|
|
1. ଅନନ୍ତର ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା ।
|
1. And Satan H7854 stood up H5975 against H5921 Israel H3478 , and provoked H5496 H853 David H1732 to number H4487 H853 Israel H3478 .
|
2. ତହିଁରେ ଦାଉଦ ଯୋୟାବକୁ ଓ ଲୋକମାନଙ୍କ ଅଧିପତିମାନଙ୍କୁ କହିଲେ, ଯାଅ, ବେର୍ଶେବାଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲକୁ ଗଣନା କରି ମୋʼ ନିକଟକୁ ସମ୍ଵାଦ ଆଣ, ତହିଁରେ ମୁଁ ସେମାନଙ୍କର ସଂଖ୍ୟା ଜାଣିବି।
|
2. And David H1732 said H559 to H413 Joab H3097 and to H413 the rulers H8269 of the people H5971 , Go H1980 , number H5608 H853 Israel H3478 from Beer H4480 H884 -sheba even to H5704 Dan H1835 ; and bring H935 H853 the number H4557 of them to H413 me , that I may know H3045 it .
|
3. ଏଥିରେ ଯୋୟାବ କହିଲା, ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର ହେ ମୋʼ ପ୍ରଭୁ ମହାରାଜ, ସେସମସ୍ତେ କʼଣ ମୋʼ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋʼ ପ୍ରଭୁ ଏହା କରିବାକୁ ଚାହୁଁ ଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ?
|
3. And Joab H3097 answered H559 , The LORD H3068 make his people H5971 a hundred H3967 times H6471 so many more H3254 as they H1992 be : but , my lord H113 the king H4428 , are they not H3808 all H3605 my lord H113 's servants H5650 ? why H4100 then doth my lord H113 require H1245 this thing H2063 ? why H4100 will he be H1961 a cause of trespass H819 to Israel H3478 ?
|
4. ତଥାପି ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ପ୍ରବଳ ହେଲା । ଏହେତୁ ଯୋୟାବ ପ୍ରସ୍ଥାନ କରି ସମୁଦାୟ ଇସ୍ରାଏଲ ମଧ୍ୟରେ ଭ୍ରମଣ କରି ଯିରୂଶାଲମରେ ଉପସ୍ଥିତ ହେଲା ।
|
4. Nevertheless the king H4428 's word H1697 prevailed H2388 against H5921 Joab H3097 . Wherefore Joab H3097 departed H3318 , and went H1980 throughout all H3605 Israel H3478 , and came H935 to Jerusalem H3389 .
|
5. ପୁଣି ଯୋୟାବ ଦାଉଦଙ୍କ ନିକଟରେ ଗଣିତ ଲୋକମାନଙ୍କର ସଂଖ୍ୟା ସମର୍ପଣ କଲା । ତହିଁରେ ସମସ୍ତ ଇସ୍ରାଏଲର ଏଗାର ଲକ୍ଷ ଖଡ଼୍ଗଧାରୀ ଲୋକ ଓ ଯିହୁଦାର ଚାରି ଲକ୍ଷ ସତୁରି ହଜାର ଖଡ଼୍ଗଧାରୀ ଲୋକ ଥିଲେ ।
|
5. And Joab H3097 gave H5414 H853 the sum H4557 of the number H4662 of the people H5971 unto H413 David H1732 . And all H3605 they of Israel H3478 were H1961 a thousand H505 thousand H505 and a hundred H3967 thousand H505 men H376 that drew H8025 sword H2719 : and Judah H3063 was four H702 hundred H3967 threescore and ten H7657 thousand H505 men H376 that drew H8025 sword H2719 .
|
6. ମାତ୍ର ସେ ସେମାନଙ୍କ ମଧ୍ୟରେ ଲେବୀ ଓ ବିନ୍ୟାମୀନ୍-ଲୋକମାନଙ୍କୁ ଗଣନା କଲା ନାହିଁ; କାରଣ ଯୋୟାବ ପ୍ରତି ରାଜାଙ୍କର ବାକ୍ୟ ଘୃଣାଯୋଗ୍ୟ ଥିଲା ।
|
6. But Levi H3878 and Benjamin H1144 counted H6485 he not H3808 among H8432 them: for H3588 the king H4428 's word H1697 was abominable H8581 to H853 Joab H3097 .
