|
|
1. ଯିହୁଦାର ସନ୍ତାନଗଣ; ପେରସ୍, ହିଷ୍ରୋଣ ଓ କର୍ମି ଓ ହୂର ଓ ଶୋବଲ ।
|
1. The sons H1121 of Judah H3063 ; Pharez H6557 , Hezron H2696 , and Carmi H3756 , and Hur H2354 , and Shobal H7732 .
|
2. ପୁଣି ଶୋବଲର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି ଯହତ୍ ଅହୂମୟ ଓ ଲହଦକୁ ଜାତ କଲା । ଏମାନେ ସରିୟୀୟ ଗୋଷ୍ଠୀ ।
|
2. And Reaiah H7211 the son H1121 of Shobal H7732 begot H3205 H853 Jahath H3189 ; and Jahath H3189 begot H3205 H853 Ahumai H267 , and Lahad H3855 . These H428 are the families H4940 of the Zorathites H6882 .
|
3. ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା ।
|
3. And these H428 were of the father H1 of Etam H5862 ; Jezreel H3157 , and Ishma H3457 , and Idbash H3031 : and the name H8034 of their sister H269 was Hazelelponi H6753 :
|
4. ଆଉ ଗଦୋରର ପିତା ପନୂୟେଲ ଓ ହୂଶର ପିତା ଏସର; ଏମାନେ ବୈଥ୍ଲେହମ୍ର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ ।
|
4. And Penuel H6439 the father H1 of Gedor H1446 , and Ezer H5829 the father H1 of Hushah H2364 . These H428 are the sons H1121 of Hur H2354 , the firstborn H1060 of Ephratah H672 , the father H1 of Bethlehem H1035 .
|
5. ପୁଣି ତକୋୟର ପିତା ଅସ୍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ ।
|
5. And Ashur H806 the father H1 of Tekoa H8620 had H1961 two H8147 wives H802 , Helah H2458 and Naarah H5292 .
|
6. ନାରା ତାହାର ଔରସରେ ଅହୁଷମକୁ ଓ ହେଫରକୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା । ଏମାନେ ନାରାର ସନ୍ତାନ ।
|
6. And Naarah H5292 bore H3205 him H853 Ahuzam H275 , and Hepher H2660 , and Temeni H8488 , and Haahashtari H326 . These H428 were the sons H1121 of Naarah H5292 .
|
7. ଆଉ ହିଲାର ସନ୍ତାନ ସେରତ୍, ଯିତ୍ସୋହର ଓ ଇତ୍ନନ୍ ।
|
7. And the sons H1121 of Helah H2458 were , Zereth H6889 , and Jezoar H3328 , and Ethnan H869 .
|
8. ପୁଣି ହକ୍କୋସ୍ ଆନୂବକୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା ।
|
8. And Coz H6976 begot H3205 H853 Anub H6036 , and Zobebah H6637 , and the families H4940 of Aharhel H316 the son H1121 of Harum H2037 .
|
9. ପୁଣି ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ ।
|
9. And Jabez H3258 was H1961 more honorable H3513 than his brethren H4480 H251 : and his mother H517 called H7121 his name H8034 Jabez H3258 , saying H559 , Because H3588 I bore H3205 him with sorrow H6090 .
|
10. ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତା; ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର । ତହିଁରେ ପରମେଶ୍ଵର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ ।
|
10. And Jabez H3258 called H7121 on the God H430 of Israel H3478 , saying H559 , Oh that H518 thou wouldest bless me indeed H1288 H1288 , and enlarge H7235 H853 my coast H1366 , and that thine hand H3027 might be H1961 with H5973 me , and that thou wouldest keep H6213 me from H4480 evil H7451 , that it may not H1115 grieve H6087 me! And God H430 granted H935 him H853 that which H834 he requested H7592 .
|
11. ଶୂହର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍ର ପିତା ।
|
11. And Chelub H3620 the brother H251 of Shuah H7746 begot H3205 H853 Mehir H4243 , which H1931 was the father H1 of Eshton H850 .
