Bible Versions
Bible Books

Revelation 16 (ORV) Oriya Old BSI Version

1 ତା'ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ବନି ଶୁଣିଲି। ତାହା ସାତାଟେି ଦୂତଙ୍କୁ କହିଲା, "ଯାଅ, ପରମେଶ୍ବରଙ୍କ କୋର୍ଧ ରେ ପୂର୍ଣ୍ଣ ହାଇେଥିବା ସାତାଟେି ପାତ୍ରକୁ ପୃଥିବୀ ଉପରେ ଢ଼ାଳିଦିଅ।"
2 ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢ଼ାଳି ଦେଲେ। ତା'ପରେ ଯେଉଁମାନେ ସହେି ପଶୁର ଚିହ୍ନ ଧାରଣ କରିଥିଲେ ତା'ର ପ୍ରତିମାକୁ ପୂଜା କରୁଥିଲେ, ସମାନଙ୍କେର ଶରୀର ରେ ଅତି କଷ୍ଟଦାୟକ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।
3 ଦ୍ବିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢ଼ାଳି ଦେଲେ। ସେଥି ରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହାଇଗେଲା। ସମୁଦ୍ର ରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।
4 ତୃତୀୟ ସ୍ବର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଜଳ ନିର୍ଝରଗୁଡ଼ିକ ଉପରେ ଢ଼ାଳିଲେ। ନଦୀ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହାଇଗେଲା।
5 ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ବରଙ୍କୁ କହିବାର ଶୁଣିଲି :
6 ଲୋକମାନେ ଯେ ହତେୁ ତୁମ୍ଭର ପବିତ୍ର ଲୋକ ଭବିଷ୍ଯଦ୍ ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସମାନଙ୍କେୁ ରକ୍ତପାତ କରିବାକୁ ଦଇେଛ। ସମାନେେ ଏହା ହିଁ ପାଇବାକୁ ଯୋଗ୍ଯ।"
7 ମୁଁ ବଦେୀକୁ ଏହା କହିବାର ଶୁଣିଲି,
8 ଏହାପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ୟ୍ଯଙ୍କ ଉପରେ ଢ଼ାଳିଲେ। ସେଥି ରେ ସୂର୍ୟ୍ଯକୁ, ମନୁଷ୍ଯମାନଙ୍କୁ ଅଗ୍ନି ରେ ପୋଡ଼ି ଦବୋର କ୍ଷମତା ଦିଆଗଲା।
9 ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।
10 ପଞ୍ଚମ ଦୂତ ତାହାଙ୍କ ପାତ୍ର ସହେି ପଶୁର ସିଂହାସନ ଉପରେ ଢ଼ାଳିଲେ। ଏହାଦ୍ବାରା ପଶୁର ରାଜ୍ଯ ରେ ଅନ୍ଧକାର ଘୋଟିଗଲା। ଲୋକମାନେ ୟନ୍ତ୍ରଣା ରେ ଜିଭ କାମୁଡ଼ିଲେ।
11 ସମାନେେ ତାହାଙ୍କ ୟନ୍ତ୍ରଣା ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।
12 ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।
13 ତା'ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସମାନେେ ବେଙ୍ଗ ପରି ଦଖାଯାେଉଥିଲେ। ସମାନେେ ସହେି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଭଣ୍ଡଭବିଷ୍ଯଦ୍ ବକ୍ତା ମୁଖରୁ ବାହାରି ଆସିଲେ
14 ସମାନେେ ଭୂତର ଆତ୍ମା ସମାନଙ୍କେର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିବାର କ୍ଷମତା ଥିଲା। ସମାନେେ ସର୍ବଶକ୍ତିମାନ ପରମେଶ୍ବରଙ୍କ ମହାଦିନର ୟୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସମାନଙ୍କେ ପାଖକୁ ଯାଆନ୍ତି।
15 " ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।
16 ସହେି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷା ରେ କୁହା ଯାଉଥିବା 'ହର୍ମିଗିଦ୍ଦୋନ୍' ନାମକ ସ୍ଥାନ ରେ ଏକାଠି କଲେ।
17 ତା'ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାଯୁ ରେ ଢ଼ାଳିଲେ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ବର ଆସିଲା। ସହେି ସ୍ବର କହିଲା, "ଏହା ସମାପ୍ତ ହେଲା।"
18 ତା'ପରେ ସଠାେରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ଯ ଇତିହାସ ରେ କବେେ ହାଇେ ଥିଲା।
19 ମହାନଗରୀ ତିନି ଭାଗ ରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହାଇଗେଲା। ପରମେଶ୍ବର ମହାନଗରୀ ବାବିଲୋନକୁ ଦଣ୍ଡ ଦବୋପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କୋରଧରୂପ ମଦିରାପାତ୍ରରୁ ପାନ କରାଇଲେ।
20 ପ୍ରେତ୍ୟକକ ଦ୍ବୀପ ଉଭଇେ ଗଲା ସଠାେରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ।
21 ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରେତ୍ୟକକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସହେି କୁଆପଥର ମହାମାରୀ ପାଇଁ ପରମେଶ୍ବରଙ୍କୁ ନିନ୍ଦା କଲେ। ଏହି କ୍ଲେଶ ଅତି ଭୟାନକ ଥିଲା।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×