Bible Versions
Bible Books

Numbers 1 (ORV) Oriya Old BSI Version

1 ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,
2 "ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର।
3 ଯେଉଁ ମାନେ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସହେି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ୟିଏ କି ସୈନ୍ଯମାନଙ୍କ ସହିତ ୟାଇ ପାରିବେ। ତୁମ୍ଭେ ହାରୋଣ ସମାନଙ୍କେର ବିଭାଗ ଅନୁସାରେ ସମାନଙ୍କେୁ ତାଲିକାଭୁକ୍ତ କର।
4 ପ୍ରେତ୍ୟକକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହବେ।
5 ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହବେ, ସମାନଙ୍କେର ନାମ ଏହି;
6 ଶିମିଯୋନ ପରିବାରବର୍ଗର, ସୂରୀଶବ୍ଦଯର ପୁତ୍ର ଶଲୁମୀଯଲେ।
7 ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ହଶାେନ।
8 ଇଷାଖର ପରିବାରବର୍ଗର, ସୂଯାରର ପୁତ୍ର ନଥନଲେ।
9 ସବୁଲୂନ ପରିବାରବର୍ଗର, ହେଲାନର ପୁତ୍ର ଇଲୀଯାବ।
10 ଇଫ୍ରଯିମ ଗୋ୍ଟିର, ଅମ୍ମୀହୂଦର ପୁତ୍ର ଇଲୀଶାମା।
11 ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ।
12 ଦାନ ପରିବାରବର୍ଗର ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେର।
13 ଆଶର ପରିବାରବର୍ଗର, ଆକ୍ରଣର ପୁତ୍ର ପଗୀଯଲେ।
14 ଗାଦ ପରିବାରବର୍ଗର, ଦ୍ଯୁଯଲରେ ପୁତ୍ର ଇଲୀଯାସଫ।
15 ନପ୍ତାଲୀ ପରିବାରବର୍ଗର, ଐନରର ପୁତ୍ର ଅହୀର।"
16 ଏମାନେ ହେଉଛନ୍ତି ସହେି ଲୋକ ସମାଜ ମଧ୍ଯରୁ ବଛା ୟାଇଛନ୍ତି। ସମାନେେ ସମାନଙ୍କେର ପିତାଙ୍କର ପରିବାରବର୍ଗର ନେତା ଆଉ ଇଶ୍ରାଯଲର ବିଭାଗର ନେତା ଥିଲେ।
17 ଆଉ ଯେଉଁ ମାନେ ବଛା ୟାଇଥିଲେ, ମାଶାେ ହାରୋଣ ଏହି ଲୋକମାନଙ୍କୁ ଦେଲେ।
18 ମାଶାେ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ।
19 ଏହିରୂପେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସୀନଯର ମରୂଭୂମିରେ ସମାନଙ୍କେୁ ଗଣନା କଲେ।
20 ରୂବନ୍େ ବଂଶଧର ଇଶ୍ରାୟେଲଙ୍କର ପ୍ରଥମ ଜାତ ସମାନଙ୍କେର କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ସଂଖ୍ଯାଅନୁସାରେ ସୈନ୍ଯବାହୀନି ରେ ୟୋଗ ଦବୋ ପାଇଁ ଯୋଗ୍ଯ ତାଲିକା ଭୁକ୍ତକରାଗଲା।
21 ରୁବନେ ଗୋ୍ଟିର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା46,500
22 ଶିମିୟୋନ ବଂଶର ସମାମେନଙ୍କର ପିତୃଗୃହ, ନାମ ଏବଂ ସଂଖ୍ଯା କୋଡିଏ ବର୍ଷ ତହିଁରୁ ଅଧିକ ପୁରୁଷ ସୈନ୍ଯ ବିଭାଗ ରେ ଦାଖଲ ହବୋକୁ ଯୋଗ୍ଯ।
23 ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା59,300
24 ଗାଦର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
25 ଗାଦ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା45,650
26 ଯିହୁଦା ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତକରାଗଲା।
27 ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା74,600
28 ଇଷାଖର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ
29 ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା54,400
30 ସବୂଲୂନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
31 ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା57,400
32 ଇଫ୍ରଯିମଙ୍କର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
33 ଇଫ୍ରିଯିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା40,500
34 ମନଃଶି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
35 ମନଃଶି ଗୋଷ୍ଠୀର ପୁରୁଷ ଲୋକନଙ୍କର ମାଟେ ସଂଖ୍ଯା32,200
36 ବିନ୍ଯାମୀନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
37 ବିଦ୍ଯାମୀନ ଗୋ୍ଟୀର ପୁରୁଷ ଲୋକମାନଙ୍କର ମାଟେ ସଂଖ୍ଯା35,400
38 ଦାନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