|
12. ଇଷ୍ଟୋନ୍ ବୈଥ୍ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା । ଏମାନେ ରେକାର ଲୋକ ।
|
12. And Eshton H850 begot H3205 H853 Beth H1051 -rapha , and Paseah H6454 , and Tehinnah H8468 the father H1 of Ir H5904 -nahash. These H428 are the men H376 of Rechah H7397 .
|
13. କନସର ପୁତ୍ର ଅନିୀୟେଲ ଓ ସରାୟ; ଅନିୀୟେଲର ପୁତ୍ରମାନେ; ହଥତ୍ ।
|
13. And the sons H1121 of Kenaz H7073 ; Othniel H6274 , and Seraiah H8304 : and the sons H1121 of Othniel H6274 ; Hathath H2867 .
|
14. ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।
|
14. And Meonothai H4587 begot H3205 H853 Ophrah H6084 : and Seraiah H8304 begot H3205 H853 Joab H3097 , the father H1 of the valley H1516 of Charashim H2798 ; for H3588 they were H1961 craftsmen H2796 .
|
15. ଆଉ ଯିଫୁନ୍ନିର ପୁତ୍ର କାଲେବ୍ଙ୍କରସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ ।
|
15. And the sons H1121 of Caleb H3612 the son H1121 of Jephunneh H3312 ; Iru H5900 , Elah H425 , and Naam H5277 : and the sons H1121 of Elah H425 , even Kenaz H7073 .
|
16. ଯିହଲିଲେର ପୁତ୍ରଗଣ; ସୀଫ୍ ଓ ସୀଫା ଓ ତୀରୀୟ ଓ ଅସାରେଲ ।
|
16. And the sons H1121 of Jehaleleel H3094 ; Ziph H2128 , and Ziphah H2129 , Tiria H8493 , and Asareel H840 .
|
17. ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍ ଓ ମେରଦ୍ ଓ ଏଫର୍ ଓ ଯାଲୋନ୍; (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା ।
|
17. And the sons H1121 of Ezra H5834 were , Jether H3500 , and Mered H4778 , and Epher H6081 , and Jalon H3210 : and she bore H2029 H853 Miriam H4813 , and Shammai H8060 , and Ishbah H3431 the father H1 of Eshtemoa H851 .
|
18. ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ ଓ ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା । ମାତ୍ର ସେମାନେ ଫାରୋର କନ୍ୟା ବିଥୀୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା ।
|
18. And his wife H802 Jehudijah H3057 bore H3205 H853 Jered H3382 the father H1 of Gedor H1446 , and Heber H2268 the father H1 of Socho H7755 , and Jekuthiel H3354 the father H1 of Zanoah H2182 . And these H428 are the sons H1121 of Bithiah H1332 the daughter H1323 of Pharaoh H6547 , which H834 Mered H4778 took H3947 .
|
19. ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାତୀୟ ଇଷ୍ଟିମୋୟ ।
|
19. And the sons H1121 of his wife H802 Hodiah H1940 the sister H269 of Naham H5163 , the father H1 of Keilah H7084 the Garmite H1636 , and Eshtemoa H851 the Maachathite H4602 .
|
20. ଆଉ, ଶିମୋନର ସନ୍ତାନ ଅମ୍ନୋନ ଓ ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍ । ଆଉ ଯିଶୟିର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍ ।
|
20. And the sons H1121 of Shimon H7889 were , Amnon H550 , and Rinnah H7441 , Ben H1135 -hanan , and Tilon H8436 . And the sons H1121 of Ishi H3469 were , Zoheth H2105 , and Ben H1132 -zoheth.
