|
|
1. ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି ।
|
1. This is a true G4103 saying G3056 , If a man G1536 desire G3713 the office of a bishop G1984 , he desireth G1937 a good G2570 work G2041 .
|
2. ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ଵାମୀ, ମିତଭୋଗୀ, ସୁବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ,
|
2. A bishop G1985 then G3767 must G1163 be G1511 blameless G423 , the husband G435 of one G3391 wife G1135 , vigilant G3524 , sober G4998 , of good behavior G2887 , given to hospitality G5382 , apt to teach G1317 ;
|
3. ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,
|
3. Not G3361 given to wine G3943 , no G3361 striker G4131 , not G3361 greedy of filthy lucre G146 ; but G235 patient G1933 , not a brawler G269 , not covetous G866 ;
|
4. ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ ।
|
4. One that ruleth G4291 well G2573 his own G2398 house G3624 , having G2192 his children G5043 in G1722 subjection G5292 with G3326 all G3956 gravity G4587 ;
|
5. (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ତତ୍ତ୍ଵ ନେବ?)
|
5. ( For G1161 if G1487 a man G5100 know G1492 not G3756 how to rule G4291 his own G2398 house G3624 , how G4459 shall he take care of G1959 the church G1577 of God G2316 ?)
|
6. ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ସଦୃଶ ଦଣ୍ତଗ୍ରସ୍ତ ହେବେ ।
|
6. Not G3361 a novice G3504 , lest G3363 being lifted up with pride G5187 he fall G1706 into G1519 the condemnation G2917 of the G3588 devil G1228 .
|
7. ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ ।
|
7. Moreover G1161 he G846 must G1163 G2532 have G2192 a good G2570 report G3141 of G575 them which are without G1855 ; lest G3363 he fall G1706 into G1519 reproach G3680 and G2532 the snare G3803 of the G3588 devil G1228 .
|
8. ସେହି ପ୍ରକାରେ ସେବକମାନଙ୍କର, ଶୁଦ୍ଧ ବିବେକରେ ବିଶ୍ଵାସର ନିଗୂଢ଼ ତତ୍ତ୍ଵ ଅବଲମ୍ଵନ କରି ଗମ୍ଭୀର, ଛଳନାବାକ୍ୟରହିତ,
|
8. Likewise G5615 must the deacons G1249 be grave G4586 , not G3361 doubletongued G1351 , not G3361 given G4337 to much G4183 wine G3631 , not G3361 greedy of filthy lucre G146 ;
|
9. ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ;
|
9. Holding G2192 the G3588 mystery G3466 of the G3588 faith G4102 in G1722 a pure G2513 conscience G4893 .
|
10. ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି ନିର୍ଦ୍ଦୋଷ ଦେଖାଗଲେ, ସେବକ ପଦରେ ନିଯୁକ୍ତ ହେଉନ୍ତୁ ।
|
10. And G2532 let these G3778 also G1161 first G4412 be proved G1381 ; then G1534 let them use the office of a deacon G1247 , being G5607 found blameless G410 .
|
11. ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ ।
|
11. Even so G5615 must their wives G1135 be grave G4586 , not G3361 slanderers G1228 , sober G3524 , faithful G4103 in G1722 all things G3956 .
|
12. ସେବକମାନେ ଏକ ଏକ ସ୍ତ୍ରୀର ସ୍ଵାମୀ ହେଉନ୍ତୁ, ପୁଣି ଆପଣା ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ ।
|
12. Let the deacons G1249 be G2077 the husbands G435 of one G3391 wife G1135 , ruling G4291 their children G5043 and G2532 their own G2398 houses G3624 well G2573 .
|
13. କାରଣ ଯେଉଁମାନେ ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି, ସେମାନେ ଆପଣା ଆପଣା ନିମନ୍ତେ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସମୂଳକ ବିପୁଳ ସାହସ ଲାଭ କରିବେ ।
|
13. For G1063 they that have used the office of a deacon G1247 well G2573 purchase G4046 to themselves G1438 a good G2570 degree G898 , and G2532 great G4183 boldness G3954 in G1722 the faith G4102 which G3588 is in G1722 Christ G5547 Jesus G2424 .
|
14. ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି;
|
14. These things G5023 write G1125 I unto thee G4671 , hoping G1679 to come G2064 unto G4314 thee G4571 shortly G5032 :
|
15. ମାତ୍ର ଯେବେ ମୋହର ବିଳମ୍ଵ ହୁଏ, ତେବେ ଈଶ୍ଵରଙ୍କ ଗୃହରେ, ଅର୍ଥାତ୍, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ଵରୂପ ଜୀବିତ ଈଶ୍ଵରଙ୍କ ମଣ୍ତଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜ୍ଞାତ ହୁଅ, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି ।
|
15. But G1161 if G1437 I tarry long G1019 , that G2443 thou mayest know G1492 how G4459 thou oughtest G1163 to behave thyself G390 in G1722 the house G3624 of God G2316 , which G3748 is G2076 the church G1577 of the living G2198 God G2316 , the pillar G4769 and G2532 ground G1477 of the G3588 truth G225 .
|
16. ଈଶ୍ଵରପରାୟଣତାର ନିଗୂଢ଼ ତତ୍ତ୍ଵ ଯେ ମହତ୍, ଏହା ସମସ୍ତେ ସ୍ଵୀକାର କରନ୍ତି । ତାହା ଏହି, ସେ ଦେହବ; ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ଵାରା ଦେଖାଗଲେ,, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେଜ, ଗୌରବରେ ଗୃହୀତ ହେଲେ ।।
|
16. And G2532 without controversy G3672 great G3173 is G2076 the G3588 mystery G3466 of godliness G2150 : God G2316 was manifest G5319 in G1722 the flesh G4561 , justified G1344 in G1722 the Spirit G4151 , seen G3700 of angels G32 , preached G2784 unto G1722 the Gentiles G1484 , believed on G4100 in G1722 the world G2889 , received up G353 into G1722 glory G1391 .
|