cup H3563 , and the wine H3196 is red H2560 ; it is full H4392 of mixture H4538 ; and he poureth out H5064 of the same H2088 M-DPRO : but H389 ADV the dregs H8105 thereof , all H3605 NMS the wicked H7563 of the earth H776 GFS shall wring them out H4680 , and drink H8354 them .
9 But I H589 W-PPRO-1MS will declare H5046 VHY3MS forever H5769 L-NMS ; I will sing praises H2167 to the God H430 of Jacob H3290 .
10 All H3605 W-CMS the horns H7161 of the wicked H7563 AMP also will I cut off H1438 ; but the horns H7161 of the righteous H6662 shall be exalted H7311 .