Bible Language
Oriya Old BSI Version

:

ORV
1. ଅନନ୍ତର ଶାମ୍ଶୋନ୍ ଘସାକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା କତିକି ଗଲା
1. Then went H1980 Samson H8123 to Gaza H5804 , and saw H7200 there H8033 a harlot H802 H2181 , and went in H935 unto H413 her.
2. ତହିଁରେ ଶାମ୍ଶୋନ୍ ଏହି ସ୍ଥାନକୁ ଆସିଅଛି, ଏହି କଥା ଘସାତୀୟ ଲୋକମାନଙ୍କୁ କୁହାଗଲା ତହୁଁ ସେମାନେ ତାହାକୁ ଘେରି ସମସ୍ତ ରାତ୍ରି ତାହା ପାଇଁ ନଗରଦ୍ଵାରରେ ଛକି ବସିଲେ, ପୁଣି ରାତ୍ରିଯାକ ତୁନି ରହି କହିଲେ, ସକାଳେ ଆଲୁଅ ହେଲେ ଆମ୍ଭେମାନେ ତାହାକୁ ବଧ କରିବୁ
2. And it was told the Gazites H5841 , saying H559 , Samson H8123 is come H935 hither H2008 . And they compassed H5437 him in , and laid wait H693 for him all H3605 night H3915 in the gate H8179 of the city H5892 , and were quiet H2790 all H3605 the night H3915 , saying H559 , In the morning H1242 , when H5704 it is day H216 , we shall kill H2026 him.
3. ମାତ୍ର ଶାମ୍ଶୋନ୍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗରଦ୍ଵାରର କବାଟ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋଣ ସମ୍ମୁଖସ୍ଥ ପର୍ବତ-ଶୃଙ୍ଗକୁ ଘେନି ଗଲା
3. And Samson H8123 lay H7901 till H5704 midnight H2677 H3915 , and arose H6965 at midnight H2677 H3915 , and took H270 the doors H1817 of the gate H8179 of the city H5892 , and the two H8147 posts H4201 , and went away H5265 with them , bar and all H5973 H1280 , and put H7760 them upon H5921 his shoulders H3802 , and carried them up H5927 to H413 the top H7218 of a hill H2022 that H834 is before H5921 H6440 Hebron H2275 .
4. ଉତ୍ତାରେ ସେ ସୋରେକ୍ ଉପତ୍ୟକାରେ ଏକ ସ୍ତ୍ରୀକି ପ୍ରେମ କଲା, ତାହାର ନାମ ଦଲୀଲା
4. And it came to pass H1961 afterward H310 H3651 , that he loved H157 a woman H802 in the valley H5158 of Sorek H7796 , whose name H8034 was Delilah H1807 .
5. ତହିଁରେ ପଲେଷ୍ଟୀୟ ଅଧିପତିମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, କାହିଁରେ ତାହାର ଏହି ମହାବଳ ଥାଏ କି ଉପାୟରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାକୁ କ୍ଲେଶ ଦେବା ପାଇଁ ବାନ୍ଧି ପାରିବୁ, ଏହା ଜାଣିବା ପାଇଁ ତୁମ୍ଭେ ତାହାକୁ ମଣାଅ; ତାହା କଲେ, ଆମ୍ଭେମାନେ ପ୍ରତ୍ୟେକ ଜଣ ତୁମ୍ଭକୁ ଏଗାର ଶହ ଲେଖାଏଁ ରୌପ୍ୟମୁଦ୍ରା ଦେବୁ
5. And the lords H5633 of the Philistines H6430 came up H5927 unto H413 her , and said H559 unto her, Entice H6601 him , and see H7200 wherein H4100 his great H1419 strength H3581 lieth , and by what H4100 means we may prevail H3201 against him , that we may bind H631 him to afflict H6031 him : and we H587 will give H5414 thee every one H376 of us eleven hundred H505 H3967 pieces of silver H3701 .
6. ତହୁଁ ଦଲୀଲା ଶାମ୍ଶୋନ୍କୁ କହିଲା, ବିନୟ କରୁଅଛି, କାହିଁରେ ତୁମ୍ଭର ମହାବଳ ଥାଏ ତୁମ୍ଭର କ୍ଳେଶାର୍ଥେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ଏହା ମୋତେ କୁହ?
