|
|
1. ସେତେବେଳେ ଦାଉଦ କହିଲେ, ଏହି ଗୃହ ସଦାପ୍ରଭୁ ପରମେଶ୍ଵରଙ୍କର ଓ ଏହି ହୋମବଳିର ବେଦି ଇସ୍ରାଏଲର ।
|
1. Then David H1732 said H559 , This H2088 is the house H1004 of the LORD H3068 God H430 , and this H2088 is the altar H4196 of the burnt offering H5930 for Israel H3478 .
|
2. ଅନନ୍ତର ଦାଉଦ ଇସ୍ରାଏଲ-ଦେଶସ୍ଥ ବିଦେଶୀମାନଙ୍କୁ ଏକତ୍ର କରିବାକୁ ଆଜ୍ଞା ଦେଲେ; ପୁଣି ପରମେଶ୍ଵରଙ୍କ ଗୃହ ନିର୍ମାଣ କରିବା ପାଇଁ ଖୋଦିତ ପ୍ରସ୍ତର ପ୍ରସ୍ତୁତ କରିବାକୁ ରାଜମିସ୍ତ୍ରୀମାନଙ୍କୁ ନିଯୁକ୍ତ କଲେ ।
|
2. And David H1732 commanded H559 to gather together H3664 H853 the strangers H1616 that H834 were in the land H776 of Israel H3478 ; and he set H5975 masons H2672 to hew H2672 wrought H1496 stones H68 to build H1129 the house H1004 of God H430 .
|
3. ଆଉ ଦାଉଦ ଦ୍ଵାର-କବାଟର କଣ୍ଟା ନିମନ୍ତେ ଓ କବ୍ଜା ନିମନ୍ତେ ବିସ୍ତର ଲୁହା ଓ ଅପରିମିତ ବିସ୍ତର ପିତ୍ତଳ ପ୍ରସ୍ତୁତ କଲେ ।
|
3. And David H1732 prepared H3559 iron H1270 in abundance H7230 for the nails H4548 for the doors H1817 of the gates H8179 , and for the joinings H4226 ; and brass H5178 in abundance H7230 without H369 weight H4948 ;
|
4. ଆଉ, ଅସଂଖ୍ୟ ଏରସକାଷ୍ଠ ପ୍ରସ୍ତୁତ କଲେ, କାରଣ ସୀଦୋନୀୟ ଓ ସୋରୀୟ ଲୋକମାନେ ଦାଉଦଙ୍କ ନିକଟକୁ ବିସ୍ତର ଏରସକାଷ୍ଠ ଆଣିଲେ ।
|
4. Also cedar H730 trees H6086 in abundance H369 H4557 : for H3588 the Zidonians H6722 and they of Tyre H6876 brought H935 much H7230 cedar H730 wood H6086 to David H1732 .
|
5. ଆଉ ଦାଉଦ କହିଲେ, ମୋʼ ପୁତ୍ର ଶଲୋମନ ଅଳ୍ପ-ବୟସ୍କ ଓ କୋମଳ, ପୁଣି ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ, ତାହା କୀର୍ତ୍ତି ଓ ଗୌରବ ହେତୁରୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ଵିତ ହେବ; ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି । ଏହିପରି ଦାଉଦ ଆପଣା ମୃତ୍ୟୁପୂର୍ବେ ବିସ୍ତର ରୂପେ ଆୟୋଜନ କଲେ ।
|
5. And David H1732 said H559 , Solomon H8010 my son H1121 is young H5288 and tender H7390 , and the house H1004 that is to be built H1129 for the LORD H3068 must be exceeding H4605 magnifical H1431 , of fame H8034 and of glory H8597 throughout all H3605 countries H776 : I will therefore now H4994 make preparation H3559 for it . So David H1732 prepared H3559 abundantly H7230 before H6440 his death H4194 .
|
6. ଅନନ୍ତର ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ ।
|
6. Then he called H7121 for Solomon H8010 his son H1121 , and charged H6680 him to build H1129 a house H1004 for the LORD H3068 God H430 of Israel H3478 .
|
7. ଆଉ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, ସଦାପ୍ରଭୁ ଆମ୍ଭ ପରମେଶ୍ଵରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ।
|
7. And David H1732 said H559 to Solomon H8010 , My son H1121 , as for me H589 , it was H1961 in H5973 my mind H3824 to build H1129 a house H1004 unto the name H8034 of the LORD H3068 my God H430 :
|
8. ମାତ୍ର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ତୁମ୍ଭେ ବିସ୍ତର ରକ୍ତପାତ ଓ ବଡ଼ ବଡ଼ ଯୁଦ୍ଧ କରିଅଛ; ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ବିସ୍ତର ରକ୍ତପାତ କରିଅଛ ।
|
8. But the word H1697 of the LORD H3068 came H1961 to H5921 me, saying H559 , Thou hast shed H8210 blood H1818 abundantly H7230 , and hast made H6213 great H1419 wars H4421 : thou shalt not H3808 build H1129 a house H1004 unto my name H8034 , because H3588 thou hast shed H8210 much H7227 blood H1818 upon the earth H776 in my sight H6440 .
