|
|
1. ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର, ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ ।
|
1. And David H1732 consulted H3289 with H5973 the captains H8269 of thousands H505 and hundreds H3967 , and with every H3605 leader H5057 .
|
2. ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, ଯେବେ ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯେବେ ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମିବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ ।
|
2. And David H1732 said H559 unto all H3605 the congregation H6951 of Israel H3478 , If H518 it seem good H2895 unto H5921 you , and that it be of H4480 the LORD H3068 our God H430 , let us send H7971 abroad H6555 unto H5921 our brethren H251 every where, that are left H7604 in all H3605 the land H776 of Israel H3478 , and with H5973 them also to the priests H3548 and Levites H3881 which are in their cities H5892 and suburbs H4054 , that they may gather themselves H6908 unto H413 us:
|
3. ପୁଣି ଆମ୍ଭମାନଙ୍କ ପରମେଶ୍ଵରଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ; କାରଣ ଶାଉଲଙ୍କ ସମୟରେ ଆମ୍ଭେମାନେ ତହିଁର ଅନ୍ଵେଷଣ କରିନାହୁଁ।
|
3. And let us bring again H5437 H853 the ark H727 of our God H430 to H413 us: for H3588 we inquired H1875 not H3808 at it in the days H3117 of Saul H7586 .
|
4. ତହିଁରେ ସମଗ୍ର ସମାଜ ସେପରି କରିବେ ବୋଲି କହିଲେ; କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା ।
|
4. And all H3605 the congregation H6951 said H559 that they would do H6213 so H3651 : for H3588 the thing H1697 was right H3474 in the eyes H5869 of all H3605 the people H5971 .
|
5. ତହୁଁ କିରୀୟତ୍-ଯୀୟାରୀମରୁ ପରମେଶ୍ଵରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ ।
|
5. So David H1732 gathered H6950 H853 all H3605 Israel H3478 together, from H4480 Shihor H7883 of Egypt H4714 even unto H5704 the entering H935 of Hemath H2574 , to bring H935 H853 the ark H727 of God H430 from Kirjath H4480 H7157 -jearim.
|
6. ଆଉ କିରୂବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ଵରଙ୍କ ସିନ୍ଦୁକକୁ ଯିହୁଦାର ଅଧିକାରସ୍ଥ ବାଲାରୁ, ଅର୍ଥାତ୍, କିରୀୟତ୍-ଯୀୟାରୀମରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେସ୍ଥାନକୁ ଗଲେ ।
|
6. And David H1732 went up H5927 , and all H3605 Israel H3478 , to Baalah H1173 , that is , to H413 Kirjath H7157 -jearim, which H834 belonged to Judah H3063 , to bring up H5927 thence H4480 H8033 H853 the ark H727 of God H430 the LORD H3068 , that dwelleth H3427 between the cherubims H3742 , whose H834 name H8034 is called H7121 on it .
|
7. ପୁଣି ସେମାନେ ଗୋଟିଏ ନୂତନ ଶକଟରେ ପରମେଶ୍ଵରଙ୍କ ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାର କରି ବହି ଆଣିଲେ; ଆଉ ଉଷ ଓ ଅହୀୟୋ ଶକଟ ଚଳାଇଲେ ।
|
7. And they carried H7392 H853 the ark H727 of God H430 in H5921 a new H2319 cart H5699 out of the house H4480 H1004 of Abinadab H41 : and Uzza H5798 and Ahio H283 drove H5090 the cart H5699 .
|
8. ପୁଣି ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ଵରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୂରୀ ବଜାଇଲେ ।
|
8. And David H1732 and all H3605 Israel H3478 played H7832 before H6440 God H430 with all H3605 their might H5797 , and with singing H7892 , and with harps H3658 , and with psalteries H5035 , and with timbrels H8596 , and with cymbals H4700 , and with trumpets H2689 .
|
9. ଆଉ ସେମାନେ କୀଦୋନ୍ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା ।
|
9. And when they came H935 unto H5704 the threshingfloor H1637 of Chidon H3592 , Uzza H5798 put forth H7971 H853 his hand H3027 to hold H270 H853 the ark H727 ; for H3588 the oxen H1241 stumbled H8058 .
|
10. ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା ଓ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ହେତୁରୁ ସେ ତାହାକୁ ଆଘାତ କଲେ; ତହୁଁ ସେ ସେଠାରେ ପରମେଶ୍ଵରଙ୍କ ସାକ୍ଷାତରେ ମଲା ।
|
10. And the anger H639 of the LORD H3068 was kindled H2734 against Uzza H5798 , and he smote H5221 H5921 him, because H5921 H834 he put H7971 his hand H3027 to H5921 the ark H727 : and there H8033 he died H4191 before H6440 God H430 .
|
11. ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ; ଏଣୁ ସେ ସେହି ସ୍ଥାନର ନାମ ପେରସ-ଉଷ ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି ।
|
11. And David H1732 was displeased H2734 , because H3588 the LORD H3068 had made H6555 a breach H6556 upon Uzza H5798 : wherefore that H1931 place H4725 is called H7121 Perez H6560 -uzza to H5704 this H2088 day H3117 .
|
12. ଆଉ ଦାଉଦ ସେହି ଦିନ ପରମେଶ୍ଵରଙ୍କ ବିଷୟରେ ଭୟ ପାଇ କହିଲେ, ମୁଁ କିରୂପେ ପରମେଶ୍ଵରଙ୍କ ସିନ୍ଦୁକ ମୋʼ କତିକି ଗୃହକୁ ଆଣିବି?
|
12. And David H1732 was afraid H3372 H853 of God H430 that H1931 day H3117 , saying H559 , How H1963 shall I bring H935 H853 the ark H727 of God H430 home to H413 me?
|
13. ତହୁଁ ଦାଉଦ ଦାଉଦ-ନଗରକୁ ଆପଣା କତିକି ସିନ୍ଦୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍-ଇଦୋମର ଗୃହରେ ରଖିଲେ ।
|
13. So David H1732 brought H5493 not H3808 H853 the ark H727 home to H413 himself to H413 the city H5892 of David H1732 , but carried it aside H5186 into H413 the house H1004 of Obed H5654 -edom the Gittite H1663 .
|
14. ତହିଁରେ ପରମେଶ୍ଵରଙ୍କ ସିନ୍ଦୁକ ଓବେଦ୍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍-ଇଦୋମର ଗୃହକୁ ଓ ତାହାର ସର୍ବସ୍ଵକୁ ଆଶୀର୍ବାଦ କଲେ ।
|
14. And the ark H727 of God H430 remained H3427 with H5973 the family H1004 of Obed H5654 -edom in his house H1004 three H7969 months H2320 . And the LORD H3068 blessed H1288 H853 the house H1004 of Obed H5654 -edom , and all H3605 that H834 he had.
|