|
7. ଆଉ ପରମେଶ୍ଵର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ ।
|
7. And God H430 was displeased H3415 H5869 with H5921 this H2088 thing H1697 ; therefore he smote H5221 H853 Israel H3478 .
|
8. ତହୁଁ ଦାଉଦ ପରମେଶ୍ଵରଙ୍କୁ କହିଲେ, ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର ଏବେ ମୁଁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି ।
|
8. And David H1732 said H559 unto H413 God H430 , I have sinned H2398 greatly H3966 , because H834 I have done H6213 H853 this H2088 thing H1697 : but now H6258 , I beseech thee H4994 , do away H5674 H853 the iniquity H5771 of thy servant H5650 ; for H3588 I have done very foolishly H5528 H3966 .
|
9. ଏଥିରେ ସଦାପ୍ରଭୁ ଦାଉଦଙ୍କର ଦର୍ଶକ ଗାଦ୍କୁ କହିଲେ,
|
9. And the LORD H3068 spoke H1696 unto H413 Gad H1410 , David H1732 's seer H2374 , saying H559 ,
|
10. ଯାଅ, ଦାଉଦକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ ।
|
10. Go H1980 and tell H1696 H413 David H1732 , saying H559 , Thus H3541 saith H559 the LORD H3068 , I H589 offer H5186 H5921 thee three H7969 things : choose H977 thee one H259 of them H4480 H1992 , that I may do H6213 it unto thee.
|
11. ତହିଁରେ ଗାଦ୍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଯାହା ତୁମ୍ଭର ଇଚ୍ଛା, ତାହା ଗ୍ରହଣ କର;
|
11. So Gad H1410 came H935 to H413 David H1732 , and said H559 unto him, Thus H3541 saith H559 the LORD H3068 , Choose H6901 thee
|
12. ତିନି ବର୍ଷ ଦୁର୍ଭିକ୍ଷ ହେବ; ଅବା ତୁମ୍ଭେ ଆପଣା ବିପକ୍ଷମାନଙ୍କ ସମ୍ମୁଖରେ ତିନି ମାସ ପର୍ଯ୍ୟନ୍ତ କ୍ଷୀଣ ହୁଅନ୍ତେ, ତୁମ୍ଭ ଶତ୍ରୁମାନଙ୍କ ଖଡ଼୍ଗ ତୁମ୍ଭକୁ ଧରିବ; କିଅବା ତିନି ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଖଡ଼୍ଗ ଭ୍ରମଣ କରିବ, ଅର୍ଥାତ୍, ଦେଶରେ ମହାମାରୀ ହେବ ଓ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସଦାପ୍ରଭୁଙ୍କ ଦୂତ ବିନାଶ କରିବ । ମୋʼ ପ୍ରେରଣକର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ଏବେ ବିବେଚନା କର ।
|
12. Either H518 three H7969 years H8141 ' famine H7458 ; or H518 three H7969 months H2320 to be destroyed H5595 before H4480 H6440 thy foes H6862 , while that the sword H2719 of thine enemies H341 overtaketh H5381 thee ; or else H518 three H7969 days H3117 the sword H2719 of the LORD H3068 , even the pestilence H1698 , in the land H776 , and the angel H4397 of the LORD H3068 destroying H7843 throughout all H3605 the coasts H1366 of Israel H3478 . Now H6258 therefore advise H7200 thyself what H4100 word H1697 I shall bring again H7725 H853 to him that sent H7971 me.