|
9. ଦେଖ, ତୁମ୍ଭର ଏକ ପୁତ୍ର ଜାତ ହେବ, ସେ ବିଶ୍ରାମପ୍ରାପ୍ତ ମନୁଷ୍ୟ ହେବ; ପୁଣି ଆମ୍ଭେ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତାହାକୁ ବିଶ୍ରାମ ଦେବା; କାରଣ ତାହାର ନାମ ଶଲୋମନ ହେବ ଓ ଆମ୍ଭେ ତାହାର ସମୟରେ ଇସ୍ରାଏଲକୁ ଶାନ୍ତି ଓ ନିର୍ବିଘ୍ନତା ଦେବା;
|
9. Behold H2009 , a son H1121 shall be born H3205 to thee, who H1931 shall be H1961 a man H376 of rest H4496 ; and I will give him rest H5117 from all H4480 H3605 his enemies H341 round about H4480 H5439 : for H3588 his name H8034 shall be H1961 Solomon H8010 , and I will give H5414 peace H7965 and quietness H8253 unto H5921 Israel H3478 in his days H3117 .
|
10. ସେ ଆମ୍ଭ ନାମ ପାଇଁ ଗୃହ ନିର୍ମାଣ କରିବ; ସେ ଆମ୍ଭର ପୁତ୍ର ହେବ ଓ ଆମ୍ଭେ ତାହାର ପିତା ହେବା; ପୁଣି ଆମ୍ଭେ ଇସ୍ରାଏଲ ଉପରେ ତାହାର ରାଜସିଂହାସନ ଅନ; କାଳ ସ୍ଥାପନ କରିବା ।
|
10. He H1931 shall build H1129 a house H1004 for my name H8034 ; and he H1931 shall be H1961 my son H1121 , and I H589 will be his father H1 ; and I will establish H3559 the throne H3678 of his kingdom H4438 over H5921 Israel H3478 forever H5704 H5769 .
|
11. ଏବେ ହେ ମୋହର ପୁତ୍ର, ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ତୁମ୍ଭେ କୃତକାର୍ଯ୍ୟ ହୁଅ ଓ ତୁମ୍ଭ ବିଷୟରେ ଉକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ବାକ୍ୟାନୁସାରେ ତାହାଙ୍କର ଗୃହ ନିର୍ମାଣ କର ।
|
11. Now H6258 , my son H1121 , the LORD H3068 be H1961 with H5973 thee ; and prosper H6743 thou , and build H1129 the house H1004 of the LORD H3068 thy God H430 , as H834 he hath said H1696 of H5921 thee.
|
12. କେବଳ ସଦାପ୍ରଭୁ ତୁମ୍ଭକୁ ବୁଦ୍ଧି ଓ ବିବେଚନା ଦେଉନ୍ତୁ ଓ ଇସ୍ରାଏଲ ଉପରେ ତୁମ୍ଭକୁ ନିଯୁକ୍ତ କରନ୍ତୁ; ତାହାହେଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ବ୍ୟବସ୍ଥା ପାଳନ କରି ପାରିବ ।
|
12. Only H389 the LORD H3068 give H5414 thee wisdom H7922 and understanding H998 , and give thee charge H6680 concerning H5921 Israel H3478 , that thou mayest keep H8104 H853 the law H8451 of the LORD H3068 thy God H430 .
|
13. ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେ ଯେ ବିଧି ଓ ଶାସନ ଦେଇଅଛନ୍ତି, ସେସବୁ ଯେବେ ତୁମ୍ଭେ ପାଳିବାକୁ ମନୋଯୋଗ କରିବ, ତେବେ ତୁମ୍ଭେ କୃତକାର୍ଯ୍ୟ ହେବ; ବଳବାନ ଓ ସାହସିକ ହୁଅ; ଭୀତ କି ନିରାଶ ନ ହୁଅ ।
|
13. Then H227 shalt thou prosper H6743 , if H518 thou takest heed H8104 to fulfill H6213 H853 the statutes H2706 and judgments H4941 which H834 the LORD H3068 charged H6680 H853 Moses H4872 with concerning H5921 Israel H3478 : be strong H2388 , and of good courage H553 ; dread H3372 not H408 , nor H408 be dismayed H2865 .
