Bible Language

:

1. ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
1. And it came to pass H1961 after H310 the plague H4046 , that the Lord H3068 spoke H559 unto H413 Moses H4872 and unto H413 Eleazar H499 the son H1121 of Aaron H175 the priest H3548 , saying H559 ,
2. ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ସମସ୍ତ ମଣ୍ତଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର
2. Take H5375 H853 the sum H7218 of all H3605 the congregation H5712 of the children H1121 of Israel H3478 , from twenty H6242 years H8141 old H4480 H1121 and upward H4605 , throughout their fathers H1 ' house H1004 , all H3605 that are able to go H3318 to war H6635 in Israel H3478 .
3. ତହିଁରେ ମୋଶା ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,
3. And Moses H4872 and Eleazar H499 the priest H3548 spoke H1696 with H854 them in the plains H6160 of Moab H4124 by H5921 Jordan H3383 near Jericho H3405 , saying H559 ,
4. ମୋଶା ପ୍ରତି ମିସର ଦେଶରୁ ବହିର୍ଗତ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର
4. Take the sum of the people , from twenty H6242 years H8141 old H4480 H1121 and upward H4605 ; as H834 the LORD H3068 commanded H6680 H853 Moses H4872 and the children H1121 of Israel H3478 , which went forth H3318 out of the land H4480 H776 of Egypt H4714 .
5. ରୁବେନ୍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୂଠାରୁ ପଲ୍ଲୂୟୀୟ ବଂଶ;
5. Reuben H7205 , the eldest son H1060 of Israel H3478 : the children H1121 of Reuben H7205 ; Hanoch H2585 , of whom cometh the family H4940 of the Hanochites H2599 : of Pallu H6396 , the family H4940 of the Palluites H6384 :
6. ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; କର୍ମ୍ମିଠାରୁ କର୍ମ୍ମୀୟ ବଂଶ
6. Of Hezron H2696 , the family H4940 of the Hezronites H2697 : of Carmi H3756 , the family H4940 of the Carmites H3757 .
7. ଏମାନେ ରୁବେନର ବଂଶ; ପୁଣି ଏମାନେ ଗଣାଯାʼନ୍ତେ, ତେୟାଳିଶ ହଜାର ସାତ ଶହ ତିରିଶ ଲୋକ ହେଲେ
7. These H428 are the families H4940 of the Reubenites H7206 : and they that were numbered H6485 of them were H1961 forty H705 and three H7969 thousand H505 and seven H7651 hundred H3967 and thirty H7970 .
8. ପଲ୍ଲୂର ସନ୍ତାନ ଇଲୀୟାବ
8. And the sons H1121 of Pallu H6396 ; Eliab H446 .
9. ସେହି ଇଲୀୟାବର ସନ୍ତାନ ନମୂୟେଲ ଦାଥନ୍ ଅବୀରାମ୍; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ତଳୀର ଆହୂତ ଲୋକ ଯେ ଦାଥନ୍ ଅବୀରାମ୍ ମୋଶାଙ୍କ ବିରୁଦ୍ଧରେ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ
9. And the sons H1121 of Eliab H446 ; Nemuel H5241 , and Dathan H1885 , and Abiram H48 . This H1931 is that Dathan H1885 and Abiram H48 , which were famous H7148 in the congregation H5712 , who H834 strove H5327 against H5921 Moses H4872 and against H5921 Aaron H175 in the company H5712 of Korah H7141 , when they strove H5327 against H5921 the LORD H3068 :
10. ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା,ସେମାନେ ଚିହ୍ନ ସ୍ଵରୂପ ହେଲେ
10. And the earth H776 opened H6605 H853 her mouth H6310 , and swallowed them up together H1104 H853 with H854 Korah H7141 , when that company H5712 died H4191 , what time the fire H784 devoured H398 two hundred H3967 and H853 fifty H2572 men H376 : and they became H1961 a sign H5251 .