39 ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା62,700
40 ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
41 ଆଶରେ ଗୋଷ୍ଠୀର ପୁରୁଷ ଲୋକ ମାନଙ୍କ ମାଟେ ସଂଖ୍ଯା41,500
42 ନପ୍ତାଲି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
43 ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା53,400
44 ମାଶାେ, ହାରୋଣ ଇଶ୍ରାୟେଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରେତ୍ୟକକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସମାନଙ୍କେୁ ଗଣନା କଲେ।
45 ଏହିରୂପେ ଇଶ୍ରାୟେଲର ସମସ୍ତ ଲୋକ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ପିତୃଗୃହ ଅନୁସାରେ ଇଶ୍ରାୟେଲ ମଧ୍ଯରୁ ୟୁଦ୍ଧକୁ ୟିବା ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
46 ଗଣନା ଅନୁସାରେ ସମସ୍ତ ମନୁଷ୍ଯଙ୍କ ସଂଖ୍ଯା6,03,550 ହୋଲା।
47 ମାତ୍ର ଲବେୀୟ-ମାନେ ସମାନଙ୍କେର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାୟାଇ ଥିଲେ।
48 କାରଣ ସଦାପ୍ରଭୁ ମାଶାଙ୍କେୁ କହିଥିଲେ।
49 " ଲବେୀୟମାନଙ୍କୁ ଇଶ୍ରାୟେଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ।
50 ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ତହିଁର ସମସ୍ତ ଦ୍ରବ୍ଯ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା' ଉପରେ ଲବେୀୟମାନଙ୍କୁ ନିୟୁକ୍ତି କରିବ; ସମାନେେ ପବିତ୍ର ତମ୍ବୁ ତହିଁର ସମସ୍ତ ଦ୍ରବ୍ଯ ବୋହିବେ ସମାନେେ ତହିଁର ସବୋ କରିବେ ତମ୍ବୁର ଚାରିଆଡେ ଛାଉଣୀ କରି ରହିବେ।
51 ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ।
52 ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେର ଶିବିର ଅଲଗା ଅଲଗା ଦଳ ରେ ବିଭକ୍ତ କଲେ। ପ୍ରେତ୍ୟକକର ନିଜ ଧ୍ବଜା ରହିବା ଉଚିତ୍।
53 କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।"
54 ସଦାପ୍ରଭୁ ମାଶାଙ୍କେୁ ଯେଉଁସବୁ ଆଜ୍ଞା ଦଇେଥିଲେ, ଇଶ୍ରାୟେଲୀୟ ମାନେ ସହେିରୂପେ ମାନି କାର୍ୟ୍ଯ କଲେ।
1 And the LORD H3068 EDS spoke H1696 W-VPY3MS unto H413 PREP Moses H4872 in the wilderness H4057 of Sinai H5514 , in the tabernacle H168 of the congregation H4150 NMS , on the first H259 B-NMS day of the second H8145 D-ONUM month H2320 LD-NMS , in the second H8145 D-ONUM year H8141 after they were come out H3318 of the land H776 M-NFS of Egypt H4714 EFS , saying H559 L-VQFC ,
2 Take H5375 ye the sum H7218 NMS of all H3605 NMS the congregation H5712 CFS of the children H1121 of Israel H3478 , after their families H4940 L-CFP-3MP , by the house H1004 of their fathers H1 , with the number H4557 B-CMS of their names H8034 CFP , every H3605 NMS male H2145 NMS by their polls H1538 ;
3 From twenty H6242 years H8141 NFS old H1121 and upward H4605 , all H3605 NMS that are able to go forth H3318 VQPMS to war H6635 NMS in Israel H3478 : thou H859 PPRO-2MS and Aaron H175 shall number H6485 them by their armies H6635 .
4 And with H854 you there shall be H1961 VQY3MP a man H376 NMS of every H376 NMS tribe H4294 ; every one H376 NMS head H7218 NMS of the house H1004 of his fathers H1 .
5 And these H428 W-PMP are the names H8034 of the men H376 that H834 RPRO shall stand H5975 with H854 PART-2MP you : of the tribe of Reuben H7205 ; Elizur H468 the son H1121 of Shedeur H7707 .
