Bible Language
Oriya Old BSI Version

:
1

ORV
1. ଗୀତ: କୋରହ-ସନ୍ତାନମାନଙ୍କର ଗୀତ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଅତ୍ୟ; ପ୍ରଶଂସନୀୟ
1. A Song H7892 and Psalm H4210 for the sons H1121 of Korah H7141 . Great H1419 is the LORD H3068 , and greatly H3966 to be praised H1984 in the city H5892 of our God H430 , in the mountain H2022 of his holiness H6944 .
2. ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର
2. Beautiful H3303 for situation H5131 , the joy H4885 of the whole H3605 earth H776 , is mount H2022 Zion H6726 , on the sides H3411 of the north H6828 , the city H7151 of the great H7227 King H4428 .
3. ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ଵର ଆଶ୍ରୟ ସ୍ଵରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି
3. God H430 is known H3045 in her palaces H759 for a refuge H4869 .
4. କାରଣ, ଦେଖ, ରାଜଗଣ ସଭାସ୍ଥ ହେଲେ, ସେମାନେ ଏକସଙ୍ଗେ ଗମନ କଲେ
4. For H3588 , lo H2009 , the kings H4428 were assembled H3259 , they passed by H5674 together H3162 .
5. ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍ବିଗ୍ନ ହୋଇ ଶୀଘ୍ର ପଳାଇଲେ;
5. They H1992 saw H7200 it, and so H3651 they marveled H8539 ; they were troubled H926 , and hasted away H2648 .
6. ସେଠାରେ ସେମାନେ କମ୍ପରେ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରା; ହେଲେ
6. Fear H7461 took hold upon H270 them there H8033 , and pain H2427 , as of a woman in travail H3205 .
7. ତୁମ୍ଭେ ପୂର୍ବୀୟ ବାୟୁ ଦ୍ଵାରା ତର୍ଶୀଶର ଜାହାଜସବୁ ଭାଙ୍ଗିଥାଅ
7. Thou breakest H7665 the ships H591 of Tarshish H8659 with an east H6921 wind H7307 .
8. ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ ଦେଖିଅଛୁ; ପରମେଶ୍ଵର ଅନନ୍ତକାଳ ତାହା ସୁସ୍ଥିର କରିବେ ସେଲା
8. As H834 we have heard H8085 , so H3651 have we seen H7200 in the city H5892 of the LORD H3068 of hosts H6635 , in the city H5892 of our God H430 : God H430 will establish H3559 it forever H5704 H5769 . Selah H5542 .
9. ହେ ପରମେଶ୍ଵର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ
9. We have thought H1819 of thy lovingkindness H2617 , O God H430 , in the midst H7130 of thy temple H1964 .
10. ହେ ପରମେଶ୍ଵର, ଯେପରି ତୁମ୍ଭର ନାମ, ସେପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରା; ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ
10. According to thy name H8034 , O God H430 , so H3651 is thy praise H8416 unto H5921 the ends H7099 of the earth H776 : thy right hand H3225 is full H4390 of righteousness H6664 .
11. ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ
11. Let mount H2022 Zion H6726 rejoice H8055 , let the daughters H1323 of Judah H3063 be glad H1523 , because of H4616 thy judgments H4941 .
12. ସିୟୋନକୁ ପ୍ରଦକ୍ଷିଣ କର ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର
12. Walk about H5437 Zion H6726 , and go round about H5362 her: tell H5608 the towers H4026 thereof.
13. ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର
13. Mark ye well H7896 H3820 her bulwarks H2430 , consider H6448 her palaces H759 ; that H4616 ye may tell H5608 it to the generation H1755 following H314 .
14. କାରଣ ଏହି ପରମେଶ୍ଵର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ଵର ଅଟନ୍ତି; ସେ ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ
14. For H3588 this H2088 God H430 is our God H430 forever H5769 and ever H5703 : he H1931 will be our guide H5090 even unto H5921 death H4191 .