|
21. ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
|
21. The sons H1121 of Shelah H7956 the son H1121 of Judah H3063 were , Er H6147 the father H1 of Lecah H3922 , and Laadah H3935 the father H1 of Mareshah H4762 , and the families H4940 of the house H1004 of them that wrought H5656 fine linen H948 , of the house H1004 of Ashbea H791 ,
|
22. ପୁଣି, ଯୋକୀମ୍ ଓ କୋଷେବାର ଲୋକମାନେ ଓ ଯୋୟାଶ୍ ଓ ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍ । ଏ ଅତି ପୁରାତନ କଥା ।
|
22. And Jokim H3137 , and the men H376 of Chozeba H3578 , and Joash H3101 , and Saraph H8315 , who H834 had the dominion H1166 in Moab H4124 , and Jashubi H3433 -lehem . And these are ancient H6267 things H1697 .
|
23. ଏମାନେ କୁମ୍ଭକାର ଓ ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ ।
|
23. These H1992 were the potters H3335 , and those that dwelt H3427 among plants H5196 and hedges H1448 : there H8033 they dwelt H3427 with H5973 the king H4428 for his work H4399 .
|
24. ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍, ଯାରୀବ୍, ସେରହ, ଶୌଲ୍;
|
24. The sons H1121 of Simeon H8095 were , Nemuel H5241 , and Jamin H3226 , Jarib H3402 , Zerah H2226 , and Shaul H7586 :
|
25. ତାହାର ପୁତ୍ର ଶଲ୍ଲୁମ୍, ତାହାର ପୁତ୍ର ମିବ୍ସମ୍, ତାହାର ପୁତ୍ର ମିସ୍ମ ।
|
25. Shallum H7967 his son H1121 , Mibsam H4017 his son H1121 , Mishma H4927 his son H1121 .
|
26. ପୁଣି, ମିସ୍ମର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର୍, ତାହାର ପୁତ୍ର ଶିମୟି ।
|
26. And the sons H1121 of Mishma H4927 ; Hamuel H2536 his son H1121 , Zacchur H2139 his son H1121 , Shimei H8096 his son H1121 .
|
27. ଆଉ, ଶିମୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ ।
|
27. And Shimei H8096 had sixteen H8337 H6240 sons H1121 and six H8337 daughters H1323 ; but his brethren H251 had not H369 many H7227 children H1121 , neither H3808 did all H3605 their family H4940 multiply H7235 , like to H5704 the children H1121 of Judah H3063 .
|
28. ଆଉ, ସେମାନେ ବେର୍ଶେବାରେ ଓ ମୋଲାଦାରେ ଓ ହତ୍ସରଶୁୟାଲ୍ରେ
|
28. And they dwelt H3427 at Beer H884 -sheba , and Moladah H4137 , and Hazar H2705 -shual,
|
29. ଓ ବିଲାରେ ଓ ଏତ୍ସମରେ ଓ ତୋଲଦରେ
|
29. And at Bilhah H1090 , and at Ezem H6107 , and at Tolad H8434 ,
|
30. ଓ ବଥୂୟେଲରେ ଓ ହର୍ମାରେ ଓ ସିକ୍ଲଗ୍ରେ
|
30. And at Bethuel H1328 , and at Hormah H2767 , and at Ziklag H6860 ,
|
31. ଓ ବୈଥ୍ମର୍କାବୋଦରେ ଓ ହତ୍ସର୍-ସୂଷୀମ୍ରେ ଓ ବୈଥ୍ବିରୀରେ ଓ ସାରୟିମ୍ରେ ବାସ କଲେ । ଦାଉଦଙ୍କର ରାଜତ୍ଵ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା ।
|
31. And at Beth H1024 -marcaboth , and Hazar H2702 -susim , and at Beth H1011 -birei , and at Shaaraim H8189 . These H428 were their cities H5892 unto H5704 the reign H4427 of David H1732 .
|
32. ଆଉ, ଗ୍ରାମସୁଦ୍ଧା ଐଟମ୍ ଓ ଐନ୍, ରିମ୍ମୋନ୍ ଓ ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;
|
32. And their villages H2691 were , Etam H5862 , and Ain H5871 , Rimmon H7417 , and Tochen H8507 , and Ashan H6228 , five H2568 cities H5892 :
|
33. ପୁଣି ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା । ଏହିସବୁ ସେମାନଙ୍କର ନିବାସସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି ।
|
33. And all H3605 their villages H2691 that H834 were round about H5439 the same H428 cities H5892 , unto H5704 Baal H1168 . These H2063 were their habitations H4186 , and their genealogy H3187 .
