Bible Language

Exodus 7 (ORV) Oriya Old BSI Version

1 ସଦାପ୍ରଭୁ ମାଶାଙ୍କେୁ କହିଲେ, "ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ବର ତୁଲ୍ଯ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ଯଦବକ୍ତା ହବେ।
2 ତୁମ୍ଭର ଭାଇ ହାରୋଣଙ୍କୁ ମାରେସମସ୍ତ ଆଜ୍ଞା କୁହ। ସେ ରାଜା ଫାରୋଙ୍କୁ କହିବ, ମୁଁ ଯାହାସବୁ କହିଅଛି, ଫାରୋ ନିଶ୍ଚଯ ଇଶ୍ରାୟେଲୀୟ ଲୋକମାନଙ୍କୁ ତାଙ୍କ ଦେଶରୁ ବାହାରକୁ ୟିବାକୁ ଛାଡ଼ି ହବେ।
3 କିନ୍ତୁ ମୁଁ ଫାରୋଙ୍କ ହୃଦଯ କଠିନ କରିବି। ତା'ପରେ ମିଶର ଦେଶ ରେ ବହୁତ ଆଶ୍ଚର୍ୟ୍ଯ ଅଦ୍ଭୁତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ।
4 ତେଣୁ ଏହାପରେ ମୁଁ ମିଶରକୁ ବହୁତ ଦଣ୍ଡ ଦବେି। ଏବଂ ତା'ପରେ ମୁଁ ମାରେଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି।
5 ତା ହେଲେ ମିଶରର ଲୋକମାନେ ଜାଣିବାକୁ ପାଇବେ ଯେ, ମୁଁ ହେଉଛି ସଦାପ୍ରଭୁ। ସମାନଙ୍କେ ବିରୁଦ୍ଧ ରେ ଯେତବେେଳେ ମୁଁ ହସ୍ତ ପ୍ରସାରଣ କରିବି ଏବଂ ସମାନଙ୍କେ ମଧ୍ଯରୁ ଇଶ୍ରାୟେଲୀୟ ଲୋକମାନଙ୍କୁ ବାହାର କରି ଆଣିବି।"
6 ମାଶାେ ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞା ପାଳନ କଲେ।
7 ଫାରୋଙ୍କ ସହିତ କଥାବାର୍ତ୍ତା କଲା ବେଳେ ମାଶାଙ୍କେୁ ଅଶୀବର୍ଷ ହାରୋଣଙ୍କୁ ତଯୋଅଶୀ ବର୍ଷ ହାଇେଥିଲା।
8 ସଦାପ୍ରଭୁ ମାଶାେ ହାରୋଣକୁ କହିଲେ,
9 "ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦଖାେଅ। ସେ ତୁମ୍ଭମାନଙ୍କୁ ଅଦ୍ଭୁତ କର୍ମ ଦଖାଇବୋକୁ କହିବ। ହାରୋଣକୁ କୁହ ତା'ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖ ରେ ସର୍ପରେ ପରିଣତ ହବେ।"
10 ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କର୍ୟ୍ଯମାନ କଲେ। ହାରୋଣ ତାଙ୍କର ଆଶାବାଡିଟିକୁ ଭୂମିରେ ପକାଇଲେ। ଯେତବେେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଚାହିଁଥିଲେ ସମାନଙ୍କେ ସମ୍ମୁଖ ରେ ଆଶାବାଡ଼ିଟି ସର୍ପରେ ପରିଣତ ହାଇଗେଲା।
11 ତେଣୁ ଫାରୋ ତାଙ୍କର ପଣ୍ଡିତ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସମାନେେ ମଧ୍ଯ ହାରୋଣଙ୍କ ପରି ତାଙ୍କ ଗୁପ୍ତ ୟାଦୁ ବିଦ୍ଯା ପ୍ରଯୋଗ କରି ଆଶାବାଡିକୁ ସର୍ପରେ ପରିଣତ କରି ଦେଲେ।
12 ସମାନେେ ତାଙ୍କର ଆଶାବାଡିକୁ ଭୂମିରେ ଫିଙ୍ଗ ଦେଲେ ଏବଂ ତାଙ୍କର ଆଶାବାଡି ସର୍ପରେ ପରିଣତ ହାଇଗେଲା। କିନ୍ତୁ ହାରୋଣଙ୍କର ଆଶାବାଡି ତାଙ୍କର ସମସ୍ତଙ୍କୁ ଖାଇଗଲା।
13 ତଥାପି ଫାରୋ ଦୃଢ ହେଲ ଲୋକମାନଙ୍କୁ ୟିବାକୁ ଅନୁମତି ଦେଲେ ନାହିଁ। ଏହା ସହେିପରି ହାଇେଥିଲା ଯେପରି ସଦାପ୍ରଭୁ ହବେ ବୋଲି କହିଥିଲେ। ଫାରୋ ମାଶାେ ହାରୋଣଙ୍କର କଥା ଶୁଣିଲେ ନାହିଁ।
14 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, "ଫାରୋର ହୃଦଯ କଠିନ ହାଇେଅଛି, ସେ ଲୋକମାନଙ୍କୁ ୟିବାକୁ ଦବେେ ନାହିଁ।
15 ପ୍ରଭାତ ରେ, ଫାରୋ ନଦୀକୁ ଯିବେ। ନଦୀ କୂଳ ରେ ଫାରୋଙ୍କୁ ଅପେକ୍ଷା କର। ସହେି ଆଶାବାଡିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହାଇେ ୟାଇଥିଲା।