6. And Delilah H1807 said H559 to H413 Samson H8123 , Tell H5046 me , I pray thee H4994 , wherein H4100 thy great H1419 strength H3581 lieth , and wherewith H4100 thou mightest be bound H631 to afflict H6031 thee.
7. ତହିଁରେ ଶାମ୍ଶୋନ୍ ତାହାକୁ କହିଲା, ଯାହା କେବେ ଶୁଷ୍କ ହୋଇ ନାହିଁ, ଏପରି ସାତୁଟା କଞ୍ଚା ତନ୍ତରେ ଯେବେ ସେମାନେ ମୋତେ ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହୋଇଯିବି
7. And Samson H8123 said H559 unto H413 her, If H518 they bind H631 me with seven H7651 green H3892 withes H3499 that H834 were never H3808 dried H2717 , then shall I be weak H2470 , and be H1961 as another H259 man H120 .
8. ତହୁଁ ପଲେଷ୍ଟୀୟ ଅଧିପତିମାନେ ଅଶୁଷ୍କ ସାତୁଟା କଞ୍ଚା ତ; ଆଣି ସେହି ସ୍ତ୍ରୀକି ଦେଲେ; ତେଣୁ ସେ ତାହାକୁ ତହିଁରେ ବାନ୍ଧିଲା
8. Then the lords H5633 of the Philistines H6430 brought up H5927 to her seven H7651 green H3892 withes H3499 which H834 had not H3808 been dried H2717 , and she bound H631 him with them.
9. ସେ ସମୟରେ ତାହାର ଅନ୍ତଃପୁରରେ ଲୋକମାନେ ଛକି ବସିଲେ ଏଥିରେ ସେ ତାହାକୁ କହିଲା, ଶାମଶୋନ୍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ ତହିଁରେ ଅଗ୍ନି ବାସନା ବାଜିଲେ ଯେପରି ଛଣପଟ ସୁତୁଲି ଛିଣ୍ତିଯାଏ, ସେପରି ସେ ସବୁ ତ; ଛିଣ୍ତାଇ ପକାଇଲା ଏହିରୂପେ ତାହାର ବଳର ତତ୍ତ୍ଵ ଜଣାଗଲା ନାହିଁ
9. Now there were men lying in wait H693 , abiding H3427 with her in the chamber H2315 . And she said H559 unto H413 him , The Philistines H6430 be upon H5921 thee, Samson H8123 . And he broke H5423 H853 the withes H3499 , as H834 a thread H6616 of tow H5296 is broken H5423 when it toucheth H7306 the fire H784 . So his strength H3581 was not H3808 known H3045 .
10. ଉତ୍ତାରେ ଦଲୀଲା ଶାମ୍ଶୋନ୍କୁ କହିଲା, ତୁମ୍ଭେ ମୋତେ ଉପହାସ କଲ ତୁମ୍ଭେ ମୋତେ ମିଥ୍ୟା କହିଲ; ଏବେ ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ?
10. And Delilah H1807 said H559 unto H413 Samson H8123 , Behold H2009 , thou hast mocked H2048 me , and told H1696 H413 me lies H3577 : now H6258 tell H5046 me , I pray thee H4994 , wherewith H4100 thou mightest be bound H631 .
11. ତହିଁରେ ସେ ତାହାକୁ କହିଲା, ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ, ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ, ମୁଁ ଦୁର୍ବଳ; ହୋଇ ଅନ୍ୟ ଲୋକର ସମାନ ହୋଇଯିବି
11. And he said H559 unto H413 her, If H518 they bind me fast H631 H631 with new H2319 ropes H5688 that H834 never H3808 were occupied H6213 H4399 , then shall I be weak H2470 , and be H1961 as another H259 man H120 .
12. ତହୁଁ ଦଲୀଲା ନୂତନ ରଜ୍ଜୁ ନେଇ ତାହାକୁ ବାନ୍ଧି କହିଲା, ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ ସେ ସମୟରେ ଛକିଥିବା ଲୋକମାନେ ଅନ୍ତଃପୁରରେ ଥିଲେ ଏଥିରେ ସେ ଖଣ୍ତେ ସୂତା ପରି ଆପଣା ବାହୁ ଉପରୁ ତାହା ଛିଣ୍ତାଇ ପକାଇଲା
12. Delilah H1807 therefore took H3947 new H2319 ropes H5688 , and bound H631 him therewith , and said H559 unto H413 him , The Philistines H6430 be upon H5921 thee, Samson H8123 . And there were liers in wait H693 abiding H3427 in the chamber H2315 . And he broke H5423 them from off H4480 H5921 his arms H2220 like a thread H2339 .