11. ତଥାପି କୋରହର ସନ୍ତାନମାନେ ମଲେ ନାହିଁ
11. Notwithstanding the children H1121 of Korah H7141 died H4191 not H3808 .
12. ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନଠାରୁ ଯାମୀନୀୟ ବଂଶ; ଯାଖୀନଠାରୁ ଯାଖୀନୀୟ ବଂଶ;
12. The sons H1121 of Simeon H8095 after their families H4940 : of Nemuel H5241 , the family H4940 of the Nemuelites H5242 : of Jamin H3226 , the family H4940 of the Jaminites H3228 : of Jachin H3199 , the family H4940 of the Jachinites H3200 :
13. ସେରହଠାରୁ ସେରହୀୟ ବଂଶ; ଶୌଲଠାରୁ ଶୌଲୀୟ ବଂଶ
13. Of Zerah H2226 , the family H4940 of the Zarhites H2227 : of Shaul H7586 , the family H4940 of the Shaulites H7587 .
14. ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ
14. These H428 are the families H4940 of the Simeonites H8099 , twenty H6242 and two H8147 thousand H505 and two hundred H3967 .
15. ଆପଣା ଆପଣା ବଂଶାନୁସାରେ ଗାଦର ସନ୍ତାନ; ସିଫୋନଠାରୁ ସିଫୋନୀୟ ବଂଶ; ହଗିଠାରୁ ହଗୀୟ ବଂଶ; ଶୂନିଠାରୁ ଶୂନୀୟ ବଂଶ;
15. The children H1121 of Gad H1410 after their families H4940 : of Zephon H6827 , the family H4940 of the Zephonites H3831 : of Haggi H2291 , the family H4940 of the Haggites H2291 : of Shuni H7764 , the family H4940 of the Shunites H7765 :
16. ଓଷ୍ଣିଠାରୁ ଓଷ୍ଣୀୟ ବଂଶ, ଏରିଠାରୁ ଏରୀୟ ବଂଶ;
16. Of Ozni H244 , the family H4940 of the Oznites H244 : of Eri H6179 , the family H4940 of the Erites H6180 :
17. ଅରୋଦିଠାରୁ ଅରୋଦୀୟ ବଂଶ, ଅରେଲିଠାରୁ ଅରେଲୀୟ ବଂଶ
17. Of Arod H720 , the family H4940 of the Arodites H722 : of Areli H692 , the family H4940 of the Arelites H692 .
18. ଗାଦ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାʼନ୍ତେ, ଚାଳିଶ ହଜାର ପାଞ୍ଚ ଶହ ଲୋକ ହେଲେ
18. These H428 are the families H4940 of the children H1121 of Gad H1410 according to those that were numbered H6485 of them, forty H705 thousand H505 and five H2568 hundred H3967 .
19. ଯିହୁଦାର ପୁତ୍ର ଏର ଓନନ୍; ସେହି ଏର ଓନନ୍ କିଣାନ ଦେଶରେ ମରିଥିଲେ
19. The sons H1121 of Judah H3063 were Er H6147 and Onan H209 : and Er H6147 and Onan H209 died H4191 in the land H776 of Canaan H3667 .
20. ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ; ଶେଲାଠାରୁ ଶେଲାୟୀୟ ବଂଶ; ପେରସଠାରୁ ପେରସୀୟ ବଂଶ; ସେରହଠାରୁ ସେରହୀୟ ବଂଶ
20. And the sons H1121 of Judah H3063 after their families H4940 were H1961 ; of Shelah H7956 , the family H4940 of the Shelanites H8024 : of Pharez H6557 , the family H4940 of the Pharzites H6558 : of Zerah H2226 , the family H4940 of the Zarhites H2227 .
21. ପୁଣି ପେରସର ଏହି ସକଳ ସନ୍ତାନ; ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ
21. And the sons H1121 of Pharez H6557 were H1961 ; of Hezron H2696 , the family H4940 of the Hezronites H2697 : of Hamul H2538 , the family H4940 of the Hamulites H2539 .
22. ଯିହୁଦାର ଏହିସବୁ ବଂଶ ଗଣାଯାʼନ୍ତେ, ଛସ୍ତରି ହଜାର ପାଞ୍ଚ ଶହ ଲୋକ ହେଲେ
22. These H428 are the families H4940 of Judah H3063 according to those that were numbered H6485 of them , threescore and sixteen H8337 H7657 thousand H505 and five H2568 hundred H3967 .