|
34. ଆଉ, ମଶୋବବ୍ ଓ ଯମ୍ଭେକ ଓ ଅମତ୍ସୀୟର ପୁତ୍ର ଯୋଶ
|
34. And Meshobab H4877 , and Jamlech H3230 , and Joshah H3144 the son H1121 of Amaziah H558 ,
|
35. ଓ ଯୋୟେଲ୍, ପୁଣି ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବୀୟର ପୁତ୍ର ଯେହୂ;
|
35. And Joel H3100 , and Jehu H3058 the son H1121 of Josibiah H3143 , the son H1121 of Seraiah H8304 , the son H1121 of Asiel H6221 ,
|
36. ଇଲୀୟୋ-ଐନୟ ଓ ଯାକୋବା ଓ ଯିଶୋହାୟ ଓ ଅସାୟ ଓ ଅଦୀୟେଲ ଓ ଯିଶୀମିୟେଲ ଓ ବନାୟ;
|
36. And Elioenai H454 , and Jaakobah H3291 , and Jeshohaiah H3439 , and Asaiah H6222 , and Adiel H5717 , and Jesimiel H3450 , and Benaiah H1141 ,
|
37. ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମୀୟିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫୀୟିର ପୁତ୍ର ସୀଷଃ;
|
37. And Ziza H2124 the son H1121 of Shiphi H8230 , the son H1121 of Allon H438 , the son H1121 of Jedaiah H3042 , the son H1121 of Shimri H8113 , the son H1121 of Shemaiah H8098 ;
|
38. ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ ।
|
38. These H428 mentioned H935 by their names H8034 were princes H5387 in their families H4940 : and the house H1004 of their fathers H1 increased H6555 greatly H7230 .
|
39. ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ଵେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ ।
|
39. And they went H1980 to the entrance H3996 of Gedor H1446 , even unto H5704 the east side H4217 of the valley H1516 , to seek H1245 pasture H4829 for their flocks H6629 .
|
40. ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶା; ଓ ନିର୍ବିରୋଧ ଥିଲା; କାରଣ ହାମ୍ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ ।
|
40. And they found H4672 fat H8082 pasture H4829 and good H2896 , and the land H776 was wide H7342 H3027 , and quiet H8252 , and peaceable H7961 ; for H3588 they of H4480 Ham H2526 had dwelt H3427 there H8033 of old H6440 .
|
41. ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ଵୁ ଓ ସେଠାରେ ପ୍ରାପ୍ତ ମିୟନୀୟ-ମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା ।
|
41. And these H428 written H3789 by name H8034 came H935 in the days H3117 of Hezekiah H3169 king H4428 of Judah H3063 , and smote H5221 H853 their tents H168 , and the habitations H4583 that H834 were found H4672 there H8033 , and destroyed them utterly H2763 unto H5704 this H2088 day H3117 , and dwelt H3427 in their rooms H8478 : because H3588 there was pasture H4829 there H8033 for their flocks H6629 .
|
42. ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଯିଶୟିର ସନ୍ତାନ ପ୍ଳଟିୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର୍ ପର୍ବତକୁ ଗଲେ ।
|
42. And some of H4480 them, even of H4480 the sons H1121 of Simeon H8095 , five H2568 hundred H3967 men H376 , went H1980 to mount H2022 Seir H8165 , having for their captains H7218 Pelatiah H6410 , and Neariah H5294 , and Rephaiah H7509 , and Uzziel H5816 , the sons H1121 of Ishi H3469 .
|
43. ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।
|
43. And they smote H5221 H853 the rest H7611 of the Amalekites H6002 that were escaped H6413 , and dwelt H3427 there H8033 unto H5704 this H2088 day H3117 .
|