13. ତେବେ ଦଲୀଲା ଶାମ୍ଶୋନ୍କୁ କହିଲା, ତୁମ୍ଭେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ମିଥ୍ୟା କହିଅଛ; ତୁମ୍ଭେ କାହିଁରେ ବନ୍ଧା ଯାଇପାର, ତାହା ମୋତେ କୁହ ତହିଁରେ ସେ ତାହାକୁ କହିଲା, ଯେବେ ତୁମ୍ଭେ ବୁଣା ଯାଉଥିବା ବସ୍ତ୍ରରେ ମୋର ମସ୍ତକ କେଶର ସାତବେଣୀ ବୁଣିବ, ତେବେ ହୋଇ ପାରେ
13. And Delilah H1807 said H559 unto H413 Samson H8123 , Hitherto H5704 H2008 thou hast mocked H2048 me , and told H1696 H413 me lies H3576 : tell H5046 me wherewith H4100 thou mightest be bound H631 . And he said H559 unto H413 her, If H518 thou weavest H707 H853 the seven H7651 locks H4253 of my head H7218 with H5973 the web H4545 .
14. ତହୁଁ ସେ ତନ୍ତଖୁଣ୍ଟିରେ ତାହା ବାନ୍ଧି ତାହାକୁ କହିଲା, ଶାମ୍ଶୋନ୍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ ତହିଁରେ ସେ ନିଦ୍ରାରୁ ଉଠି ତନ୍ତଖୁଣ୍ଟି ଉପାଡ଼ି ବସ୍ତ୍ର ନେଇ ଚାଲିଗଲା
14. And she fastened H8628 it with the pin H3489 , and said H559 unto H413 him , The Philistines H6430 be upon H5921 thee, Samson H8123 . And he awaked H3364 out of his sleep H4480 H8142 , and went away H5265 H853 with the pin H3489 of the beam H708 , and with the web H4545 .
15. ଏଣୁ ସେ ତାହାକୁ କହିଲା, ମୋହର ପ୍ରତି ତୁମ୍ଭର ମନ ନାହିଁ, ତୁମ୍ଭେ ମୋତେ ପ୍ରେମ କରୁଛ ବୋଲି କିପରି କହୁଅଛ? ତିନିଥରଯାକ ତୁମ୍ଭେ ମୋତେ ଉପହାସ କଲ ତୁମ୍ଭର ମହାବଳ କାହିଁରେ ଥାଏ, ତାହା ମୋତେ କହିଲ ନାହିଁ
15. And she said H559 unto H413 him, How H349 canst thou say H559 , I love H157 thee , when thine heart H3820 is not H369 with H854 me? thou hast mocked H2048 me these three H7969 times H6471 , and hast not H3808 told H5046 me wherein H4100 thy great H1419 strength H3581 lieth .
16. ଏହିରୂପେ ସେ ନିତି ନିତି କଥାରେ ତାହାକୁ ଅନୁରୋଧ କରି ଏପରି ବ୍ୟସ୍ତ କଲା ଯେ, ତାହାର ଆତ୍ମା ମରଣ ପାଇଁ ଅସ୍ଥିର ହେଲା
16. And it came to pass H1961 , when H3588 she pressed H6693 him daily H3605 H3117 with her words H1697 , and urged H509 him, so that his soul H5315 was vexed H7114 unto death H4191 ;
17. ତହିଁରେ ସେ ତାହାକୁ ଆପଣା ମନର ସମସ୍ତ କଥା ଜଣାଇ କହିଲା, ମୋହର ମସ୍ତକରେ କେବେ କ୍ଷୁର ଲାଗି ନାହିଁ; କାରଣ ମୁଁ ଆପଣା ମାତାର ଗର୍ଭରୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ନାସରୀୟ ଲୋକ ହୋଇଅଛି; ଯେବେ ମୁଁ କ୍ଷୌର ହେବି, ତେବେ ମୋର ବଳ ମୋଠୁ ଯିବ ମୁଁ ଦୁର୍ବଳ ହୋଇ ଅନ୍ୟ ସକଳ ଲୋକର ସମାନ ହୋଇଯିବି
17. That he told H5046 her H853 all H3605 his heart H3820 , and said H559 unto her , There hath not H3808 come H5927 a razor H4177 upon H5921 mine head H7218 ; for H3588 I H589 have been a Nazarite H5139 unto God H430 from my mother H517 's womb H4480 H990 : if H518 I be shaven H1548 , then my strength H3581 will go H5493 from H4480 me , and I shall become weak H2470 , and be H1961 like any H3605 other man H120 .