23. ଆପଣା ଆପଣା ବଂଶାନୁସାରେ ଇଷାଖରର ସନ୍ତାନ; ତୋଲୟଠାରୁ ତୋଲୟୀୟ ବଂଶ; ପୂୟଠାରୁ ପୂୟୀୟ ବଂଶ;
23. Of the sons H1121 of Issachar H3485 after their families H4940 : of Tola H8439 , the family H4940 of the Tolaites H8440 : of Pua H6312 , the family H4940 of the Punites H6324 :
24. ଯାଶୂବଠାରୁ ଯାଶୂବୀୟ ବଂଶ; ଶିମ୍ରୋଣଠାରୁ ଶିମ୍ରୋଣୀୟ ବଂଶ
24. Of Jashub H3437 , the family H4940 of the Jashubites H3432 : of Shimron H8110 , the family H4940 of the Shimronites H8117 .
25. ଇଷାଖରର ଏହି ସକଳ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ତିନି ଶହ ଲୋକ ହେଲେ
25. These H428 are the families H4940 of Issachar H3485 according to those that were numbered H6485 of them, threescore H8346 and four H702 thousand H505 and three H7969 hundred H3967 .
26. ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ; ସେରଦଠାରୁ ସେରଦୀୟ ବଂଶନ୍ତଏଲୋନଠାରୁ ଏଲୋନୀୟ ବଂଶ; ଯହଲେଲଠାରୁ ଯହଲେଲୀୟ ବଂଶ
26. Of the sons H1121 of Zebulun H2074 after their families H4940 : of Sered H5624 , the family H4940 of the Sardites H5625 : of Elon H356 , the family H4940 of the Elonites H440 : of Jahleel H3177 , the family H4940 of the Jahleelites H3178 .
27. ସବୂଲୂନର ଏହି ସକଳ ବଂଶ ଗଣାଯାʼନ୍ତେ, ଷାଠିଏ ହଜାର ପାଞ୍ଚ ଶହ ଲୋକ ହେଲେ
27. These H428 are the families H4940 of the Zebulunites H2075 according to those that were numbered H6485 of them, threescore H8346 thousand H505 and five H2568 hundred H3967 .
28. ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଇଫ୍ରୟିମ
28. The sons H1121 of Joseph H3130 after their families H4940 were Manasseh H4519 and Ephraim H669 .
29. ମନଃଶିର ସନ୍ତାନ; ମାଖୀରଠାରୁ ମାଖରୀୟ ବଂଶ; ସେହି ମାଖୀରର ପୁତ୍ର ଗିଲୀୟଦ; ସେହି ଗିଲୀୟଦଠାରୁ ଗିଲୀୟଦୀୟ ବଂଶ
29. Of the sons H1121 of Manasseh H4519 : of Machir H4353 , the family H4940 of the Machirites H4354 : and Machir H4353 begot H3205 H853 Gilead H1568 : of Gilead H1568 come the family H4940 of the Gileadites H1569 .
30. ଗିଲୀୟଦର ସନ୍ତାନ ଏମାନେ; ଈୟେଷରଠାରୁ ଈୟେଷ୍ରୀୟ ବଂଶ; ହେଲକଠାରୁ ହେଲକୀୟ ବଂଶ
30. These H428 are the sons H1121 of Gilead H1568 : of Jeezer H372 , the family H4940 of the Jeezerites H373 : of Helek H2507 , the family H4940 of the Helekites H2516 :
31. ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ବଂଶ ଶେଖମଠାରୁ ଶେଖମୀୟ ବଂଶ
31. And of Asriel H844 , the family H4940 of the Asrielites H845 : and of Shechem H7928 , the family H4940 of the Shechemites H7930 :
32. ଶମୀଦାଠାରୁ ଶମୀଦାୟୀୟ ବଂଶ ହେଫରଠାରୁ ହେଫରୀୟ ବଂଶ
32. And of Shemida H8061 , the family H4940 of the Shemidaites H8062 : and of Hepher H2660 , the family H4940 of the Hepherites H2662 .
33. ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ଥିଲା, କେବଳ କନ୍ୟା ଥିଲା; ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍ଲା, ମିଲ୍‍କା ତିର୍ସା
33. And Zelophehad H6765 the son H1121 of Hepher H2660 had H1961 no H3808 sons H1121 , but H3588 H518 daughters H1323 : and the names H8034 of the daughters H1323 of Zelophehad H6765 were Mahlah H4244 , and Noah H5270 , Hoglah H2295 , Milcah H4435 , and Tirzah H8656 .
34. ଏମାନେ ମନଃଶିର ବଂଶ, ଏମାନଙ୍କର ଗଣିତ ଲୋକ ବାଆନ ହଜାର ସାତ ଶହ ଜଣ
34. These H428 are the families H4940 of Manasseh H4519 , and those that were numbered H6485 of them, fifty H2572 and two H8147 thousand H505 and seven H7651 hundred H3967 .
35. ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ; ଶୂଥଲହଠାରୁ ଶୂଥଲହୀୟ ବଂଶ; ବେଖରଠାରୁ ବେଖ୍ରୀୟ ବଂଶ; ତହନଠାରୁ ତହନୀୟ ବଂଶ
35. These H428 are the sons H1121 of Ephraim H669 after their families H4940 : of Shuthelah H7803 , the family H4940 of the Shuthalhites H8364 : of Becher H1071 , the family H4940 of the Bachrites H1076 : of Tahan H8465 , the family H4940 of the Tahanites H8470 .
36. ପୁଣି ଶୂଥଲହର ସନ୍ତାନ ଏମାନେ; ଏରଣଠାରୁ ଏରଣୀୟ ବଂଶ
36. And these H428 are the sons H1121 of Shuthelah H7803 : of Eran H6197 , the family H4940 of the Eranites H6198 .
37. ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ; ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷଫର ସନ୍ତାନ
37. These H428 are the families H4940 of the sons H1121 of Ephraim H669 according to those that were numbered H6485 of them, thirty H7970 and two H8147 thousand H505 and five H2568 hundred H3967 . These H428 are the sons H1121 of Joseph H3130 after their families H4940 .
38. ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନର ସନ୍ତାନ; ବେଲାଠାରୁ ବେଲାୟୀୟ ବଂଶ; ଅସ୍ବେଲଠାରୁ ଅସ୍ବେଲୀୟ ବଂଶ; ଅହୀରାମଠାରୁ ଅହୀରାମୀୟ ବଂଶ;
38. The sons H1121 of Benjamin H1144 after their families H4940 : of Bela H1106 , the family H4940 of the Belaites H1108 : of Ashbel H788 , the family H4940 of the Ashbelites H789 : of Ahiram H297 , the family H4940 of the Ahiramites H298 :
39. ଶୂଫମଠାରୁ ଶୂଫମୀୟ ବଂଶ; ହୂଫମଠାରୁ ହୂଫମୀୟ ବଂଶ
39. Of Shupham H8197 , the family H4940 of the Shuphamites H7781 : of Hupham H2349 , the family H4940 of the Huphamites H2350 .
40. ପୁଣି ବେଲାର ସନ୍ତାନ ଅର୍ଦ ନାମାନ; ଅର୍ଦଠାରୁ ଅର୍ଦୀୟ ବଂଶ; ନାମାନଠାରୁ ନାମାନୀୟ ବଂଶ
40. And the sons H1121 of Bela H1106 were H1961 Ard H714 and Naaman H5283 : of Ard , the family H4940 of the Ardites H716 : and of Naaman H5283 , the family H4940 of the Naamites H5280 .
41. ଆପଣା ଆପଣା ବଂଶାନୁସାରେ ଏମାନେ ବିନ୍ୟାମୀନର ସନ୍ତାନ ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଛଅ ଶହ ଜଣ
41. These H428 are the sons H1121 of Benjamin H1144 after their families H4940 : and they that were numbered H6485 of them were forty H705 and five H2568 thousand H505 and six H8337 hundred H3967 .
42. ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ; ଶୂହମଠାରୁ ଶୂହମୀୟ ବଂଶ ଏମାନେ ଆପଣା ଆପଣା ବଂଶାନୁସାରେ ଦାନର ବଂଶ
42. These H428 are the sons H1121 of Dan H1835 after their families H4940 : of Shuham H7748 , the family H4940 of the Shuhamites H7749 . These H428 are the families H4940 of Dan H1835 after their families H4940 .