|
13. ତହିଁରେ ଦାଉଦ ଗାଦ୍କୁ କହିଲେ, ମୁଁ ବଡ଼ ଅକଳରେ ପଡ଼ିଲି; ମୁଁ ସଦାପ୍ରଭୁଙ୍କ ହସ୍ତରେ ପଡ଼େ, କାରଣ ତାହାଙ୍କର ଦୟା ଅତି ପ୍ରଚୁର; ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ ।
|
13. And David H1732 said H559 unto H413 Gad H1410 , I am in a great strait H6887 H3966 : let me fall H5307 now H4994 into the hand H3027 of the LORD H3068 ; for H3588 very H3966 great H7227 are his mercies H7356 : but let me not H408 fall H5307 into the hand H3027 of man H120 .
|
14. ତହୁଁ ସଦାପ୍ରଭୁ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଇସ୍ରାଏଲ ମଧ୍ୟରୁ ସତୁରି ହଜାର ଲୋକ ମାରା ପଡ଼ିଲେ ।
|
14. So the LORD H3068 sent H5414 pestilence H1698 upon Israel H3478 : and there fell H5307 of Israel H4480 H3478 seventy H7657 thousand H505 men H376 .
|
15. ଏଉତ୍ତାରେ ପରମେଶ୍ଵର ଯିରୂଶାଲମ ବିନାଶ କରିବା ପାଇଁ ସେଠାକୁ ଦୂତ ପଠାଇଲେ; ଆଉ ସେ ବିନାଶ କରିବାକୁ ଉଦ୍ୟତ ହେବା ସମୟରେ ସଦାପ୍ରଭୁ ଦୃଷ୍ଟିପାତ କଲେ ଓ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, ଯଥେଷ୍ଟ ହେଲା; ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର । ତେବେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଠିଆ ହେଲା ।
|
15. And God H430 sent H7971 an angel H4397 unto Jerusalem H3389 to destroy H7843 it : and as he was destroying H7843 , the LORD H3068 beheld H7200 , and he repented him H5162 of H5921 the evil H7451 , and said H559 to the angel H4397 that destroyed H7843 , It is enough H7227 , stay H7503 now H6258 thine hand H3027 . And the angel H4397 of the LORD H3068 stood H5975 by H5973 the threshingfloor H1637 of Ornan H771 the Jebusite H2983 .
|
16. ତହୁଁ ଦାଉଦ ଅନାଇ ସଦାପ୍ରଭୁଙ୍କ ଦୂତକୁ ପୃଥିବୀ ଓ ଆକାଶ ମଧ୍ୟରେ ଠିଆ ହୋଇ ଆପଣା ହସ୍ତରେ ନିଷ୍କୋଷ ଖଡ଼୍ଗ ଯିରୂଶାଲମ ଉପରେ ପ୍ରସାରିତ କରିଥିବାର ଦେଖିଲେ । ସେତେବେଳେ ଅଖାବସ୍ତ୍ର ପରିହିତ ଦାଉଦ ଓ ପ୍ରାଚୀନମାନେ ମୁହଁ ମାଡ଼ି ପଡ଼ିଲେ ।
|
16. And David H1732 lifted up H5375 H853 his eyes H5869 , and saw H7200 H853 the angel H4397 of the LORD H3068 stand H5975 between H996 the earth H776 and the heaven H8064 , having a drawn H8025 sword H2719 in his hand H3027 stretched out H5186 over H5921 Jerusalem H3389 . Then David H1732 and the elders H2205 of Israel, who were clothed H3680 in sackcloth H8242 , fell H5307 upon H5921 their faces H6440 .