6 Of Simeon H8095 ; Shelumiel H8017 the son H1121 of Zurishaddai H6701 .
7 Of Judah H3063 ; Nahshon H5177 the son H1121 of Amminadab H5992 .
8 Of Issachar H3485 ; Nethaneel H5417 the son H1121 of Zuar H6686 .
9 Of Zebulun H2074 ; Eliab H446 the son H1121 of Helon H2497 .
10 Of the children H1121 L-CMP of Joseph H3130 : of Ephraim H669 ; Elishama H476 the son H1121 L-CMP of Ammihud H5989 : of Manasseh H4519 ; Gamaliel H1583 the son H1121 L-CMP of Pedahzur H6301 .
11 Of Benjamin H1144 ; Abidan H27 the son H1121 of Gideoni H1441 .
12 Of Dan H1835 ; Ahiezer H295 the son H1121 of Ammishaddai H5996 .
13 Of Asher H836 ; Pagiel H6295 the son H1121 of Ocran H5918 .
14 Of Gad H1410 ; Eliasaph H460 the son H1121 of Deuel H1845 .
15 Of Naphtali H5321 ; Ahira H299 the son H1121 of Enan H5881 .
16 These H428 PMP were the renowned H7121 of the congregation H5712 , princes H5387 of the tribes H4294 of their fathers H1 CMP-3MP , heads H7218 CMP of thousands H505 BMP in Israel H3478 .
17 And Moses H4872 and Aaron H175 took H3947 W-VQY3MS these H428 D-DPRO-3MP men H376 which H834 RPRO are expressed H5344 by their names H8034 :
18 And they assembled H6950 all H3605 NMS the congregation H5712 together on the first H259 B-NMS day of the second H8145 D-ONUM month H2320 LD-NMS , and they declared their pedigrees H3205 after H5921 PREP their families H4940 , by the house H1004 of their fathers H1 , according to the number H4557 B-CMS of the names H8034 CFP , from twenty H6242 years H8141 NFS old H1121 and upward H4605 , by their polls H1538 .
19 As H834 K-RPRO the LORD H3068 EDS commanded H6680 VPQ3MS Moses H4872 , so he numbered H6485 them in the wilderness H4057 of Sinai H5514 .
20 And the children H1121 of Reuben H7205 , Israel H3478 \'s eldest son H1060 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 CFP , by their polls H1538 , every H3605 NMS male H2145 NMS from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
21 Those that were numbered H6485 of them , even of the tribe H4294 of Reuben H7205 , were forty H705 W-MMP and six H8337 thousand H505 W-BMS and five H2568 W-BFS hundred H3967 .
22 Of the children H1121 L-CMP of Simeon H8095 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , those that were numbered H6485 of them , according to the number H4557 B-CMS of the names H8034 CFP , by their polls H1538 , every H3605 NMS male H2145 NMS from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
23 Those that were numbered H6485 of them , even of the tribe H4294 of Simeon H8095 , were fifty H2572 W-MMP and nine H8672 thousand H505 W-BMS and three H7969 W-BFS hundred H3967 .
24 Of the children H1121 L-CMP of Gad H1410 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 CFP , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
25 Those that were numbered H6485 of them , even of the tribe H4294 of Gad H1410 , were forty H705 W-MMP and five H2568 thousand H505 W-BMS six H8337 W-RFS hundred H3967 BFP and fifty H2572 .
26 Of the children H1121 L-CMP of Judah H3063 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
27 Those that were numbered H6485 of them , even of the tribe H4294 of Judah H3063 , were threescore and fourteen H702 MMS thousand H505 W-BMS and six H8337 W-RFS hundred H3967 .
28 Of the children H1121 L-CMP of Issachar H3485 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
29 Those that were numbered H6485 of them , even of the tribe H4294 of Issachar H3485 , were fifty H2572 W-MMP and four H702 MMS thousand H505 W-BMS and four H702 W-BFS hundred H3967 .
30 Of the children H1121 L-CMP of Zebulun H2074 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
31 Those that were numbered H6485 of them , even of the tribe H4294 of Zebulun H2074 , were fifty H2572 W-MMP and seven H7651 NUM-MS thousand H505 W-BMS and four H702 W-BFS hundred H3967 .
32 Of the children H1121 L-CMP of Joseph H3130 , namely , of the children H1121 L-CMP of Ephraim H669 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
33 Those that were numbered H6485 of them , even of the tribe H4294 of Ephraim H669 , were forty H705 MMP thousand H505 W-BMS and five H2568 W-BFS hundred H3967 .
34 Of the children H1121 L-CMP of Manasseh H4519 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 CFP , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
35 Those that were numbered H6485 of them , even of the tribe H4294 of Manasseh H4519 , were thirty H7970 W-MMP and two H8147 ONUM thousand H505 W-BMS and two hundred H3967 .