43. ଶୂହମୀୟ ସମସ୍ତ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ଚାରି ଶହ ଲୋକ ହେଲେ
43. All H3605 the families H4940 of the Shuhamites H7749 , according to those that were numbered H6485 of them, were threescore H8346 and four H702 thousand H505 and four H702 hundred H3967 .
44. ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନିଠାରୁ ଯିମ୍ନୀୟ ବଂଶ; ଯିସ୍ବିଠାରୁ ଯିସ୍ବୀୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ
44. Of the children H1121 of Asher H836 after their families H4940 : of Jimna H3232 , the family H4940 of the Jimnites H3232 : of Jesui H3440 , the family H4940 of the Jesuites H3441 : of Beriah H1283 , the family H4940 of the Beriites H1284 .
45. ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲକୀୟେଲଠାରୁ ମଲକୀୟେଲୀୟ ବଂଶ
45. Of the sons H1121 of Beriah H1283 : of Heber H2268 , the family H4940 of the Heberites H2277 : of Malchiel H4439 , the family H4940 of the Malchielites H4440 .
46. ଆଶେରର କନ୍ୟାର ନାମ ସାରହ
46. And the name H8034 of the daughter H1323 of Asher H836 was Sarah H8294 .
47. ଆଶେରର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ; ତେପନ ହଜାର ଚାରି ଶହ ଲୋକ ହେଲେ
47. These H428 are the families H4940 of the sons H1121 of Asher H836 according to those that were numbered H6485 of them; who were fifty H2572 and three H7969 thousand H505 and four H702 hundred H3967 .
48. ଆପଣା ଆପଣା ବଂଶାନୁସାରେ ନପ୍ତାଲିର ସନ୍ତାନ; ଯହସୀୟେଲଠାରୁ ଯହସୀୟେଲୀୟ ବଂଶ; ଗୂନିଠାରୁ ଗୂନୀୟ ବଂଶ;
48. Of the sons H1121 of Naphtali H5321 after their families H4940 : of Jahzeel H3183 , the family H4940 of the Jahzeelites H3184 : of Guni H1476 , the family H4940 of the Gunites H1477 :
49. ଯେତ୍ସରଠାରୁ ଯେତ୍ସରୀୟ ବଂଶ; ଶିଲ୍ଲେମଠାରୁ ଶିଲ୍ଲେମୀୟ ବଂଶ
49. Of Jezer H3337 , the family H4940 of the Jezerites H3339 : of Shillem H8006 , the family H4940 of the Shillemites H8016 .
50. ଆପଣା ଆପଣା ବଂଶାନୁସାରେ ଏହି ସକଳ ନପ୍ତାଲିର ବଂଶ ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଚାରି ଶହ ଜଣ
50. These H428 are the families H4940 of Naphtali H5321 according to their families H4940 : and they that were numbered H6485 of them were forty H705 and five H2568 thousand H505 and four H702 hundred H3967 .
51. ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା ଛଅ ଲକ୍ଷ ଏକ ହଜାର ସାତ ଶହ ତିରିଶ ଥିଲା
51. These H428 were the numbered H6485 of the children H1121 of Israel H3478 , six H8337 hundred H3967 thousand H505 and a thousand H505 seven H7651 hundred H3967 and thirty H7970 .
52. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
52. And the LORD H3068 spoke H1696 unto H413 Moses H4872 , saying H559 ,
53. ନାମସଂଖ୍ୟାନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ
53. Unto these H428 the land H776 shall be divided H2505 for an inheritance H5159 according to the number H4557 of names H8034 .
54. ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ
54. To many H7227 thou shalt give the more H7235 inheritance H5159 , and to few H4592 thou shalt give the less H4591 inheritance H5159 : to every one H376 shall his inheritance H5159 be given H5414 according to H6310 those that were numbered H6485 of him.
55. ତଥାପି ଗୁଲିବାଣ୍ଟ ଦ୍ଵାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ
55. Notwithstanding H389 H853 the land H776 shall be divided H2505 by lot H1486 : according to the names H8034 of the tribes H4294 of their fathers H1 they shall inherit H5157 .
