Bible Language

:

1. ଇଲୀହୂ ଆହୁରି କହିଲା,
1. Elihu H453 also proceeded H3254 , and said H559 ,
2. ଟିକିଏ ସମ୍ଭାଳ, ମୁଁ ତୁମ୍ଭକୁ ଜଣାଇବି; କାରଣ ପରମେଶ୍ଵରଙ୍କ ପକ୍ଷରେ ମୋହର ଆହୁରି କିଛି କହିବାର ଅଛି
2. Suffer H3803 me a little H2191 , and I will show H2331 thee that H3588 I have yet H5750 to speak H4405 on God H433 's behalf.
3. ମୁଁ ଦୂରରୁ ଆପଣା ଜ୍ଞାନ ଆଣିବି ଆପଣା ସୃଷ୍ଟିକର୍ତ୍ତାଙ୍କର ଧାର୍ମିକତା ପ୍ରତିପନ୍ନ କରିବି;
3. I will fetch H5375 my knowledge H1843 from afar H4480 H7350 , and will ascribe H5414 righteousness H6664 to my Maker H6466 .
4. କାରଣ ପ୍ରକୃତରେ ମୋହର କଥା ମିଥ୍ୟା ନୁହେଁ ଜ୍ଞାନରେ ସିଦ୍ଧ ଜଣେ ତୁମ୍ଭ ସଙ୍ଗେ ଅଛି
4. For H3588 truly H551 my words H4405 shall not H3808 be false H8267 : he that is perfect H8549 in knowledge H1844 is with H5973 thee.
5. ଦେଖ, ପରମେଶ୍ଵର ପରାକ୍ରମୀ କାହାକୁ ତୁଚ୍ଛ କରନ୍ତି ନାହିଁ; ସେ ବୁଦ୍ଧିବଳରେ ପରାକ୍ରମୀ ଅଟନ୍ତି
5. Behold H2005 , God H410 is mighty H3524 , and despiseth H3988 not H3808 any: he is mighty H3524 in strength H3581 and wisdom H3820 .
6. ସେ ଦୁଷ୍ଟର ପ୍ରାଣ ରକ୍ଷା କରନ୍ତି ନାହିଁ; ମାତ୍ର ଦୁଃଖ-ଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି
6. He preserveth not the life H2421 H3808 of the wicked H7563 : but giveth H5414 right H4941 to the poor H6041 .
7. ସେ ଧାର୍ମିକମାନଙ୍କଠାରୁ ଆପଣା ଦୃଷ୍ଟି ଫେରାନ୍ତି ନାହିଁ; ମାତ୍ର ସେ ସିଂହାସନୋପବିଷ୍ଟ ରାଜଗଣ ସଙ୍ଗରେ ସଦାକାଳ ସେମାନଙ୍କୁ ସ୍ଥାପନ କରନ୍ତି ସେମାନେ ଉନ୍ନତ ହୁଅନ୍ତି
7. He withdraweth H1639 not H3808 his eyes H5869 from the righteous H4480 H6662 : but with H854 kings H4428 are they on the throne H3678 ; yea , he doth establish H3427 them forever H5331 , and they are exalted H1361 .
8. ପୁଣି, ଯେବେ ସେମାନେ ଜଞ୍ଜିରରେ ବନ୍ଧାଯାʼନ୍ତି ଦୁଃଖରୂପ ରଜ୍ଜୁରେ ଧରାଯାʼନ୍ତି;
8. And if H518 they be bound H631 in fetters H2131 , and be holden H3920 in cords H2256 of affliction H6040 ;
9. ତେବେ ସେ ସେମାନଙ୍କର କ୍ରିୟା, ସେମାନଙ୍କର ଅପରାଧ ସେମାନଙ୍କର ଗର୍ବାଚରଣ ସେମାନଙ୍କୁ ଦେଖାନ୍ତି
9. Then he showeth H5046 them their work H6467 , and their transgressions H6588 that H3588 they have exceeded H1396 .
10. ମଧ୍ୟ ଶିକ୍ଷା ପ୍ରତି ସେ ସେମାନଙ୍କ କର୍ଣ୍ଣ ମୁକ୍ତ କରନ୍ତି ଅଧର୍ମରୁ ଫେରିବା ପାଇଁ ସେମାନଙ୍କୁ ଆଜ୍ଞା ଦିଅନ୍ତି
10. He openeth H1540 also their ear H241 to discipline H4148 , and commandeth H559 that H3588 they return H7725 from iniquity H4480 H205 .
11. ଯେବେ ସେମାନେ ଶୁଣି ତାହାଙ୍କର ସେବା କରିବେ, ତେବେ ସେମାନେ ସମୃଦ୍ଧିରେ ଆପଣା ଆପଣା ଦିନ ସୁଖରେ ଆପଣା ଆପଣା ବର୍ଷ କ୍ଷେପଣ କରିବେ
11. If H518 they obey H8085 and serve H5647 him , they shall spend H3615 their days H3117 in prosperity H2896 , and their years H8141 in pleasures H5273 .
