Bible Versions
Bible Books

Psalms 82:2 (ORV) Oriya Old BSI Version

1 ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
2 ପରମେଶ୍ବର କହନ୍ତି, "ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ଅନ୍ଯାଯ ବିଚାର କରିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ ?"
3 "ଅନାଥ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।
4 ଗରିବ ଦୀନହୀନମାନଙ୍କୁ ରକ୍ଷା କର। ଦୁଷ୍ଟଗଣର ହସ୍ତରୁ ସମାନଙ୍କେୁ ରକ୍ଷା କର।
5 "ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍‌ବରେ ତଳକୁ ପଡ଼ୁଛି।"
6 ମୁଁ (ପରମେଶ୍ବର) କହିଲି, "ତୁମ୍ଭମାନେେ ଈଶ୍ବରଗଣ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।
7 ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।"
8 ହେ ପରମେଶ୍ବର, ଉଠ! ପୃଥିବୀର ବିଚାର କର !ସମସ୍ତ ଜାତିଗଣ ତୁମ୍ଭର ଅଟେ।
1 A Psalm H4210 of Asaph H623 . God H430 NAME-4MP standeth H5324 in the congregation H5712 B-CFS of the mighty H410 EDS ; he judgeth H8199 among H7130 the gods H430 EDP .
2 How long H5704 PREP will ye judge H8199 unjustly H5766 NMS , and accept H5375 the persons H6440 W-CMP of the wicked H7563 AMP ? Selah H5542 .
3 Defend H8199 the poor H1800 and fatherless H3490 W-NMS : do justice H6663 to the afflicted H6041 AMS and needy H7326 .
4 Deliver H6403 the poor H1800 and needy H34 W-AMS : rid H5337 them out of the hand H3027 M-GFS of the wicked H7563 AMP .
5 They know H3045 not H3808 NADV , neither H3808 W-NADV will they understand H995 VQY3MP ; they walk on H1980 in darkness H2825 : all H3605 NMS the foundations H4146 of the earth H776 GFS are out of course H4131 .
6 I H589 PPRO-1MS have said H559 VQQ1MS , Ye are gods H430 EDP ; and all H3605 CMS-2MP of you H859 PPRO-2MS are children H1121 W-CMP of the most High H5945 AMS .
7 But H403 ADV ye shall die H4191 like men H120 , and fall H5307 like one H259 of the princes H8269 .
8 Arise H6965 , O God H430 EDP , judge H8199 the earth H776 D-GFS : for H3588 CONJ thou H859 PPRO-2MS shalt inherit H5157 all H3605 B-CMS nations H1471 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×