|
|
1. ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା ।
|
1. Now when Solomon H8010 had made an end H3615 of praying H6419 , the fire H784 came down H3381 from heaven H4480 H8064 , and consumed H398 the burnt offering H5930 and the sacrifices H2077 ; and the glory H3519 of the LORD H3068 filled H4390 H853 the house H1004 .
|
2. ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା ।
|
2. And the priests H3548 could H3201 not H3808 enter H935 into H413 the house H1004 of the LORD H3068 , because H3588 the glory H3519 of the LORD H3068 had filled H4390 H853 the LORD H3068 's house H1004 .
|
3. ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ-ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ ।
|
3. And when all H3605 the children H1121 of Israel H3478 saw H7200 how the fire H784 came down H3381 , and the glory H3519 of the LORD H3068 upon H5921 the house H1004 , they bowed H3766 themselves with their faces H639 to the ground H776 upon H5921 the pavement H7531 , and worshiped H7812 , and praised H3034 the LORD H3068 , saying , For H3588 he is good H2896 ; for H3588 his mercy H2617 endureth forever H5769 .
|
4. ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ ।
|
4. Then the king H4428 and all H3605 the people H5971 offered H2076 sacrifices H2077 before H6440 the LORD H3068 .
|
5. ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ । ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ଵରଙ୍କ ଗୃହ ପ୍ରତିଷ୍ଠା କଲେ ।
|
5. And king H4428 Solomon H8010 offered H2076 H853 a sacrifice H2077 of twenty H6242 and two H8147 thousand H505 oxen H1241 , and a hundred H3967 and twenty H6242 thousand H505 sheep H6629 : so the king H4428 and all H3605 the people H5971 dedicated H2596 H853 the house H1004 of God H430 .
|
6. ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସାଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହିସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ ।
|
6. And the priests H3548 waited H5975 on H5921 their offices H4931 : the Levites H3881 also with instruments H3627 of music H7892 of the LORD H3068 , which H834 David H1732 the king H4428 had made H6213 to praise H3034 the LORD H3068 , because H3588 his mercy H2617 endureth forever H5769 , when David H1732 praised H1984 by their ministry H3027 ; and the priests H3548 sounded H2690 trumpets before H5048 them , and all H3605 Israel H3478 stood H5975 .
|
7. ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥିତ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ ସେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ଶଲୋମନ ନିର୍ମିତ ପିତ୍ତଳମୟ ଯଜ୍ଞବେଦି, ହୋମବଳି ଓ ଭକ୍ଷ୍ୟ-ନୈବେଦ୍ୟ ଓ ମେଦକୁ ଧରି ପାରିଲା ନାହିଁ ।
|
7. Moreover Solomon H8010 hallowed H6942 H853 the middle H8432 of the court H2691 that H834 was before H6440 the house H1004 of the LORD H3068 : for H3588 there H8033 he offered H6213 burnt offerings H5930 , and the fat H2459 of the peace offerings H8002 , because H3588 the brazen H5178 altar H4196 which H834 Solomon H8010 had made H6213 was not able H3201 H3808 to receive H3557 H853 the burnt offerings H5930 , and the meat offerings H4503 , and the fat H2459 .
|
8. ଏହିରୂପେ ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍ର ପ୍ରବେଶ-ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ କଲେ ।
|
8. Also at the same H1931 time H6256 Solomon H8010 kept H6213 H853 the feast H2282 seven H7651 days H3117 , and all H3605 Israel H3478 with H5973 him , a very H3966 great H1419 congregation H6951 , from the entering in H4480 H935 of Hamath H2574 unto H5704 the river H5158 of Egypt H4714 .
|
9. ପୁଣି ଅଷ୍ଟମ ଦିନରେ ସେମାନେ ମହାସଭା କଲେ; କାରଣ ସେମାନେ ସାତ ଦିନ ଯଜ୍ଞବେଦିର ପ୍ରତିଷ୍ଠା ଓ ସାତ ଦିନ ଉତ୍ସବ କଲେ ।
|
9. And in the eighth H8066 day H3117 they made H6213 a solemn assembly H6116 : for H3588 they kept H6213 the dedication H2598 of the altar H4196 seven H7651 days H3117 , and the feast H2282 seven H7651 days H3117 .
|
10. ଆଉ ସେ ସପ୍ତମ ମାସର ତେଇଶ ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ଵୁକୁ ବିଦାୟ କଲେ; ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ଶଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ୍ତ ହେଲେ ।
|
10. And on the three H7969 and twentieth H6242 day H3117 of the seventh H7637 month H2320 he sent H7971 H853 the people H5971 away into their tents H168 , glad H8056 and merry H2896 in heart H3820 for H5921 the goodness H2896 that H834 the LORD H3068 had showed H6213 unto David H1732 , and to Solomon H8010 , and to Israel H3478 his people H5971 .
