Bible Language
Psalms 117
(ORV)
Oriya Old BSI Version
1
ହେ
ସମସ୍ତ
ଜାତିଗଣ,
ସଦାପ୍ରଭୁଙ୍କର
ପ୍ରଶଂସା
କର।
ହେ
ସମସ୍ତ
ଲୋକ,
ସଦାପ୍ରଭୁଙ୍କର
ପ୍ରଶଂସା
କର।
2
କାରଣ
ପରମେଶ୍ବର
ଆମ୍ଭମାନଙ୍କୁ
ବହୁତ
ପ୍ରମେ
କରନ୍ତି
!ସେ
ଚିରକାଳ
ଆମ୍ଭମାନଙ୍କ
ପାଇଁ
ସତ୍ଯ
ରହିବେ।
ତୁମ୍ଭମାନେେ
ସଦାପ୍ରଭୁଙ୍କର
ପ୍ରଶଂସା
କର।