|
17. ପୁଣି ଦାଉଦ ପରମେଶ୍ଵରଙ୍କୁ କହିଲେ, ଲୋକ ଗଣନା କରିବାକୁ ଯେ ଆଜ୍ଞା ଦେଲା, ସେ କʼଣ ମୁଁ ନୁହେଁ? ମୁଁ ସିନା ପାପ କରିଅଛି ଓ ଅତି ଦୁଷ୍କର୍ମ କରିଅଛି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ହେ ସଦାପ୍ରଭୁ ଆମ୍ଭ ପରମେଶ୍ଵର, ତୁମ୍ଭ ହସ୍ତ ମୋʼ ପ୍ରତିକୂଳରେ ଓ ମୋʼ ପିତୃଗୃହ ପ୍ରତିକୂଳରେ ହେଉ, ମାତ୍ର ତୁମ୍ଭର ଲୋକମାନଙ୍କୁ ପ୍ରହାର କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ନ ହେଉ ।
|
17. And David H1732 said H559 unto H413 God H430 , Is it not H3808 I H589 that commanded H559 the people H5971 to be numbered H4487 ? even I H589 it H1931 is that H834 have sinned H2398 and done evil indeed H7489 H7489 ; but as for these H428 sheep H6629 , what H4100 have they done H6213 ? let thine hand H3027 , I pray thee H4994 , O LORD H3068 my God H430 , be H1961 on me , and on my father H1 's house H1004 ; but not H3808 on thy people H5971 , that they should be plagued H4046 .
|
18. ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ ।
|
18. Then the angel H4397 of the LORD H3068 commanded H559 H413 Gad H1410 to say H559 to David H1732 , that H3588 David H1732 should go up H5927 , and set up H6965 an altar H4196 unto the LORD H3068 in the threshingfloor H1637 of Ornan H771 the Jebusite H2983 .
|
19. ତହୁଁ ସଦାପ୍ରଭୁଙ୍କ ନାମରେ କଥିତ ଗାଦ୍ର ବାକ୍ୟାନୁସାରେ ଦାଉଦ ଗଲେ ।
|
19. And David H1732 went up H5927 at the saying H1697 of Gad H1410 , which H834 he spoke H1696 in the name H8034 of the LORD H3068 .
|
20. ସେତେବେଳେ ଅରଣନ ଗହମ ମଳୁଥିଲା; ପୁଣି ସେ ମୁଖ ଫେରାଇ ଦୂତଙ୍କୁ ଦେଖିଲା; ତହୁଁ ତାହାର ସଙ୍ଗେ ଥିବା ଚାରି ପୁତ୍ର ଲୁଚିଲେ ।
|
20. And Ornan H771 turned back H7725 , and saw H7200 H853 the angel H4397 ; and his four H702 sons H1121 with H5973 him hid themselves H2244 . Now Ornan H771 was threshing H1758 wheat H2406 .
|
21. ଆଉ ଦାଉଦ ଅରଣନ ନିକଟକୁ ଆସୁ ଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ, ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା ।
|
21. And as David H1732 came H935 to H5704 Ornan H771 , Ornan H771 looked H5027 and saw H7200 H853 David H1732 , and went out H3318 of H4480 the threshingfloor H1637 , and bowed himself H7812 to David H1732 with his face H639 to the ground H776 .
|
22. ତେବେ ଦାଉଦ ଅରଣନକୁ କହିଲେ, ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ ।
|
22. Then David H1732 said H559 to H413 Ornan H771 , Grant H5414 me the place H4725 of this threshingfloor H1637 , that I may build H1129 an altar H4196 therein unto the LORD H3068 : thou shalt grant H5414 it me for the full H4392 price H3701 : that the plague H4046 may be stayed H6113 from H4480 H5921 the people H5971 .
|
23. ତହୁଁ ଅରଣନ ଦାଉଦଙ୍କୁ କହିଲା, ନେଉନ୍ତୁ ଓ ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ-ଯନ୍ତ୍ର ଓ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି ।
|
23. And Ornan H771 said H559 unto H413 David H1732 , Take H3947 it to thee , and let my lord H113 the king H4428 do H6213 that which is good H2896 in his eyes H5869 : lo H7200 , I give H5414 thee the oxen H1241 also for burnt offerings H5930 , and the threshing instruments H4173 for wood H6086 , and the wheat H2406 for the meat offering H4503 ; I give H5414 it all H3605 .
