Bible Versions
Bible Books

Psalms 133 (ORV) Oriya Old BSI Version

1 ଏହା କଡ଼େେ ଭଲ ବଡ଼ ଆନନ୍ଦର କଥା ଯେତବେେଳେ ସବୁ ଭାଇମାନେ ଏକତ୍ର ଜୀବନୟାପନ କରନ୍ତି।
2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ଯ ତୈଳ ସ୍ବରୂପ ୟାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
3 ଏହା ହର୍ମୋଣ ପର୍ବତରୁ ସିଯୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ଯ। ସହେିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦଇେଛନ୍ତି।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×