12. ମାତ୍ର ସେମାନେ ଶୁଣିଲେ, ଖଡ଼୍‍ଗରେ ବିନଷ୍ଟ ହେବେ ଜ୍ଞାନବର୍ଜ୍ଜିତ ହୋଇ ମରିବେ
12. But if H518 they obey H8085 not H3808 , they shall perish H5674 by the sword H7973 , and they shall die H1478 without H1097 knowledge H1847 .
13. ମାତ୍ର ଅନ୍ତଃକରଣରେ ଅଧାର୍ମିକ ଲୋକମାନେ କ୍ରୋଧ ସଞ୍ଚୟ କରନ୍ତି; ସେ ସେମାନଙ୍କୁ ବାନ୍ଧିଲେ, ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି ନାହିଁ
13. But the hypocrites H2611 in heart H3820 heap up H7760 wrath H639 : they cry H7768 not H3808 when H3588 he bindeth H631 them.
14. ସେମାନେ ଯୌବନକାଳରେ ମରନ୍ତି ଅଶୁଚି ଲୋକମାନଙ୍କ ମଧ୍ୟରେ ସେମାନଙ୍କ ଜୀବନ ବିନଷ୍ଟ ହୁଏ
14. They H5315 die H4191 in youth H5290 , and their life H2416 is among the unclean H6945 .
15. ସେ ଦୁଃଖୀଲୋକକୁ ତାହାର ଦୁଃଖ ଦ୍ଵାରା ଉଦ୍ଧାର କରନ୍ତି ଉପଦ୍ରବ ଦ୍ଵାରା ସେମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି
15. He delivereth H2502 the poor H6041 in his affliction H6040 , and openeth H1540 their ears H241 in oppression H3906 .
16. ସେ ତୁମ୍ଭକୁ ହିଁ ଦୁଃଖରୁ ବାହାର କରି ସଙ୍କୀର୍ଣ୍ଣତାରହିତ ପ୍ରଶସ୍ତ ସ୍ଥାନକୁ ନେଇଯାଆନ୍ତେ; ତୁମ୍ଭ ମେଜ ଉପରେ ସଜ୍ଜିତ ଦ୍ରବ୍ୟ ମେଦପୂର୍ଣ୍ଣ ହୁଅନ୍ତା
16. Even so H637 would he have removed H5496 thee out of the strait H4480 H6310 H6862 into a broad place H7338 , where H8478 there is no H3808 straitness H4164 ; and that which should be set H5183 on thy table H7979 should be full H4390 of fatness H1880 .
17. ମାତ୍ର ତୁମ୍ଭେ ଦୁଷ୍ଟର ବିଚାରରେ ପୂର୍ଣ୍ଣ ଅଛ; ବିଚାର ଶାସ୍ତି ତୁମ୍ଭକୁ ଧରିଅଛି
17. But thou hast fulfilled H4390 the judgment H1779 of the wicked H7563 : judgment H1779 and justice H4941 take hold H8551 on thee .
18. କୋପ ଅଛି, ଯେପରି ତୁମ୍ଭେ ଆପଣା ପ୍ରଚୁରତା ଦ୍ଵାରା ଭ୍ରାନ୍ତ ହୁଅ; କିଅବା ପ୍ରାୟଶ୍ଚିତ୍ତର ମହତ୍ତ୍ଵ ତୁମ୍ଭକୁ ଭୁଲାଏ, ଏଥିପାଇଁ ସାବଧାନ
18. Because H3588 there is wrath H2534 , beware lest H6435 he take thee away H5496 with his stroke H5607 : then a great H7227 ransom H3724 cannot H408 deliver H5186 thee.
19. ତୁମ୍ଭେ ଯେପରି ଦୁଃଖଗ୍ରସ୍ତ ନୋହିବ, ଏଥିପାଇଁ ତୁମ୍ଭର ଧନ ବଳର ସମସ୍ତ ପ୍ରତାପ କି ପ୍ରଚୁର ହେବ?
19. Will he esteem H6186 thy riches H7769 ? no , not H3808 gold H1222 , nor all H3605 the forces H3981 of strength H3581 .
20. ଯେଉଁ ରାତ୍ରିରେ ଗୋଷ୍ଠୀୟମାନେ ସ୍ଵ ସ୍ଵ ସ୍ଥାନରେ ଉଚ୍ଛିନ୍ନ ହୁଅନ୍ତି, ସେହି ରାତ୍ରି ବାଞ୍ଛା କର ନାହିଁ
20. Desire H7602 not H408 the night H3915 , when people H5971 are cut off H5927 in their place H8478 .
21. ସାବଧାନ, ଅଧର୍ମକୁ ଆଦର କର ନାହିଁ; କାରଣ ତୁମ୍ଭେ ଦୁଃଖଭୋଗ ଅପେକ୍ଷା ଏହାହିଁ ମନୋନୀତ କରିଅଛ
21. Take heed H8104 , regard not H6437 H408 H413 iniquity H205 : for H3588 H5921 this H2088 hast thou chosen H977 rather than affliction H4480 H6040 .