18. ସେତେବେଳେ ସେ ଯେ ତାହାକୁ ଆପଣା ମନର ସମସ୍ତ କଥା କହିଅଛି, ଏହା ଦଲୀଲା ଦେଖି ପଲେଷ୍ଟୀୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇଲା ତୁମ୍ଭେମାନେ ଏହି ଥରକ ଆସ, କାରଣ ସେ ମୋତେ ଆପଣା ମନର ସମସ୍ତ କଥା କହିଅଛି, ଏହା କହି ସେମାନଙ୍କୁ ଡାକିଲା ତହିଁରେ ପଲେଷ୍ଟୀୟ ଅଧିପତିମାନେ ହସ୍ତରେ ରୂପା ନେଇ ତାହା ପାଖକୁ ଆସିଲେ;
18. And when Delilah H1807 saw H7200 that H3588 he had told H5046 her H853 all H3605 his heart H3820 , she sent H7971 and called H7121 for the lords H5633 of the Philistines H6430 , saying H559 , Come up H5927 this once H6471 , for H3588 he hath showed H5046 me H853 all H3605 his heart H3820 . Then the lords H5633 of the Philistines H6430 came up H5927 unto H413 her , and brought H5927 money H3701 in their hand H3027 .
19. ତହୁଁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ କ୍ଷୌର କଲା; ଏହିରୂପେ ସେ ତାହାକୁ କ୍ଳେଶ ଦେବାକୁ ଲାଗିଲା ତାହାର ବଳ ତାହାଠାରୁ ଗଲା।
19. And she made him sleep H3462 upon H5921 her knees H1290 ; and she called H7121 for a man H376 , and she caused him to shave off H1548 H853 the seven H7651 locks H4253 of his head H7218 ; and she began H2490 to afflict H6031 him , and his strength H3581 went H5493 from H4480 H5921 him.
20. ତହୁଁ ସେ କହିଲା, ଶାମ୍ଶୋନ୍, ପଲେଷ୍ଟୀୟମାନେ ତୁମ୍ଭକୁ ଧରିଲେ ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣାକୁ ଝାଡ଼ିବି ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ, ଏହା ସେ ଜାଣିଲା ନାହିଁ
20. And she said H559 , The Philistines H6430 be upon H5921 thee, Samson H8123 . And he awoke H3364 out of his sleep H4480 H8142 , and said H559 , I will go out H3318 as at other times before H6471 H6471 , and shake myself H5287 . And he H1931 knew H3045 not H3808 that H3588 the LORD H3068 was departed H5493 from H4480 H5921 him.
21. ଉତ୍ତାରେ ପଲେଷ୍ଟୀୟମାନେ ତାହାକୁ ଧରି ତାହାର ଆକ୍ଷି ଉପାଡ଼ି ପକାଇଲେ; ପୁଣି ତାହାକୁ ଘସାକୁ ଆଣି ଦୁଇ ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ; ଆଉ ସେ କାରାଗାରରେ ଚକି ପେଷିଲା
21. But the Philistines H6430 took H270 him , and put out H5365 H853 his eyes H5869 , and brought him down H3381 H853 to Gaza H5804 , and bound H631 him with fetters of brass H5178 ; and he did H1961 grind H2912 in the prison H615 house H1004 .
