Bible Language

Esther 10 (ORV) Oriya Old BSI Version

1 ସହେି ଅକ୍ଷଶ୍ବରେଶ ରାଜା ଦେଶ ସମୁଦ୍ରସ୍ଥ ଉପଦ୍ବୀପରେ କରଧାର୍ୟ୍ଯ କଲେ।
2 ତାହାର ପରାକ୍ରମ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦରଖଯକୁ ଯେଉଁ ମହତ୍ତ୍ବ ଦଇେ ଉଚ୍ଚ ପଦ ରେ ନିୟୁକ୍ତ କଲା। ତହିଁର ସମ୍ପୁର୍ଣ୍ଣ ବିବରଣ କି ମାଦିଯ ପାରସ୍ଯ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।
3 ୟିହୁଦୀଯ ମର୍ଦ୍ଦଖଯ ଅକ୍ଷଶ୍ବରେଶ ରାଜାର ଦ୍ବିତୀୟ ସନୋପତି ହାଇେ ୟିହୁଦୀଯ ଲୋକମାନଙ୍କ ମଧିଅରେ ମହାନ ଆପଣା ଭାତୃ ସମୂହ ମଧିଅରେ ପ୍ରିଯପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ବଷେୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।