Bible Language
Oriya Old BSI Version

:

ORV
1. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
1. And the LORD H3068 spoke H1696 unto H413 Moses H4872 , saying H559 ,
2. କେହି ଯେବେ ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍, ଗଚ୍ଛିତ ବା ହସ୍ତରେ ସମର୍ପିତ କିଅବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ;
2. If H3588 a soul H5315 sin H2398 , and commit H4603 a trespass H4604 against the LORD H3068 , and lie H3584 unto his neighbor H5997 in that which was delivered him to keep H6487 , or H176 in fellowship H8667 H3027 , or H176 in a thing taken away by violence H1498 , or H176 hath deceived H6231 H853 his neighbor H5997 ;
3. କିଅବା ହଜାଦ୍ରବ୍ୟ ପାଇ ତଦ୍ବିଷୟରେ ଅସତ୍ୟ ବ୍ୟବହାର କରେ ମିଥ୍ୟା କହି ଶପଥ କରେ; ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ;
3. Or H176 have found H4672 that which was lost H9 , and lieth H3584 concerning it , and sweareth H7650 falsely H5921 H8267 ; in H5921 any H259 of all H4480 H3605 these that H834 a man H120 doeth H6213 , sinning H2398 therein H2007 :
4. ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ଵାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,
4. Then it shall be H1961 , because H3588 he hath sinned H2398 , and is guilty H816 , that he shall restore H7725 H853 that H1500 which H834 he took violently away H1497 , or H176 H853 the thing H6233 which H834 he hath deceitfully gotten H6231 , or H176 H853 that H6487 which H834 was delivered him to keep H6485 H854 , or H176 H853 the lost thing H9 which H834 he found H4672 ,
5. ଅବା ଯେକୌଣସି ବିଷୟରେ ମିଥ୍ୟା-ଶପଥ କରିଅଛି, ସେହି ସବୁ ଦ୍ରବ୍ୟ ଫେରାଇ ଦେବ; ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ତହିଁ ସଙ୍ଗେ ତହିଁର ପଞ୍ଚମାଂଶ ଅଧିକ ଫେରାଇ ଦେବ; ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ଦ୍ରବ୍ୟ-ସ୍ଵାମୀକି ତାହା ଦେବ
5. Or H176 all that H4480 H3605 about which H834 he hath sworn H7650 H5921 falsely H8267 ; he shall even restore H7999 it in the principal H7218 , and shall add H3254 the fifth part H2549 more thereto H5921 , and give H5414 it unto him to whom H834 it H1931 appertaineth , in the day H3119 of his trespass offering H819 .
6. ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାର ଦୋଷାର୍ଥକ ବଳି ଉତ୍ସର୍ଗ କରିବ; ତୁମ୍ଭର ନିରୂପିତ ମୂଲ୍ୟାନୁସାରେ ପଲରୁ ଏକ ନିଖୁ; ମେଷ ଦୋଷାର୍ଥକ ବଳି ନିମନ୍ତେ ଯାଜକ ନିକଟକୁ ଆଣିବ
6. And he shall bring H935 his trespass offering H817 unto the LORD H3068 , a ram H352 without blemish H8549 out of H4480 the flock H6629 , with thy estimation H6187 , for a trespass offering H817 , unto H413 the priest H3548 :
7. ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ଵାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ
7. And the priest H3548 shall make an atonement H3722 for H5921 him before H6440 the LORD H3068 : and it shall be forgiven H5545 him for H5921 any thing H259 of all H4480 H3605 that H834 he hath done H6213 in trespassing H819 therein.
8. ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
8. And the LORD H3068 spoke H1696 unto H413 Moses H4872 , saying H559 ,
9. ତୁମ୍ଭେ ହାରୋଣକୁ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳିର ବ୍ୟବସ୍ଥା ଏହି; ହୋମଦ୍ରବ୍ୟ ସମସ୍ତ ରାତ୍ରି, ପ୍ରଭାତ ପର୍ଯ୍ୟନ୍ତ ବେଦିର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦିର ଅଗ୍ନି ପ୍ରଜ୍ଵଳିତ ରହିବ
9. Command H6680 H853 Aaron H175 and his sons H1121 , saying H559 , This H2063 is the law H8451 of the burnt offering H5930 : It H1931 is the burnt offering H5930 , because of H5921 the burning H4169 upon H5921 the altar H4196 all H3605 night H3915 unto H5704 the morning H1242 , and the fire H784 of the altar H4196 shall be burning H3344 in it.
10. ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନି-ଦଗ୍ଧ ହୋମବଳିର ଭସ୍ମ ତୋଳି ବେଦି ପାର୍ଶ୍ଵରେରଖିବ
10. And the priest H3548 shall put on H3847 his linen H906 garment H4055 , and his linen H906 breeches H4370 shall he put H3847 upon H5921 his flesh H1320 , and take up H7311 H853 the ashes H1880 which H834 the fire H784 hath consumed H398 with H854 the burnt offering H5930 on H5921 the altar H4196 , and he shall put H7760 them beside H681 the altar H4196 .
11. ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇ ଯିବ
11. And he shall put off H6584 H853 his garments H899 , and put on H3847 other H312 garments H899 , and carry forth H3318 H853 the ashes H1880 without H413 H4480 H2351 the camp H4264 unto H413 a clean H2889 place H4725 .
12. ମାତ୍ର ବେଦିର ଉପରିସ୍ଥିତ ଅଗ୍ନି ସର୍ବଦା ପ୍ରଜ୍ଵଳିତ ରହିବ, ତାହା ନିର୍ବାଣ ହେବ ନାହିଁ; ଯାଜକ ପ୍ରତି ପ୍ରଭାତରେ ତହିଁ ଉପରେ କାଷ୍ଠ ଜାଳିବ; ପୁଣି ସେ ତହିଁ ଉପରେ ହୋମବଳି ସଜାଇ ରଖିବ ମଙ୍ଗଳାର୍ଥକ ବଳିର ମେଦ ତହିଁ ଉପରେ ଦଗ୍ଧ କରିବ
12. And the fire H784 upon H5921 the altar H4196 shall be burning H3344 in it ; it shall not H3808 be put out H3518 : and the priest H3548 shall burn H1197 wood H6086 on H5921 it every morning H1242 H1242 , and lay H6186 the burnt offering H5930 in order upon H5921 it ; and he shall burn H6999 thereon H5921 the fat H2459 of the peace offerings H8002 .
13. ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ଵଳିତ ରହିବ, କଦାପି ନିର୍ବାଣ ହେବ ନାହିଁ
13. The fire H784 shall ever H8548 be burning H3344 upon H5921 the altar H4196 ; it shall never H3808 go out H3518 .
14. ଆଉ ଭକ୍ଷ୍ୟ-ନୈବେଦ୍ୟର ବ୍ୟବସ୍ଥା ଏହି; ହାରୋଣର ପୁତ୍ରଗଣ ବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବେ
14. And this H2063 is the law H8451 of the meat offering H4503 : the sons H1121 of Aaron H175 shall offer H7126 it before H6440 the LORD H3068 , before H413 H6440 the altar H4196 .
15. ତହୁଁ ଯାଜକ ଆପଣା ମୁଷ୍ଟି ପୂର୍ଣ୍ଣ କରି ସେହି ଭକ୍ଷ୍ୟ-ନୈବେଦ୍ୟରୁ କିଛି ସରୁ ମଇଦା କିଛି ତୈଳ ନୈବେଦ୍ୟ-ଉପରିସ୍ଥ ସମସ୍ତ କୁନ୍ଦୁରୁ ନେଇ ତହିଁର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ବେଦିରେ ଦଗ୍ଧ କରିବ
15. And he shall take H7311 of H4480 it his handful H7062 , of the flour H4480 H5560 of the meat offering H4503 , and of the oil H4480 H8081 thereof , and all H3605 the frankincense H3828 which H834 is upon H5921 the meat offering H4503 , and shall burn H6999 it upon the altar H4196 for a sweet H5207 savor H7381 , even the memorial H234 of it , unto the LORD H3068 .
16. ପୁଣି, ହାରୋଣ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାଡ଼ି ବିନା ତାହା ଭୋଜନ କରାଯିବ; ସେମାନେ ସମାଗମ-ତମ୍ଵୁର ପ୍ରାଙ୍ଗଣରେ ତାହା ଭୋଜନ କରିବେ
16. And the remainder H3498 thereof H4480 shall Aaron H175 and his sons H1121 eat H398 : with unleavened bread H4682 shall it be eaten H398 in the holy H6918 place H4725 ; in the court H2691 of the tabernacle H168 of the congregation H4150 they shall eat H398 it.
17. ତାଡ଼ି ସହିତ ତାହା ପାକ କରାଯିବ ନାହିଁ ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର
17. It shall not H3808 be baked H644 with leaven H2557 . I have given H5414 it unto them for their portion H2506 of my offerings made by fire H4480 H801 ; it H1931 is most holy H6944 H6944 , as is the sin offering H2403 , and as the trespass offering H817 .
18. ହାରୋଣର ସନ୍ତାନଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାରରୁ ଏହା ଗ୍ରହଣ କରିବା, ପୁରୁଷାନୁକ୍ରମରେ ତୁମ୍ଭମାନଙ୍କର ଅନନ୍ତକାଳୀନ ଅଧିକାର ଯେକେହି ତାହା ସ୍ପର୍ଶ କରେ, ସେ ପବିତ୍ର ହେବ
18. All H3605 the males H2145 among the children H1121 of Aaron H175 shall eat H398 of it. It shall be a statute H2706 forever H5769 in your generations H1755 concerning the offerings of the LORD made by fire H4480 H801 H3068 : every one H3605 that H834 toucheth H5060 them shall be holy H6942 .
19. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
19. And the LORD H3068 spoke H1696 unto H413 Moses H4872 , saying H559 ,
20. ଅଭିଷେକ ଦିନରେ ହାରୋଣ ତାହାର ପୁତ୍ରଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରିବେ, ତାହା ଏହି; ସେମାନେ ନିତ୍ୟ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ
20. This H2088 is the offering H7133 of Aaron H175 and of his sons H1121 , which H834 they shall offer H7126 unto the LORD H3068 in the day H3117 when he is anointed H4886 ; the tenth part H6224 of an ephah H374 of fine flour H5560 for a meat offering H4503 perpetual H8548 , half H4276 of it in the morning H1242 , and half H4276 thereof at night H6153 .
21. ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ସିକ୍ତ ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ସେହି ଭକ୍ଷ୍ୟ-ନୈବେଦ୍ୟର ଖଣ୍ତ ଖଣ୍ତ ପକ୍ଵାନ୍ନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ
21. In H5921 a pan H4227 it shall be made H6213 with oil H8081 ; and when it is baked H7246 , thou shalt bring it in H935 : and the baked H8601 pieces H6595 of the meat offering H4503 shalt thou offer H7126 for a sweet H5207 savor H7381 unto the LORD H3068 .
22. ଏଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ
22. And the priest H3548 of his sons H4480 H1121 that is anointed H4899 in his stead H8478 shall offer H6213 it: it is a statute H2706 forever H5769 unto the LORD H3068 ; it shall be wholly H3632 burnt H6999 .
23. ଅର୍ଥାତ୍, ଯାଜକର ପ୍ରତ୍ୟେକ ଭକ୍ଷ୍ୟ-ନୈବେଦ୍ୟ ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହେବ; ତାହା ଭୋଜନ କରାଯିବ ନାହିଁ
23. For every H3605 meat offering H4503 for the priest H3548 shall be H1961 wholly H3632 burnt : it shall not H3808 be eaten H398 .
24. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
24. And the LORD H3068 spoke H1696 unto H413 Moses H4872 , saying H559 ,
25. ତୁମ୍ଭେ ହାରୋଣକୁ ତାହାର ପୁତ୍ରଗଣକୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି; ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ; ତାହା ମହାପବିତ୍ର
25. Speak H1696 unto H413 Aaron H175 and to H413 his sons H1121 , saying H559 , This H2063 is the law H8451 of the sin offering H2403 : In the place H4725 where H834 the burnt offering H5930 is killed H7819 shall the sin offering H2403 be killed H7819 before H6440 the LORD H3068 : it H1931 is most holy H6944 H6944 .
26. ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ଵୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ
26. The priest H3548 that offereth it for sin H2398 H853 shall eat H398 it : in the holy H6918 place H4725 shall it be eaten H398 , in the court H2691 of the tabernacle H168 of the congregation H4150 .
27. ଯେ କିଛି ତହିଁର ମାଂସ ସ୍ପର୍ଶ କରେ, ତାହା ପବିତ୍ର ହେବ; ପୁଣି ଯେବେ କୌଣସି ବସ୍ତ୍ରରେ ତହିଁର ରକ୍ତର ଛିଟା ପଡ଼େ; ତେବେ ତୁମ୍ଭେ ସେହି ରକ୍ତସେଚିତ ବସ୍ତ୍ର ପବିତ୍ର ସ୍ଥାନରେ ଧୌତ କରିବ
27. Whatsoever H3605 H834 shall touch H5060 the flesh H1320 thereof shall be holy H6942 : and when H834 there is sprinkled H5137 of the blood H4480 H1818 thereof upon H5921 any garment H899 , thou shalt wash H3526 that whereon H834 H5921 it was sprinkled H5137 in the holy H6918 place H4725 .
28. ମାତ୍ର ଯେଉଁ ମୃତ୍ତିକାପାତ୍ରରେ ତାହା ପାକ ହୁଏ, ତାହା ଭଙ୍ଗା ଯିବ; ଯେବେ ପିତ୍ତଳ ପାତ୍ରରେ ତାହା ପାକ ହୁଏ, ତେବେ ତାହା ମଜା ଯିବ ଜଳରେ ପରିଷ୍କୃତ ହେବ
28. But the earthen H2789 vessel H3627 wherein H834 it is sodden H1310 shall be broken H7665 : and if H518 it be sodden H1310 in a brazen H5178 pot H3627 , it shall be both scoured H4838 , and rinsed H7857 in water H4325 .
29. ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର
29. All H3605 the males H2145 among the priests H3548 shall eat H398 thereof: it H1931 is most holy H6944 H6944 .
30. ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ଵୁ ଭିତରକୁ ଅଣାଯାଏ, ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ
30. And no H3808 H3605 sin offering H2403 , whereof H834 any of the blood H4480 H1818 is brought H935 into H413 the tabernacle H168 of the congregation H4150 to reconcile H3722 withal in the holy H6944 place , shall be eaten H398 : it shall be burnt H8313 in the fire H784 .