Bible Versions
Bible Books

Numbers 12 (ORV) Oriya Old BSI Version

1 ମାଶାେ ଏକ କୁଶୀଯା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିଯମ ହାରୋଣ ସହେି କୁଶୀଯା ସ୍ତ୍ରୀ ସକାଶୁ ମାଶାଙ୍କେ ବିରୁଦ୍ଧ ରେ କଥା କହିଲେ।
2 ସମାନେେ କହିଲେ, "ସଦାପ୍ରଭୁ କ'ଣ ମାଶାଙ୍କେ ସହିତ କବଳେ କଥା କହିଅଛନ୍ତି? ସେ କ'ଣ ଆମ୍ଭମାନଙ୍କ ସହିତ କଥା କହିନାହାଁନ୍ତି?"
3 ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।
4 ହଠାତ୍ ସଦାପ୍ରଭୁ ମାଶାଙ୍କେୁ, ହାରୋଣଙ୍କୁ, ମରିଯମଙ୍କୁ କହିଲେ, "ତୁମ୍ଭେ ତିନିଜଣ ବାହାର ହାଇେ ସମାଗମ ତମ୍ବୁ ନିକଟକୁ ଆସ।"
5 ସେତବେେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ ତମ୍ବୁ ନିକଟରେ ଛିଡା ହେଲେ। ସେ ଡାକିଲେ, "ହାରୋଣ ମରିଯମ!" ତହୁଁ ସମାନେେ ବାହାର ହାଇେ ଆସିଲେ।
6 ସଦାପ୍ରଭୁ କହିଲେ, " ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।
7 ମାତ୍ର ମାଶାେ ମାରେ ସବେକ, ସପରେି ନୁହେଁ। ସେ ହିଁ ମାରେ ସମଗ୍ର ଗୃହ ରେ ଜଣେ ସବୁଠାରୁ ବିଶ୍ବସ୍ତ ଅଟେ।
8 ମୁଁ ତା ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ଯ ରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହାଇେ ପ୍ରକାଶ୍ଯ ଭାବରେ ତା ସହିତ କଥା ହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧ ରେ କଥା କହିବାକୁ ତୁମ୍ଭମାନେେ କାହିଁକି ଭୀତ ହେଲ ନାହିଁ?"
9 ଏହିରୂପେ ସମାନଙ୍କେ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
10 ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିଯମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ଯ ଶ୍ବତବେର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।
11 ତହିଁରେ ହାରୋଣ ମାଶାଙ୍କେୁ କହିଲେ, " ହେ ମାହେର ମହାଶୟ, ଆମ୍ଭମାନେ ମୂର୍ଖତାର କର୍ମ କରିଅଛୁ ଆମ୍ଭମାନେେ ପାପ କରିଅଛୁ; ଏଣୁ ବିନଯ କରୁଅଛି, ଆମ୍ଭମାନଙ୍କ ଉପରେ ସହେି ପାପ ଥୁଅ ନାହିଁ।
12 ମାତାର ଗର୍ଭରୁ ନିର୍ଗତ ହେଲା ବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ହେଉ।"
13 ତେଣୁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, " ହେ ପରମେଶ୍ବର, ବିନଯ କରୁଅଛି, ତାହାକୁ ସୁସ୍ଥ କର।"
14 ସଦାପ୍ରଭୁ ମାଶାଙ୍କେୁ କହିଲେ, "ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।"
15 ତହୁଁ ମିରଯମ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ରହିଲା। ସେ ପୁନର୍ବାର ଭିତରକୁ ଆସିବା ୟାଏ ଲୋକମାନେ ୟାତ୍ରା କଲେ ନାହିଁ।
16 ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×