Bible Versions
Bible Books

Psalms 62:6 (ORV) Oriya Old BSI Version

1 ହଁ, ମାରେ ହୃଦଯ ଶାନ୍ତ ଭାବରେ ପରମେଶ୍ବରଙ୍କ ଅପେକ୍ଷା କରେ। ମାରେ ପରିତ୍ରାଣ ତାଙ୍କଠାରୁ ଅଲଗା।
2 ହଁ, ପରମେଶ୍ବର ମାରେ ଶୈଳ ୟିଏ ମାେତେ ନିରାପଦ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।
3 କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆକ୍ରମଣ କରିବ ହତ୍ଯା କରିବାକୁ ଚେଷ୍ଟା କରିବ ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଟଳମଳ ପ୍ରାଚୀର ତୁଲ୍ଯ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।
4 ମାରେ ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ଯକ୍ତିମାନେ ମାେତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି। ସମାନେେ ମାେ ବିଷଯରେ ମିଥ୍ଯା କଥା କହି ଆନନ୍ଦିତ ହୁଅନ୍ତି। ସମାନେେ ସର୍ବସାଧାରଣରେ ମାରେ ବିଷଯରେ ଭଲ କହନ୍ତି, କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।
5 ହେ ମାରେ ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ବରଙ୍କୁ ଅପେକ୍ଷା କର। କାରଣ ତାଙ୍କଠାରୁ ମାରେ ଆଶା ଆସେ।
6 ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।
7 ମାରେ ଗୌରବ ବିଜଯ ପରମେଶ୍ବରଙ୍କଠାରୁ ଆସେ। ସେ ମାରେ ଦୃଢ଼ ଦୁର୍ଗ। ପରମେଶ୍ବର ହିଁ ମାରେ ନିରାପଦ ସ୍ଥାନ।
8 ହେ ଲୋକମାନେ! ସବୁକାଳେ ପରମେଶ୍ବରଙ୍କଠାରେ ନିର୍ଭର କର। ପରମେଶ୍ବରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ବର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରଯସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରତ୍ମ୍ଯରେ ଭରସା କର ନାହିଁ। ଚୋରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ୟଦି ତୁମ୍ଭେ ଧନୀ ହେଲ ତୁମ୍ଭର ଧନ ତୁମ୍ଭକୁ ସାହାୟ୍ଯ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ବର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି : "ପରମେଶ୍ବର ବଳବାନ୍ ଅଟନ୍ତି।"
12 ହେ ମାରେ ପ୍ରଭୁ, ତୁମ୍ଭର ପ୍ରମେ ହିଁ ପ୍ରକୃତ। ତୁମ୍ଭେ ପ୍ରେତ୍ୟକକ ମନୁଷ୍ଯକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
1 To the chief Musician H5329 , to H5921 PREP Jeduthun H3038 , A Psalm H4210 of David H1732 . Truly H389 ADV my soul H5315 CFS-1MS waiteth H1747 upon H413 PREP God H430 EDP : from H4480 M-PREP-3MS him cometh my salvation H3444 .
2 He H1931 PPRO-3MS only H389 ADV is my rock H6697 and my salvation H3444 ; he is my defense H4869 ; I shall not H3808 NADV be greatly H7227 AFS moved H4131 .
3 How long H5704 PREP will ye imagine mischief H2050 against H5921 PREP a man H376 NMS ? ye shall be slain H7523 all H3605 of you : as a bowing H5186 wall H7023 shall ye be , and as a tottering H1760 fence H1447 .
4 They only H389 ADV consult H3289 to cast him down H5080 from his excellency H7613 : they delight H7521 in lies H3577 : they bless H1288 with their mouth H6310 B-CMS-3MS , but they curse H7043 inwardly H7130 . Selah H5542 .
5 My soul H5315 CFS-1MS , wait H1826 thou only H389 ADV upon God H430 ; for H3588 CONJ my expectation H8615 CFS-1MS is from H4480 M-PREP-3MS him .
6 He H1931 PPRO-3MS only H389 ADV is my rock H6697 and my salvation H3444 : he is my defense H4869 ; I shall not H3808 NADV be moved H4131 .
7 In H5921 PREP God H430 EDP is my salvation H3468 and my glory H3519 : the rock H6697 NMS of my strength H5797 , and my refuge H4268 , is in God H430 NAME-4MP .
8 Trust H982 in him at all H3605 times H6256 NMS ; ye people H5971 NMS , pour out H8210 your heart H3824 before H6440 L-CMP-3MS him : God H430 EDP is a refuge H4268 for us . Selah H5542 .
9 Surely H389 ADV men of low degree H1121 are vanity H1892 NMS , and men of high degree H1121 are a lie H3577 : to be laid H5927 L-VQFC in the balance H3976 , they H1992 PPRO-3MP are altogether H3162 ADV lighter than vanity H1892 .
10 Trust H982 not H408 NPAR in oppression H6233 , and become not vain H1891 in robbery H1498 : if H3588 CONJ riches H2428 NMS increase H5107 , set H7896 not H408 NPAR your heart H3820 NMS upon them .
11 God H430 EDP hath spoken H1696 VPQ3MS once H259 OFS ; twice H8147 have I heard H8085 this H2098 ; that H3588 CONJ power H5797 NMS belongeth unto God H430 NAME-4MP .
12 Also unto thee , O Lord H136 , belongeth mercy H2617 NMS : for H3588 CONJ thou H859 PPRO-2MS renderest H7999 to every man H376 L-NMS according to his work H4639 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×