22. ଦେଖ, ପରମେଶ୍ଵର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି; ତାହାଙ୍କ ପରି ଶିକ୍ଷକ କିଏ ଅଛି?
22. Behold H2005 , God H410 exalteth H7682 by his power H3581 : who H4310 teacheth H3384 like him H3644 ?
23. କିଏ ତାହାଙ୍କର ଗନ୍ତବ୍ୟ ପଥ ନିରୂପଣ କରିଅଛି? ଅବା କିଏ କହିପାରେ, ତୁମ୍ଭେ ଅଧର୍ମ କରିଅଛ?
23. Who H4310 hath enjoined H6485 H5921 him his way H1870 ? or who H4310 can say H559 , Thou hast wrought H6466 iniquity H5766 ?
24. ତାହାଙ୍କ କାର୍ଯ୍ୟର ମାହାତ୍ମ୍ୟ ପ୍ରକାଶ କରିବାକୁ ସ୍ମରଣ କର, ଲୋକମାନେ ତହିଁର କୀର୍ତ୍ତନ କରିଅଛନ୍ତି
24. Remember H2142 that H3588 thou magnify H7679 his work H6467 , which H834 men H376 behold H7789 .
25. ସମସ୍ତ ଲୋକ ତହିଁ ପ୍ରତି ନିରୀକ୍ଷଣ କରିଅଛନ୍ତି, ମନୁଷ୍ୟ ଦୂରରୁ ତାହା ଦେଖେ
25. Every H3605 man H120 may see H2372 it; man H582 may behold H5027 it afar off H4480 H7350 .
26. ଦେଖ, ପରମେଶ୍ଵର ମହାନ ଆମ୍ଭେମାନେ ତାହାଙ୍କୁ ଜାଣୁ ନାହୁଁ; ତାହାଙ୍କ ବର୍ଷର ସଂଖ୍ୟା ଅନନୁସନ୍ଧେୟ
26. Behold H2005 , God H410 is great H7689 , and we know H3045 him not H3808 neither H3808 can the number H4557 of his years H8141 be searched out H2714 .
27. କାରଣ ସେ ଜଳବିନ୍ଦୁସବୁ ଆକର୍ଷଣ କରନ୍ତି, ତାହା ବୃଷ୍ଟି ରୂପେ ତାହାଙ୍କ ବାଷ୍ପରୁ ପଡ଼େ
27. For H3588 he maketh small H1639 the drops H5198 of water H4325 : they pour down H2212 rain H4306 according to the vapor H108 thereof:
28. ଆକାଶ ତାହା ଢାଳି ଦିଏ ମନୁଷ୍ୟ ଉପରେ ତାହା ବହୁଳ ରୂପେ ବର୍ଷେ
28. Which H834 the clouds H7834 do drop H5140 and distill H7491 upon H5921 man H120 abundantly H7227 .
29. ମେଘମାଳର ପ୍ରସାରଣ ତାହାଙ୍କ ଚନ୍ଦ୍ରାତପର ଗର୍ଜ୍ଜନ କି କେହି ବୁଝିପାରେ?
29. Also H637 H518 can any understand H995 the spreadings H4666 of the clouds H5645 , or the noise H8663 of his tabernacle H5521 ?
30. ଦେଖ, ସେ ଆପଣା ଚତୁର୍ଦ୍ଦିଗରେ ନିଜ ଦୀପ୍ତି ବିସ୍ତାର କରନ୍ତି; ପୁଣି, ସେ ସମୁଦ୍ରର ତଳଭାଗ ଆବୃତ କରନ୍ତି
30. Behold H2005 , he spreadeth H6566 his light H216 upon H5921 it , and covereth H3680 the bottom H8328 of the sea H3220 .
31. କାରଣ ସେ ଏସବୁ ଦ୍ଵାରା ଗୋଷ୍ଠୀବର୍ଗର ଶାସନ କରନ୍ତି; ସେ ବହୁଳ ପରିମାଣରେ ଆହାର ଦିଅନ୍ତି
31. For H3588 by them judgeth H1777 he the people H5971 ; he giveth H5414 meat H400 in abundance H4342 .
32. ସେ ବିଦ୍ୟୁତରେ ଆପଣା ହସ୍ତ ଆଚ୍ଛାଦନ କରନ୍ତି ଲକ୍ଷ୍ୟ ସ୍ଥଳ ଆଘାତ କରିବାକୁ ଆଜ୍ଞା ଦିଅନ୍ତି
32. With H5921 clouds H3709 he covereth H3680 the light H216 ; and commandeth H6680 it not to shine by H5921 the cloud that cometh between H6293 .
33. ତହିଁର ଶଦ୍ଦ ତାହାଙ୍କ ବିଷୟରେ ପରିଚୟ ଦିଏ, ପଶୁପଲ ମଧ୍ୟ ଆଗାମୀ ତୋଫାନ ବିଷୟ ଜଣାନ୍ତି
33. The noise H7452 thereof showeth H5046 concerning H5921 it , the cattle H4735 also H637 concerning H5921 the vapor H5927 .