|
24. ଏଥିରେ ଦାଉଦ ରାଜା ଅରଣନକୁ କହିଲେ, ନା; ମାତ୍ର ମୁଁ ଅବଶ୍ୟ ପୂର୍ଣ୍ଣ ମୂଲ୍ୟ ଦେଇ ତାହା କିଣିବି; କାରଣ ଯାହା ତୁମ୍ଭର, ତାହା ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନେବି ନାହିଁ, କିଅବା ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ ।
|
24. And king H4428 David H1732 said H559 to Ornan H771 , Nay H3808 ; but H3588 I will verily buy H7069 H7069 it for the full H4392 price H3701 : for H3588 I will not H3808 take H5375 that which H834 is thine for the LORD H3068 , nor offer H5927 burnt offerings H5930 without cost H2600 .
|
25. ତହୁଁ ଦାଉଦ ସେହି ସ୍ଥାନ ନିମନ୍ତେ ଛଅ ଶହ ଶେକଲ ସୁନା ତୌଲ କରି ଅରଣନକୁ ଦେଲେ ।
|
25. So David H1732 gave H5414 to Ornan H771 for the place H4725 six H8337 hundred H3967 shekels H8255 of gold H2091 by weight H4948 .
|
26. ପୁଣି ଦାଉଦ ସେସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସେ ହୋମବଳିର ବେଦି ଉପରେ ଅଗ୍ନି ଦ୍ଵାରା ଆକାଶରୁ ତାଙ୍କୁ ଉତ୍ତର ଦେଲେ ।
|
26. And David H1732 built H1129 there H8033 an altar H4196 unto the LORD H3068 , and offered H5927 burnt offerings H5930 and peace offerings H8002 , and called H7121 upon H413 the LORD H3068 ; and he answered H6030 him from H4480 heaven H8064 by fire H784 upon H5921 the altar H4196 of burnt offering H5930 .
|
27. ପୁଣି ସଦାପ୍ରଭୁ ଦୂତଙ୍କୁ ଆଜ୍ଞା କଲେ; ତହିଁରେ ସେ ଆପଣା ଖଡ଼୍ଗ ପୁନର୍ବାର ତହିଁର କୋଷରେ ରଖିଲା ।
|
27. And the LORD H3068 commanded H559 the angel H4397 ; and he put up his sword again H7725 H2719 into H413 the sheath H5084 thereof.
|
28. ସେତେବେଳେ ସଦାପ୍ରଭୁ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ଉତ୍ତର ଦେବାର ଦେଖି ଦାଉଦ ସେହି ସ୍ଥାନରେ ବଳିଦାନ କଲେ ।
|
28. At that H1931 time H6256 when David H1732 saw H7200 that H3588 the LORD H3068 had answered H6030 him in the threshingfloor H1637 of Ornan H771 the Jebusite H2983 , then he sacrificed H2076 there H8033 .
|
29. କାରଣ ପ୍ରାନ୍ତରରେ ମୋଶାନିର୍ମିତ ସଦାପ୍ରଭୁଙ୍କ ଆବାସ ଓ ହୋମବଳିର ବେଦି ସେସମୟରେ ଗିବୀୟୋନସ୍ଥ ଉଚ୍ଚସ୍ଥଳୀରେ ଥିଲା।
|
29. For the tabernacle H4908 of the LORD H3068 , which H834 Moses H4872 made H6213 in the wilderness H4057 , and the altar H4196 of the burnt offering H5930 , were at that H1931 season H6256 in the high place H1116 at Gibeon H1391 .
|
30. ମାତ୍ର ଦାଉଦ ପରମେଶ୍ଵରଙ୍କୁ ପଚାରିବା ପାଇଁ ତହିଁ ସମ୍ମୁଖକୁ ଯାଇ ପାରିଲେ ନାହିଁ; କାରଣ ସେ ସଦାପ୍ରଭୁଙ୍କ ଦୂତର ଖଡ଼୍ଗ ସକାଶୁ ଭୀତ ହୋଇଥିଲେ ।
|
30. But David H1732 could H3201 not H3808 go H1980 before H6440 it to inquire H1875 of God H430 : for H3588 he was afraid H1204 because H4480 H6440 of the sword H2719 of the angel H4397 of the LORD H3068 .
|