56. ବହୁତ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ
56. According to H5921 H6310 the lot H1486 shall the possession H5159 thereof be divided H2505 between H996 many H7227 and few H4592 .
57. ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତ୍ଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ
57. And these H428 are they that were numbered H6485 of the Levites H3881 after their families H4940 : of Gershon H1648 , the family H4940 of the Gershonites H1649 : of Kohath H6955 , the family H4940 of the Kohathites H6956 : of Merari H4847 , the family H4940 of the Merarites H4848 .
58. ଲେବୀୟ ବଂଶ ଏହି; ଲିବ୍ନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୂଶୀୟ ବଂଶ, କୋରହୀ ବଂଶ
58. These H428 are the families H4940 of the Levites H3881 : the family H4940 of the Libnites H3864 , the family H4940 of the Hebronites H2276 , the family H4940 of the Mahlites H4250 , the family H4940 of the Mushites H4188 , the family H4940 of the Korathites H7145 . And Kohath H6955 begot H3205 H853 Amram H6019 .
59. ସେହି କହାତର ପୁତ୍ର ଅମ୍ରମ୍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା ସେ ଅମ୍ରମର ଔରସରେ ହାରୋଣ ମୋଶା ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା
59. And the name H8034 of Amram H6019 's wife H802 was Jochebed H3115 , the daughter H1323 of Levi H3878 , whom H834 her mother bore H3205 to Levi H3878 in Egypt H4714 : and she bore H3205 unto Amram H6019 H853 Aaron H175 and Moses H4872 , and Miriam H4813 their sister H269 .
60. ହାରୋଣଠାରୁ ନାଦବ ଅବୀହୂ, ପୁଣି ଇଲୀୟାସର ଈଥାମର ଜନ୍ମିଲେ
60. And unto Aaron H175 was born H3205 H853 Nadab H5070 , and Abihu H30 , H853 Eleazar H499 , and Ithamar H385 .
61. ମାତ୍ର ନାଦବ୍ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ
61. And Nadab H5070 and Abihu H30 died H4191 , when they offered H7126 strange H2114 fire H784 before H6440 the LORD H3068 .
62. ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାʼନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ
62. And those that were numbered H6485 of them were H1961 twenty H6242 and three H7969 thousand H505 , all H3605 males H2145 from a month H2320 old H4480 H1121 and upward H4605 : for H3588 they were not H3808 numbered H6485 among H8432 the children H1121 of Israel H3478 , because H3588 there was no H3808 inheritance H5159 given H5414 them among H8432 the children H1121 of Israel H3478 .
63. ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଇସ୍ରାଏଲ-ସନ୍ତାନଗଣର ଗଣନାକାରୀ ମୋଶା ଇଲୀୟାସର ଯାଜକ ଦ୍ଵାରା ଏସମସ୍ତେ ଗଣାଗଲେ
63. These H428 are they that were numbered H6485 by Moses H4872 and Eleazar H499 the priest H3548 , who H834 numbered H6485 H853 the children H1121 of Israel H3478 in the plains H6160 of Moab H4124 by H5921 Jordan H3383 near Jericho H3405 .
64. ମାତ୍ର ସୀନୟ-ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣର ଗଣନାକାରୀ ମୋଶା ହାରୋଣ ଯାଜକ ଦ୍ଵାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ଥିଲା
64. But among these H428 there was H1961 not H3808 a man H376 of them whom Moses H4872 and Aaron H175 the priest H3548 numbered H4480 H6485 , when H834 they numbered H6485 H853 the children H1121 of Israel H3478 in the wilderness H4057 of Sinai H5514 .
65. କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ନୂନର ପୁତ୍ର ଯିହୋଶୂୟ ଛଡ଼ା ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ
65. For H3588 the LORD H3068 had said H559 of them , They shall surely die H4191 H4191 in the wilderness H4057 . And there was not H3808 left H3498 a man H376 of H4480 them, save H3588 H518 Caleb H3612 the son H1121 of Jephunneh H3312 , and Joshua H3091 the son H1121 of Nun H5126 .