|
|
1. ହେ କର୍ତ୍ତାମାନେ, ସ୍ଵର୍ଗରେ ତୁମ୍ଭମାନଙ୍କ ମଧ୍ୟ କର୍ତ୍ତା ଅଛନ୍ତି ବୋଲି ଜାଣି ଆପଣା ଆପଣା ଦାସମାନଙ୍କ ପ୍ରତି ନ୍ୟାୟ ଓ ସମାନ ବ୍ୟବହାର କର ।
|
1. Masters G2962 , give G3930 unto your servants G1401 that which is just G1342 and G2532 equal G2471 ; knowing G1492 that G3754 ye G5210 also G2532 have G2192 a Master G2962 in G1722 heaven G3772 .
|
2. ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ, ପୁଣି, ଧନ୍ୟବାଦ ସହ ସେଥିରେ ଜାଗ୍ରତ ଥାଅ;
|
2. Continue G4342 in prayer G4335 , and watch G1127 in G1722 the same G846 with G1722 thanksgiving G2169 ;
|
3. ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ଵର ଆମ୍ଭମାନଙ୍କ ପାଇଁ ଦ୍ଵାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ ତତ୍ତ୍ଵ ନିମନ୍ତେ ମୁଁ ବନ୍ଦୀ ଅଟେ,
|
3. Withal G260 praying G4336 also G2532 for G4012 us G2257 , that G2443 God G2316 would open G455 unto us G2254 a door G2374 of utterance G3056 , to speak G2980 the G3588 mystery G3466 of Christ G5547 , for G1223 which G3739 I am also in bonds G1210 G2532 :
|
4. ତାହା ଉଚିତମତେ କଥା କହି ପ୍ରକାଶ କରି ପାରେ ।
|
4. That G2443 I may make it manifest G5319 G846 , as G5613 I G3165 ought G1163 to speak G2980 .
|
5. ସୁଯୋଗର ସଦ୍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର ।
|
5. Walk G4043 in G1722 wisdom G4678 toward G4314 them that are without G1854 , redeeming G1805 the G3588 time G2540 .
|
6. ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି ଲବଣରେ ସ୍ଵାଦଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର ।
|
6. Let your G5216 speech G3056 be always G3842 with G1722 grace G5485 , seasoned G741 with salt G217 , that ye may know G1492 how G4459 ye G5209 ought G1163 to answer G611 every man G1520 G1538 .
|
7. ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ଵସ୍ତ ସେବକ ଓ ସହଦାସ ଯେ ତୁଖିକ, ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ;
|
7. All G3956 my state G2596 G1691 shall Tychicus G5190 declare G1107 unto you G5213 , who is a beloved G27 brother G80 , and G2532 a faithful G4103 minister G1249 and G2532 fellow servant G4889 in G1722 the Lord G2962 :
|
8. ଏହି ଉଦ୍ଦେଶ୍ୟରେ ହିଁ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାଙ୍କ ଦ୍ଵାରା ଉତ୍ସାହ ପ୍ରାପ୍ତ ହୁଏ ।
|
8. Whom G3739 I have sent G3992 unto G4314 you G5209 for G1519 the same purpose G846 G5124 , that G2443 he might know G1097 your estate G4012 G5216 , and G2532 comfort G3870 your G5216 hearts G2588 ;
|
9. ତାଙ୍କ ସଙ୍ଗରେ ମୁଁ ବିଶ୍ଵସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ । ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ ।
|
9. With G4862 Onesimus G3682 , a faithful G4103 and G2532 beloved G27 brother G80 , who G3739 is G2076 one of G1537 you G5216 . They shall make known G1107 unto you G5213 all things G3956 which are done here G5602 .