|
14. ଆଉ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳ; ସୁନା ଓ ଦଶ ଲକ୍ଷ ତାଳ; ରୂପା; ଆଉ ଅପରିମିତ ବିସ୍ତର ପିତ୍ତଳ ଓ ଲୁହା ଆୟୋଜନ କରିଅଛି; ମଧ୍ୟ କଡ଼ି ଓ ପ୍ରସ୍ତର ପ୍ରସ୍ତୁତ କରିଅଛି, ତୁମ୍ଭେ ସେଥିରେ ଆହୁରି ଯୋଗ କରିବ ।
|
14. Now, behold H2009 , in my trouble H6040 I have prepared H3559 for the house H1004 of the LORD H3068 a hundred H3967 thousand H505 talents H3603 of gold H2091 , and a thousand H505 thousand H505 talents H3603 of silver H3701 ; and of brass H5178 and iron H1270 without H369 weight H4948 ; for H3588 it is H1961 in abundance H7230 : timber H6086 also and stone H68 have I prepared H3559 ; and thou mayest add H3254 thereto H5921 .
|
15. ଆହୁରି, ତୁମ୍ଭ ନିକଟରେ ଅନେକ ଶିଳ୍ପକାର ଓ ପଥର-କଟାଳି, ପୁଣି ପଥର ଓ କାଷ୍ଠର କର୍ମକାର ଓ ସର୍ବପ୍ରକାର କର୍ମରେ ବହୁତ ନିପୁଣ ଲୋକ ଅଛନ୍ତି;
|
15. Moreover there are workmen H6213 H4399 with H5973 thee in abundance H7230 , hewers H2672 and workers H2796 of stone H68 and timber H6086 , and all manner H3605 of cunning men H2450 for every manner H3605 of work H4399 .
|
16. ସୁନା, ରୂପା ଓ ପିତ୍ତଳ ଓ ଲୁହାର କିଛି ସଂଖ୍ୟା ନାହିଁ; ଉଠ, କର୍ମ କର ଓ ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ ।
|
16. Of the gold H2091 , the silver H3701 , and the brass H5178 , and the iron H1270 , there is no H369 number H4557 . Arise H6965 therefore , and be doing H6213 , and the LORD H3068 be H1961 with H5973 thee.
|
17. ମଧ୍ୟ ଦାଉଦ ଇସ୍ରାଏଲର ସମସ୍ତ ଅଧିପତିଙ୍କି ଆପଣା ପୁତ୍ର ଶଲୋମନଙ୍କର ସାହାଯ୍ୟ କରିବାକୁ ଆଜ୍ଞା ଦେଇ କହିଲେ,
|
17. David H1732 also commanded H6680 all H3605 the princes H8269 of Israel H3478 to help H5826 Solomon H8010 his son H1121 , saying ,
|
18. ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର କʼଣ ତୁମ୍ଭମାନଙ୍କର ସହବର୍ତ୍ତୀ ନୁହନ୍ତି? ଓ ସେ କʼଣ ସବୁଆଡ଼େ ତୁମ୍ଭମାନଙ୍କୁ ବିଶ୍ରାମ ଦେଇ ନାହାନ୍ତି? ସେ ଦେଶ ନିବାସୀମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିଅଛନ୍ତି; ଆଉ ସଦାପ୍ରଭୁଙ୍କ ଓ ତାହାଙ୍କ ଲୋକମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ରହିଅଛି ।
|
18. Is not H3808 the LORD H3068 your God H430 with H5973 you? and hath he not given you rest H5117 on every side H4480 H5439 ? for H3588 he hath given H5414 H853 the inhabitants H3427 of the land H776 into mine hand H3027 ; and the land H776 is subdued H3533 before H6440 the LORD H3068 , and before H6440 his people H5971 .
|
19. ଏଣୁ ଏବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଅନ୍ଵେଷଣ କରିବା ପାଇଁ ଆପଣା ଆପଣା ଅନ୍ତଃକରଣ ଓ ପ୍ରାଣ ନିବେଶ କର; ଆଉ ଉଠ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମିତ ହେବ, ସେଠାକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ପରମେଶ୍ଵରଙ୍କ ପବିତ୍ର ପାତ୍ରସକଳ ଆଣିବା ପାଇଁ ସଦାପ୍ରଭୁ ପରମେଶ୍ଵରଙ୍କର ଆବାସ ନିର୍ମାଣ କର ।
|
19. Now H6258 set H5414 your heart H3824 and your soul H5315 to seek H1875 the LORD H3068 your God H430 ; arise H6965 therefore , and build H1129 ye H853 the sanctuary H4720 of the LORD H3068 God H430 , to bring H935 H853 the ark H727 of the covenant H1285 of the LORD H3068 , and the holy H6944 vessels H3627 of God H430 , into the house H1004 that is to be built H1129 to the name H8034 of the LORD H3068 .
|