16 ତାଙ୍କୁ ଏହା କୁହ, 'ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର ମାେତେ ତୁମ୍ଭ ନିକଟକୁ ପଠାଇଛନ୍ତି। ତାଙ୍କର ଲୋକମାନଙ୍କୁ ଛାଡିଦବୋ ପାଇଁ କହିବାକୁ ଆପଣଙ୍କ ପାଖକୁ ସଦାପ୍ରଭୁ ମାେତେ ପଠାଇଛନ୍ତି। ସମାନେେ ତାଙ୍କୁ ଉପାସନା କରିବାକୁ ମରୁଭୂମିକୁ ଯିବେ। ଏପର୍ୟ୍ଯନ୍ତ ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଶୁଣି ନାହଁ।
17 ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥି ରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀ ରେ ଜଳକୁ ମାରେଆଶାବାଡି ରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତେ ରକ୍ତ ପ୍ରବାହିତ ହବେ।
18 ନଦୀର ମାଛମାନେ ମରିଯିବେ ଏବଂ ନଦୀ ଦୁର୍ଗନ୍ଧ ୟୁକ୍ତ ହବେ। ତେଣୁ ମିଶରବାସୀ ଆଉ ନୀଳନଦୀର ଜଳ ପିଇପାରିବେ ନାହିଁ।"'
19 ସଦାପ୍ରଭୁ ମାଶାଙ୍କେୁ କହିଲେ, "ହାରୋଣକୁ କୁହ ସେ ତା'ର ଆଶାବାଡିକୁ ହାତ ରେ ଧରି ଏବଂ ଜଳଧାରଗୁଡିକୁ ଯଥା ନଦୀ, ହ୍ରଦ କନୋଲ ଯେଉଁଠା ରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତବେେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତ ରେ ପରିଣତ ହେଲା। ଏହିପରିକି କାଠ ପାତ୍ର ପ୍ରସ୍ତର ପାତ୍ର ରେ ଥିବା ଜଳସବୁ ରକ୍ତ ରେ ପରିଣତ ହେଲା।"
20 ତେଣୁ ମାଶାେ ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁ ସେ ରେ କାର୍ୟ୍ଯ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ବାରା ନିଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ତାଙ୍କର କର୍ମଚାରୀମାନଙ୍କ ସମ୍ମୁଖ ରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତ ରେ ପରିଣତ ହାଇଗେଲା।
21 ନଦୀର ମତ୍ସ୍ଯମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ୟୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନଥିଲେ। ମିଶରର ସବୁଆଡେ ଜଳଭାଗ ରକ୍ତ ରେ ପରିଣତ ହାଇଗେଲା।
22 ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ୟାଦୁବିଦ୍ଯା ପ୍ରଯୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି ଦୃଢ଼ ହେଲ ହୃଦଯ କଠିନ କଲେ ଏବଂ ସେ ସମାନଙ୍କେର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ଘଟିଲା।
23 ଫାରୋ ମାଶାେ ଏବଂ ହାରୋଣଙ୍କର କାର୍ୟ୍ଯ ରେ ଧ୍ଯାନ ନଦଇେ ଗୃହକୁ ଫରେିଗଲେ।
24 ମିଶରବାସୀମାନେ ଆଉ ନୀଳନଦୀରୁ ଜଳ ପାନ କରି ପାରିନଥିଲେ। ତେଣୁ ସମାନେେ ନଦୀମାନଙ୍କ ରେ କୂପମାନ ଖନନ କରି ପିଇବା ପାଣି ସଂଗ୍ରହ କଲେ।
25

English

  • Versions

Tamil

  • Versions

Hebrew

  • Versions

Greek

  • Versions

Malayalam

  • Versions

Hindi

  • Versions

Telugu

  • Versions

Kannada

  • Versions

Gujarati

  • Versions

Punjabi

  • Versions

Urdu

  • Versions

Bengali

  • Versions

Oriya

  • Versions

Marathi

  • Versions