Bible Language

:

1. ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ ଦାଉଦ ବଥ୍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ ହେ ପରମେଶ୍ଵର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର
1. To the chief Musician H5329 , A Psalm H4210 of David H1732 , when Nathan H5416 the prophet H5030 came H935 unto H413 him, after H834 he had gone in H935 to H413 Bathsheba H1339 . Have mercy H2603 upon me , O God H430 , according to thy lovingkindness H2617 : according unto the multitude H7230 of thy tender mercies H7356 blot out H4229 my transgressions H6588 .
2. ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ମୋʼ ପାପରୁ ମୋତେ ଶୁଚି କର
2. Wash H3526 me throughly H7235 from mine iniquity H4480 H5771 , and cleanse H2891 me from my sin H4480 H2403 .
3. କାରଣ ମୁଁ ଆପଣା ଅଧର୍ମ ସ୍ଵୀକାର କରୁଅଛି ମୋʼ ପାପ ସର୍ବଦା ମୋʼ ସମ୍ମୁଖରେ ଅଛି
3. For H3588 I H589 acknowledge H3045 my transgressions H6588 : and my sin H2403 is ever H8548 before H5048 me.
4. ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ
4. Against thee , thee only H905 , have I sinned H2398 , and done H6213 this evil H7451 in thy sight H5869 : that H4616 thou mightest be justified H6663 when thou speakest H1696 , and be clear H2135 when thou judgest H8199 .
5. ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ପାପରେ ମୋʼ ମାତା ମୋତେ ଗର୍ଭରେ ଧାରଣ କଲା
5. Behold H2005 , I was shapen H2342 in iniquity H5771 ; and in sin H2399 did my mother H517 conceive H3179 me.
6. ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ
6. Behold H2005 , thou desirest H2654 truth H571 in the inward parts H2910 : and in the hidden H5640 part thou shalt make me to know H3045 wisdom H2451 .
7. ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି
7. Purge H2398 me with hyssop H231 , and I shall be clean H2891 : wash H3526 me , and I shall be whiter H3835 than snow H4480 H7950 .
8. ମୋତେ ଆହ୍ଲାଦ ଆନନ୍ଦଜନକ ବାକ୍ୟ ଶୁଣାଅ; ତହିଁରେ ତୁମ୍ଭ ଦ୍ଵାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ
8. Make me to hear H8085 joy H8342 and gladness H8057 ; that the bones H6106 which thou hast broken H1794 may rejoice H1523 .
9. ମୋʼ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ମୋʼ ଅପରାଧସବୁ ମାର୍ଜ୍ଜନା କର
9. Hide H5641 thy face H6440 from my sins H4480 H2399 , and blot out H4229 all H3605 mine iniquities H5771 .
10. ହେ ପରମେଶ୍ଵର, ମୋʼ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ମୋʼ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର
10. Create H1254 in me a clean H2889 heart H3820 , O God H430 ; and renew H2318 a right H3559 spirit H7307 within H7130 me.
11. ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ତୁମ୍ଭ ପବିତ୍ର ଆତ୍ମା ମୋʼଠାରୁ ନିଅ ନାହିଁ
11. Cast H7993 me not H408 away from thy presence H4480 H6440 ; and take H3947 not H408 thy holy H6944 spirit H7307 from H4480 me.
12. ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ସ୍ଵଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ
12. Restore H7725 unto me the joy H8342 of thy salvation H3468 ; and uphold H5564 me with thy free H5082 spirit H7307 .
13. ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି ପାପୀମାନେ ତୁମ୍ଭ ପ୍ରତି ଫେରିବେ
13. Then will I teach H3925 transgressors H6586 thy ways H1870 ; and sinners H2400 shall be converted H7725 unto H413 thee.
14. ହେ ପରମେଶ୍ଵର, ମୋʼ ତ୍ରାଣର ପରମେଶ୍ଵର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ଵା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ଵରରେ ଗାନ କରିବ
14. Deliver H5337 me from bloodguiltiness H4480 H1818 , O God H430 , thou God H430 of my salvation H8668 : and my tongue H3956 shall sing aloud H7442 of thy righteousness H6666 .
15. ହେ ପ୍ରଭୋ, ମୋʼ ଓଷ୍ଠାଧର ଫିଟାଅ, ତହିଁରେ ମୋʼ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ
15. O Lord H136 , open H6605 thou my lips H8193 ; and my mouth H6310 shall show forth H5046 thy praise H8416 .
16. କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ
16. For H3588 thou desirest H2654 not H3808 sacrifice H2077 ; else would I give H5414 it : thou delightest H7521 not H3808 in burnt offering H5930 .
17. ଭଗ୍ନ-ଆତ୍ମା ପରମେଶ୍ଵରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ଵର, ତୁମ୍ଭେ ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ
17. The sacrifices H2077 of God H430 are a broken H7665 spirit H7307 : a broken H7665 and a contrite H1794 heart H3820 , O God H430 , thou wilt not H3808 despise H959 .
18. ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର; ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର
18. Do good H3190 in thy good pleasure H7522 unto H853 Zion H6726 : build H1129 thou the walls H2346 of Jerusalem H3389 .
19. ତେବେ ତୁମ୍ଭେ ଧର୍ମବଳି, ହୋମବଳି ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ; ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ
19. Then H227 shalt thou be pleased H2654 with the sacrifices H2077 of righteousness H6664 , with burnt offering H5930 and whole burnt offering H3632 : then H227 shall they offer H5927 bullocks H6499 upon H5921 thine altar H4196 .