Bible Versions
Bible Books

Psalms 120:4 (ORV) Oriya Old BSI Version

1 ମୁଁ ଆପଣା ବିପଦ ସମଯରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମାେତେ ଉତ୍ତର ଦେଲେ।
2 ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ଥିଲା।
3 ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?
4 ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସୈନିକର ତୀକ୍ଷ୍ମ ଶର ଗରମ କୋଇଲା ପରମେଶ୍ବର ଆଣିବେ।
5 ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।
6 ଶାନ୍ତି ଘୃଣାକାରୀମାନଙ୍କ ସହିତ ମୁଁ ଦୀର୍ଘଦିନଧରି ବାସ କରିଅଛି।
7 ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।
1 A Song H7892 of degrees H4609 . In my distress H6869 I cried H7121 VQQ1CS unto H413 PREP the LORD H3068 EDS , and he heard H6030 me .
2 Deliver H5337 my soul H5315 CFS-1MS , O LORD H3068 , from lying H8267 NMS lips H8193 , and from a deceitful H7423 NFS tongue H3956 .
3 What H4100 IPRO shall be given H5414 unto thee ? or what H4100 IPRO shall be done H3254 unto thee , thou false H7423 NFS tongue H3956 NMS ?
4 Sharp H8150 arrows H2671 of the mighty H1368 , with H5973 PREP coals H1513 of juniper H7574 .
5 Woe H190 is me , that H3588 CONJ I sojourn H1481 in Mesech H4902 , that I dwell H7931 in H5973 the tents H168 of Kedar H6938 !
6 My soul H5315 CFS-1MS hath long H7227 dwelt H7931 with H5973 PREP him that hateth H8130 VQCMS peace H7965 .
7 I H589 PPRO-1MS am for peace H7965 NMS : but when H3588 W-CONJ I speak H1696 VPY1MS , they H1992 PPRO-3MP are for war H4421 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×