|
|
1. ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଉତ୍ତର କାଳରେ କେହି କେହି ଭ୍ରଷ୍ଟବିବେକ, ମିଥ୍ୟାବାଦୀ ଲୋକମାନଙ୍କ। କପଟପଣରେ
|
1. Now G1161 the G3588 Spirit G4151 speaketh G3004 expressly G4490 , that G3754 in G1722 the latter G5306 times G2540 some G5100 shall depart G868 from the G3588 faith G4102 , giving heed G4337 to seducing G4108 spirits G4151 , and G2532 doctrines G1319 of devils G1140 ;
|
2. ଭ୍ରାନ୍ତିଜନକ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ଵାସ ପରିତ୍ୟାଗ କରିବେ;
|
2. Speaking lies G5573 in G1722 hypocrisy G5272 ; having their G2398 conscience G4893 seared with a hot iron G2743 ;
|
3. ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ୍ ରହିବା ନିମନ୍ତେ ଶିକ୍ଷା ଦିଅନ୍ତି । ବିଶ୍ଵାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ଵାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ଵର ଏସବୁ ତ ସୃଷ୍ଟି କରିଅଛନ୍ତି ।
|
3. Forbidding G2967 to marry G1060 , and commanding to abstain G567 from meats G1033 , which G3739 God G2316 hath created G2936 to be received G1519 G3336 with G3326 thanksgiving G2169 of them which believe G4103 and G2532 know G1921 the G3588 truth G225 .
|
4. କାରଣ ଈଶ୍ଵରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରାହ୍ୟ ନୁହେଁ,
|
4. For G3754 every G3956 creature G2938 of God G2316 is good G2570 , and G2532 nothing G3762 to be refused G579 , if it be received G2983 with G3326 thanksgiving G2169 :
|
5. ଯେଣୁ ଈଶ୍ଵରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ଵାରା ତାହା ପବିତ୍ର କରାଯାଏ ।
|
5. For G1063 it is sanctified G37 by G1223 the word G3056 of God G2316 and G2532 prayer G1783 .
|
6. ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି ତୁମ୍ଭେ ଯେଉଁ ବିଶ୍ଵାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ତତ୍ସମ୍ଵନ୍ଧୀୟ ବାକ୍ୟ ଦ୍ଵାରା ପରିପୁଷ୍ଟ ହେବ;
|
6. If thou put the brethren in remembrance G5294 G3588 G80 of these things G5023 , thou shalt be G2071 a good G2570 minister G1249 of Jesus G2424 Christ G5547 , nourished up G1789 in the G3588 words G3056 of faith G4102 and G2532 of good G2570 doctrine G1319 , whereunto G3739 thou hast attained G3877 .
|
7. କିନ୍ତୁ ବୃଦ୍ଧା ସ୍ତ୍ରୀମାନଙ୍କର ଅସାର କାହାଣୀସବୁ ଅଗ୍ରାହ୍ୟ କର । ଈଶ୍ଵରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର,
|
7. But G1161 refuse G3868 profane G952 and G2532 old wives G1126 ' fables G3454 , and G1161 exercise G1128 thyself G4572 rather unto G4314 godliness G2150 .
|
8. କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ଵରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ ।
|
8. For G1063 bodily G4984 exercise G1129 profiteth G2076 G5624 little G3641 : but G1161 godliness G2150 is G2076 profitable G5624 unto G4314 all things G3956 , having G2192 promise G1860 of the life G2222 that now is G3568 , and G2532 of that which is to come G3195 .
|
9. ଏହି ବାକ୍ୟ ବିଶ୍ଵାସ୍ୟ ଓ ସର୍ବତୋଭାବେ ଗ୍ରହଣ-ଯୋଗ୍ୟ;
|
9. This is a faithful G4103 saying G3056 and G2532 worthy G514 of all G3956 acceptation G594 .
|
10. ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ଵର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ, ବିଶ୍ଵାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି ।
|
10. For G1063 therefore G1519 G5124 we both G2532 labor G2872 and G2532 suffer reproach G3679 , because G3754 we trust G1679 in G1909 the living G2198 God G2316 , who G3739 is G2076 the Savior G4990 of all G3956 men G444 , especially G3122 of those that believe G4103 .
|
11. ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ ।
|
11. These things G5023 command G3853 and G2532 teach G1321 .
|
12. ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ବିଶ୍ଵାସୀମାନଙ୍କର ଆଦର୍ଶ ସ୍ଵରୂପ ହୁଅ ।
|
12. Let no man G3367 despise G2706 thy G4675 youth G3503 ; but G235 be G1096 thou an example G5179 of the G3588 believers G4103 , in G1722 word G3056 , in G1722 conversation G391 , in G1722 charity G26 , in G1722 spirit G4151 , in G1722 faith G4102 , in G1722 purity G47 .
|
13. ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର ।
|
13. Till G2193 I come G2064 , give attendance G4337 to reading G320 , to exhortation G3874 , to doctrine G1319 .
|
14. ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ଵାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦତ୍ତ ହୋଇଅଛି, ତାହା ଅବହେଳା ନ କର ।
|
14. Neglect G272 not G3361 the G3588 gift G5486 that is in G1722 thee G4671 , which G3739 was given G1325 thee G4671 by G1223 prophecy G4394 , with G3326 the laying on G1936 of the G3588 hands G5495 of the G3588 presbytery G4244 .
|
15. ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ ।
|
15. Meditate upon G3191 these things G5023 ; give thyself wholly G2468 to G1722 them G5125 ; that G2443 thy G4675 profiting G4297 may appear G5600 G5318 to G1722 all G3956 .
|
16. ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।
|
16. Take heed G1907 unto thyself G4572 , and G2532 unto the G3588 doctrine G1319 ; continue G1961 in them G846 : for G1063 in doing G4160 this G5124 thou shalt both G2532 save G4982 thyself G4572 , and G2532 them that hear G191 thee G4675 .
|