22. ତଥାପି ତାହାର କ୍ଷୌର ହେଲା ଉତ୍ତାରେ ତାହାର ମସ୍ତକର କେଶ ପୁନର୍ବାର ବଢ଼ିବାକୁ ଲାଗିଲା
22. Howbeit the hair H8181 of his head H7218 began H2490 to grow again H6779 after H834 he was shaven H1548 .
23. ଅନନ୍ତର ପଲେଷ୍ଟୀୟ ଅଧିପତିମାନେ ଆପଣାମାନଙ୍କ ଦେବତା ଦାଗୋନ୍ ଉଦ୍ଦେଶ୍ୟରେ ମହାଯଜ୍ଞ କରି ଆନନ୍ଦ କରିବାକୁ ଏକତ୍ରିତ ହେଲେ କାରଣ ସେମାନେ କହିଲେ, ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ଶାମ୍ଶୋନ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି
23. Then the lords H5633 of the Philistines H6430 gathered them together H622 for to offer H2076 a great H1419 sacrifice H2077 unto Dagon H1712 their god H430 , and to rejoice H8057 : for they said H559 , Our god H430 hath delivered H5414 H853 Samson H8123 our enemy H341 into our hand H3027 .
24. ପୁଣି ଲୋକମାନେ ତାହାକୁ ଦେଖି ଆପଣାମାନଙ୍କ ଦେବତାର ପ୍ରଶଂସା କଲେ କାରଣ ସେମାନେ କହିଲେ, ଯେ ଆମ୍ଭମାନଙ୍କର ଅନେକଙ୍କୁ ବଧ କଲା, ଆମ୍ଭମାନଙ୍କର ଏପରି ଶତ୍ରୁ ଦେଶନାଶକକୁ ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି
24. And when the people H5971 saw H7200 him , they praised H1984 H853 their god H430 : for H3588 they said H559 , Our god H430 hath delivered H5414 into our hands H3027 H853 our enemy H341 , and the destroyer H2717 of our country H776 , which H834 slew many H7235 H853 H2491 of us.
25. ପୁଣି ସେମାନଙ୍କ ମନ ଆନନ୍ଦିତ ହୁଅନ୍ତେ, ସେମାନେ କହିଲେ, ଶାମ୍ଶୋନ୍କୁ ଡାକ, ସେ ଆମ୍ଭମାନଙ୍କ ସାକ୍ଷାତରେ କୌତୁକ କରିବ ତହୁଁ ସେମାନେ ଶାମ୍ଶୋନ୍କୁ କାରାଗାରରୁ ଡାକି ଆଣିଲେ ସେ ସେମାନଙ୍କ ସାକ୍ଷାତରେ କୌତୁକ କଲା ଆଉ ସେମାନେ ତାହାକୁ ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ
25. And it came to pass H1961 , when H3588 their hearts H3820 were merry H2896 , that they said H559 , Call H7121 for Samson H8123 , that he may make us sport H7832 . And they called H7121 for Samson H8123 out of the prison house H4480 H1004 H615 ; and he made them sport H6711 H6440 : and they set H5975 him between H996 the pillars H5982 .
26. ତହୁଁ ଶାମ୍ଶୋନ୍ ଆପଣା ହସ୍ତଧାରୀ ବାଳକକୁ କହିଲା, ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ନିର୍ଭର ଅଛି, ତାହା ମୋତେ ସ୍ପର୍ଶ କରିବାକୁ ଛାଡ଼ି ଦିଅ, ମୁଁ ତହିଁ ଉପରେ ଆଉଜିବି
26. And Samson H8123 said H559 unto H413 the lad H5288 that held H2388 him by the hand H3027 , Suffer H5117 me that I may feel H4184 H853 the pillars H5982 whereupon H834 H5921 the house H1004 standeth H3559 , that I may lean H8172 upon H5921 them.
27. ସେସମୟରେ ଗୃହ ପୁରୁଷ ସ୍ତ୍ରୀରେ ପରିପୂର୍ଣ୍ଣ ଥିଲା; ପଲେଷ୍ଟୀୟ ସମସ୍ତ ଅଧିପତି ସେଠାରେ ଥିଲେ; ଆଉ ଛାତ ଉପରେ ଊଣାଧିକ ତିନି ହଜାର ପୁରୁଷ ସ୍ତ୍ରୀ ଥାଇ ଶାମ୍ଶୋନ୍ର କୌତୁକ ଦେଖୁଥିଲେ
27. Now the house H1004 was full H4390 of men H376 and women H802 ; and all H3605 the lords H5633 of the Philistines H6430 were there H8033 ; and there were upon H5921 the roof H1406 about three H7969 thousand H505 men H376 and women H802 , that beheld H7200 while Samson H8123 made sport H7832 .