|
10. ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି ବର୍ଣ୍ଣବ୍ବାଙ୍କ କୁଟୁମ୍ଵୀୟ ଭ୍ରାତା ମାର୍କ (ଏହାଙ୍କ ସମ୍ଵନ୍ଧରେ ତୁମ୍ଭେମାନେ ଆଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାଙ୍କୁ ଗ୍ରହଣ କର) ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି,
|
10. Aristarchus G708 my G3450 fellow prisoner G4869 saluteth G782 you G5209 , and G2532 Mark G3138 , sister's son G431 to Barnabas G921 , ( touching G4012 whom G3739 ye received G2983 commandments G1785 : if G1437 he come G2064 unto G4314 you G5209 , receive G1209 him G846 ;)
|
11. ଆଉ, ଯୁସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି; ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ, ଏମାନେ ମୋହର ସାନ୍ତ୍ଵନାର କାରଣ ହୋଇଅଛନ୍ତି ।
|
11. And G2532 Jesus G2424 , which is called G3004 Justus G2459 , who are G5607 of G1537 the circumcision G4061 . These G3778 only G3441 are my fellow workers G4904 unto G1519 the G3588 kingdom G932 of God G2316 , which G3748 have been G1096 a comfort G3931 unto me G3427 .
|
12. ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ଵରଙ୍କ ସମସ୍ତ ଇଚ୍ଛା ସମ୍ଵନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ ।
|
12. Epaphras G1889 , who G3588 is one of G1537 you G5216 , a servant G1401 of Christ G5547 , saluteth G782 you G5209 , always G3842 laboring fervently G75 for G5228 you G5216 in G1722 prayers G4335 , that G2443 ye may stand G2476 perfect G5046 and G2532 complete G4137 in G1722 all G3956 the will G2307 of God G2316 .
|
13. କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ପୁଣି ଲାଅଦିକିଆ ଓ ହିଏରାପଲି ନିବାସୀମାନଙ୍କ ନିମନ୍ତେ ଯେ ଅଧିକ କଷ୍ଟ ସ୍ଵୀକାର କରୁଅଛନ୍ତି, ତାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି ।
|
13. For G1063 I bear him record G3140 G846 , that G3754 he hath G2192 a great G4183 zeal G2205 for G5228 you G5216 , and G2532 them G3588 that are in G1722 Laodicea G2993 , and G2532 them G3588 in G1722 Hierapolis G2404 .
|
14. ପ୍ରିୟ ବୈଦ୍ୟ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି ।
|
14. Luke G3065 , the G3588 beloved G27 physician G2395 , and G2532 Demas G1214 , greet G782 you G5209 .
|
15. ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍ଫା ଓ ତାଙ୍କ ଗୃହରେ ଥିବା ମଣ୍ତଳୀକୁ ନମସ୍କାର ଜଣାଅ ।
|
15. Salute G782 the G3588 brethren G80 which are in G1722 Laodicea G2993 , and G2532 Nymphas G3564 , and G2532 the G3588 church G1577 which is in G2596 his G846 house G3624 .
|
16. ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଅଦିକିଆ ମଣ୍ତଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି ଲାଅଦିକିଆରୁ ଯେଉଁ ପତ୍ର ଆସିବ, ତାହା ତୁମ୍ଭେମାନେ ମଧ୍ୟ ଯେପରି ପାଠ କର, ଏଥିନିମନ୍ତେ ଯନି କର ।
|
16. And G2532 when G3752 this epistle G1992 is read G314 among G3844 you G5213 , cause G4160 that G2443 it be read G314 also G2532 in G1722 the G3588 church G1577 of the Laodiceans G2994 ; and G2532 that ye G5210 likewise G2532 read G314 the G3588 epistle from G1537 Laodicea G2993 .
|
17. ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପନ୍ନ କରିବାକୁ ସାବଧାନ ହୋଇଥାଅ ।
|
17. And G2532 say G2036 to Archippus G751 , Take heed G991 to the G3588 ministry G1248 which G3739 thou hast received G3880 in G1722 the Lord G2962 , that G2443 thou fulfill G4137 it G846 .
|
18. ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି । ମୋହର ବନ୍ଧନ ସ୍ମରଣ କର । ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ।
|
18. The G3588 salutation G783 by the hand G5495 of me G1699 Paul G3972 . Remember G3421 my G3450 bonds G1199 . Grace G5485 be with G3326 you G5216 . Amen G281 .
|