|
11. ଏହିରୂପେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ଶଲୋମନଙ୍କର ମନକୁ ଆସିଲା, ତାହାସବୁ ସେ କୁଶଳରେ ସାଧନ କଲେ ।
|
11. Thus Solomon H8010 finished H3615 H853 the house H1004 of the LORD H3068 , and the king H4428 's house H1004 : and all H3605 that came H935 into H5921 Solomon H8010 's heart H3820 to make H6213 in the house H1004 of the LORD H3068 , and in his own house H1004 , he prosperously effected H6743 .
|
12. ଏଥି ଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ ।
|
12. And the LORD H3068 appeared H7200 to H413 Solomon H8010 by night H3915 , and said H559 unto him , I have heard H8085 H853 thy prayer H8605 , and have chosen H977 this H2088 place H4725 to myself for a house H1004 of sacrifice H2077 .
|
13. ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ,
|
13. If H2005 I shut up H6113 heaven H8064 that there be H1961 no H3808 rain H4306 , or if H2005 I command H6680 H5921 the locusts H2284 to devour H398 the land H776 , or if H518 I send H7971 pestilence H1698 among my people H5971 ;
|
14. ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ଵେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ଵର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା ।
|
14. If my people H5971 , which H834 are called H7121 H5921 by my name H8034 , shall humble themselves H3665 , and pray H6419 , and seek H1245 my face H6440 , and turn H7725 from their wicked H7451 ways H4480 H1870 ; then will I H589 hear H8085 from H4480 heaven H8064 , and will forgive H5545 their sin H2403 , and will heal H7495 H853 their land H776 .
|
15. ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ ।
|
15. Now H6258 mine eyes H5869 shall be H1961 open H6605 , and mine ears H241 attent H7183 unto the prayer H8605 that is made in this H2088 place H4725 .
|
16. କାରଣ ଏହି ଗୃହରେ ଆମ୍ଭର ନାମ ଅନ; କାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ; ଆଉ, ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ ।
|
16. For now H6258 have I chosen H977 and sanctified H6942 H853 this H2088 house H1004 , that my name H8034 may be H1961 there H8033 forever H5704 H5769 : and mine eyes H5869 and mine heart H3820 shall be H1961 there H8033 perpetually H3605 H3117 .
|
17. ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେସବୁ ଆଜ୍ଞା ଦେଇଅଛୁ, ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନସବୁ ପାଳନ କରିବ;
|
17. And as for thee H859 , if H518 thou wilt walk H1980 before H6440 me, as H834 David H1732 thy father H1 walked H1980 , and do H6213 according to all H3605 that H834 I have commanded H6680 thee , and shalt observe H8104 my statutes H2706 and my judgments H4941 ;
|
18. ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ଵ କରିବା ପାଇଁ ତୁମ୍ଭ ସମ୍ଵନ୍ଧୀୟ ଲୋକର ଅଭାବ ନୋହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା ।
|
18. Then will I establish H6965 H853 the throne H3678 of thy kingdom H4438 , according as H834 I have covenanted H3772 with David H1732 thy father H1 , saying H559 , There shall not H3808 fail H3772 thee a man H376 to be ruler H4910 in Israel H3478 .
|
19. ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞାସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ;
|
19. But if H518 ye H859 turn away H7725 , and forsake H5800 my statutes H2708 and my commandments H4687 , which H834 I have set H5414 before H6440 you , and shall go H1980 and serve H5647 other H312 gods H430 , and worship H7812 them;
|
20. ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା ।
|
20. Then will I pluck them up by the roots H5428 out of H4480 H5921 my land H127 which H834 I have given H5414 them ; and this H2088 house H1004 , which H834 I have sanctified H6942 for my name H8034 , will I cast out H7993 of H4480 H5921 my sight H6440 , and will make H5414 it to be a proverb H4912 and a byword H8148 among all H3605 nations H5971 .
|
21. ଆଉ, ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ?
|
21. And this H2088 house H1004 , which H834 is H1961 high H5945 , shall be an astonishment H8074 to every one H3605 that passeth H5674 by H5921 it ; so that he shall say H559 , Why H4100 hath the LORD H3068 done H6213 thus H3602 unto this H2063 land H776 , and unto this H2088 house H1004 ?
|
22. ତହିଁରେ ଲୋକେ ଉତ୍ତର କରି କହିବେ, ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ଵର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ଵନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ; ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇ ଅଛନ୍ତି ।
|
22. And it shall be answered H559 , Because H5921 H834 they forsook H5800 H853 the LORD H3068 God H430 of their fathers H1 , which H834 brought them forth H3318 out of the land H4480 H776 of Egypt H4714 , and laid hold H2388 on other H312 gods H430 , and worshiped H7812 them , and served H5647 them: therefore H5921 H3651 hath he brought H935 H853 all H3605 this H2063 evil H7451 upon H5921 them.
|