36 Of the children H1121 L-CMP of Benjamin H1144 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
37 Those that were numbered H6485 of them , even of the tribe H4294 of Benjamin H1144 , were thirty H7970 W-MMP and five H2568 thousand H505 W-BMS and four H702 W-BFS hundred H3967 .
38 Of the children H1121 L-CMP of Dan H1835 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
39 Those that were numbered H6485 of them , even of the tribe H4294 of Dan H1835 , were threescore H8346 W-MMP and two H8147 ONUM thousand H505 W-BMS and seven H7651 W-BFS hundred H3967 .
40 Of the children H1121 L-CMP of Asher H836 , by their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
41 Those that were numbered H6485 of them , even of the tribe H4294 of Asher H836 , were forty H705 W-MMP and one H259 MMS thousand H505 W-BMS and five H2568 W-BFS hundred H3967 .
42 Of the children H1121 of Naphtali H5321 , throughout their generations H8435 , after their families H4940 L-CFP-3MP , by the house H1004 of their fathers H1 , according to the number H4557 B-CMS of the names H8034 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 ;
43 Those that were numbered H6485 of them , even of the tribe H4294 of Naphtali H5321 , were fifty H2572 W-MMP and three H7969 NFS thousand H505 W-BMS and four H702 W-BFS hundred H3967 .
44 These H428 PMP are those that were numbered H6485 , which H834 RPRO Moses H4872 and Aaron H175 numbered H6485 VQQ3MS , and the princes H5387 of Israel H3478 , being twelve H8147 men H376 NMS : each H376 NMS one H259 MMS was H1961 for the house H1004 of his fathers H1 .
45 So were H1961 W-VQY3MP all H3605 NMS those that were numbered H6485 of the children H1121 of Israel H3478 , by the house H1004 of their fathers H1 , from twenty H6242 years H8141 NFS old H1121 and upward H4605 , all H3605 NMS that were able to go forth H3318 VQPMS to war H6635 NMS in Israel H3478 ;
46 Even all H3605 NMS they that were numbered H6485 were H1961 W-VQY3MP six H8337 RFS hundred H3967 BFP thousand H505 W-BMS and three H7969 W-RMS thousand H505 MMP and five H2568 W-BFS hundred H3967 BFP and fifty H2572 .
47 But the Levites H3881 after the tribe H4294 of their fathers H1 were not H3808 NADV numbered H6485 among H8432 B-CMS-3MP them .
48 For the LORD H3068 EDS had spoken H1696 W-VPY3MS unto H413 PREP Moses H4872 , saying H559 ,
49 Only H389 ADV thou shalt not H3808 NADV number H6485 the tribe H4294 of Levi H3878 , neither H3808 NADV take H5375 VQY2MS the sum H7218 of them among H8432 B-NMS the children H1121 of Israel H3478 LMS :
50 But thou H859 W-PPRO-2MS shalt appoint H6485 the Levites H3881 over H5921 PREP the tabernacle H4908 of testimony H5715 , and over H5921 PREP all H3605 NMS the vessels H3627 thereof , and over H5921 PREP all things H3605 NMS that H834 RPRO belong to it : they H1992 PPRO-3MP shall bear H5375 VQY3MP the tabernacle H4908 , and all H3605 NMS the vessels H3627 thereof ; and they H1992 W-PPRO-3MP shall minister H8334 unto it , and shall encamp H2583 round about H5439 the tabernacle H4908 .
51 And when the tabernacle H4908 setteth forward H5265 , the Levites H3881 shall take it down H3381 : and when the tabernacle H4908 is to be pitched H2583 , the Levites H3881 shall set it up H6965 : and the stranger H2114 that cometh nigh H7131 shall be put to death H4191 .
52 And the children H1121 of Israel H3478 shall pitch their tents H2583 , every man H376 NMS by H5921 PREP his own camp H4264 , and every man H376 NMS by H5921 PREP his own standard H1714 , throughout their hosts H6635 .
53 But the Levites H3881 shall pitch H2583 round about H5439 ADV the tabernacle H4908 of testimony H5715 , that there be H1961 VQY3MS no H3808 W-NPAR wrath H7110 upon H5921 PREP the congregation H5712 CFS of the children H1121 of Israel H3478 : and the Levites H3881 shall keep H8104 the charge H4931 of the tabernacle H4908 of testimony H5715 .
54 And the children H1121 of Israel H3478 did H6213 W-EMS according to all H3605 K-NMS that H834 RPRO the LORD H3068 EDS commanded H6680 VPQ3MS Moses H4872 , so H3651 ADV did H6213 they .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×