28. ସେତେବେଳେ ଶାମ୍ଶୋନ୍ ସଦାପ୍ରଭୁଙ୍କୁ ଡାକି କହିଲା, ହେ ପ୍ରଭୋ ସଦାପ୍ରଭୋ, ନିବେଦନ କରୁଅଛି, ମୋତେ ସ୍ମରଣ କର, ହେ ପରମେଶ୍ଵର, ନିବେଦନ କରୁଅଛି; ମୁଁ ଯେପରି ପଲେଷ୍ଟୀୟମାନଙ୍କଠାରୁ ଏକାବେଳକେ ମୋହର ଦୁଇ ଚକ୍ଷୁର ପରିଶୋଧ ନେଇ ପାରିବି, ଏଥିପାଇଁ କେବଳ ଏହିଥରକ ମୋତେ ବଳବାନ କର
28. And Samson H8123 called H7121 unto H413 the LORD H3068 , and said H559 , O Lord H136 GOD H3069 , remember H2142 me , I pray thee H4994 , and strengthen H2388 me , I pray thee H4994 , only H389 this H2088 once H6471 , O God H430 , that I may be at once avenged H5358 H5359 H259 of the Philistines H4480 H6430 for my two H4480 H8147 eyes H5869 .
29. ତହୁଁ ମଧ୍ୟସ୍ଥିତ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭାର ଥିଲା, ଶାମ୍ଶୋନ୍ ତହିଁର ଗୋଟିକି ଆପଣା ଦକ୍ଷିଣ ହସ୍ତରେ ଆରଟିକି ବାମ ହସ୍ତରେ ଧରି ତହିଁ ଉପରେ ଆଉଜି ପଡ଼ିଲା
29. And Samson H8123 took hold H3943 of H853 the two H8147 middle H8432 pillars H5982 upon H5921 which H834 the house H1004 stood H3559 , and on H5921 which it was borne up H5564 , of the one H259 with his right hand H3225 , and of the other H259 with his left H8040 .
30. ପୁଣି ଶାମ୍ଶୋନ୍ କହିଲା, ପଲେଷ୍ଟୀୟମାନଙ୍କ ସହିତ ମୋହର ପ୍ରାଣ ଯାଉ ଏହା କହି ସେ ବଳରେ ଆପଣାକୁ ନୁଆଁଇଲା; ତହୁଁ ଭିତରେ ଥିବା ଅଧିପତିମାନଙ୍କ ସମସ୍ତ ଲୋକଙ୍କ ଉପରେ ସେହି ଗୃହ ପଡ଼ିଗଲା ଏହିରୂପେ ତାହାର ଜୀବନ କାଳର ହତ ଲୋକ ଅପେକ୍ଷା ତାହାର ମରଣ କାଳର ହତ ଲୋକ ଅଧିକ ହେଲେ
30. And Samson H8123 said H559 , Let me H5315 die H4191 with H5973 the Philistines H6430 . And he bowed H5186 himself with all his might H3581 ; and the house H1004 fell H5307 upon H5921 the lords H5633 , and upon H5921 all H3605 the people H5971 that H834 were therein . So the dead H4191 which H834 he slew H4191 at his death H4194 were H1961 more H7227 than they which H4480 H834 he slew H4191 in his life H2416 .
31. ଏଉତ୍ତାରେ ତାହାର ଭ୍ରାତୃଗଣ ତାହାର ପିତୃଗୃହସ୍ଥ ସମସ୍ତେ ଆସି ତାହାକୁ ନେଇ ସରୀୟର ଇଷ୍ଟାୟୋଲର ମଧ୍ୟସ୍ଥାନରେ ତାହାର ପିତା ମାନୋହର କବରସ୍ଥାନରେ ତାହାକୁ କବର ଦେଲେ ସେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କଲା
31. Then his brethren H251 and all H3605 the house H1004 of his father H1 came down H3381 , and took H5375 him , and brought him up H5927 , and buried H6912 him between H996 Zorah H6881 and Eshtaol H847 in the burial place H6913 of Manoah H4495 his father H1 . And he H1931 judged H8199 H853 Israel H3478 twenty H6242 years H8141 .