|
|
1. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
|
1. And the LORD H3068 spoke H1696 unto H413 Moses H4872 , saying H559 ,
|
2. ପ୍ରତ୍ୟେକ କୁଷ୍ଠୀକି ଓ ପ୍ରତ୍ୟେକ ପ୍ରମେହୀକି ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକି ଛାଉଣିରୁ ବାହାର କରିବା ପାଇଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ ।
|
2. Command H6680 H853 the children H1121 of Israel H3478 , that they put out H7971 of H4480 the camp H4264 every H3605 leper H6879 , and every one H3605 that hath an issue H2100 , and whosoever H3605 is defiled H2931 by the dead H5315 :
|
3. ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କୁ ବାହାର କରିବ, ତୁମ୍ଭେମାନେ ଛାଉଣିର ବାହାରେ ସେମାନଙ୍କୁ ରଖିବ; ସେମାନଙ୍କର ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି ନ କରନ୍ତୁ ।
|
3. Both male H4480 H2145 and H5704 female H5347 shall ye put out H7971 , without H413 H4480 H2351 the camp H4264 shall ye put H7971 them ; that they defile H2930 not H3808 H853 their camps H4264 , in the midst H8432 whereof H834 I H589 dwell H7931 .
|
4. ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହିରୂପ କଲେ, ପୁଣି ଛାଉଣିର ବାହାରେ ସେମାନଙ୍କୁ ରଖିଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି କହିଲେ, ଇସ୍ରାଏଲ-ସନ୍ତାନଗଣ ସେପରି କଲେ ।
|
4. And the children H1121 of Israel H3478 did H6213 so H3651 , and put them out H7971 H853 without H413 H4480 H2351 the camp H4264 : as H834 the LORD H3068 spoke H1696 unto H413 Moses H4872 , so H3651 did H6213 the children H1121 of Israel H3478 .
|
5. ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
|
5. And the LORD H3068 spoke H1696 unto H413 Moses H4872 , saying H559 ,
|
6. ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ତନୀୟ ହୁଏ,
|
6. Speak H1696 unto H413 the children H1121 of Israel H3478 , When H3588 a man H376 or H176 woman H802 shall commit H6213 any H4480 H3605 sin H2403 that men H120 commit , to do H4603 a trespass H4604 against the LORD H3068 , and that H1931 person H5315 be guilty H816 ;
|
7. ତେବେ ସେ ଆପଣା କୃତ ପାପ ସ୍ଵୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ହେତୁରୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି, ତାହାକୁ ଦେବ ।
|
7. Then they shall confess H3034 H853 their sin H2403 which H834 they have done H6213 : and he shall recompense H7725 his H853 trespass H817 with the principal H7218 thereof , and add H3254 unto H5921 it the fifth H2549 part thereof , and give H5414 it unto him against whom H834 he hath trespassed H816 .
|
8. ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯେବେ ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ଛଡ଼ା ଯଦ୍ଦ୍ଵାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ ।
|
8. But if H518 the man H376 have no H369 kinsman H1350 to recompense H7725 the trespass H817 unto H413 , let the trespass H817 be recompensed H7725 unto the LORD H3068 , even to the priest H3548 ; beside H4480 H905 the ram H352 of the atonement H3725 , whereby H834 an atonement shall be made H3722 for H5921 him.
|
9. ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ ।
|
9. And every H3605 offering H8641 of all H3605 the holy things H6944 of the children H1121 of Israel H3478 , which H834 they bring H7126 unto the priest H3548 , shall be H1961 his.
|
10. ପ୍ରତ୍ୟେକ ମନୁଷ୍ୟର ଉତ୍ସର୍ଗୀତ ପବିତ୍ର ବସ୍ତୁ ତାହାର ହେବ; ମନୁଷ୍ୟ ଯେକୌଣସି ବସ୍ତୁ ଯାଜକକୁ ଦିଏ, ତାହା ତାହାର ହେବ ।
|
10. And every man H376 's H853 hallowed things H6944 shall be H1961 his: whatsoever H834 any man H376 giveth H5414 the priest H3548 , it shall be H1961 his.
|
11. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
|
11. And the LORD H3068 spoke H1696 unto H413 Moses H4872 , saying H559 ,
|
12. ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯେବେ ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ,
|
12. Speak H1696 unto H413 the children H1121 of Israel H3478 , and say H559 unto H413 them, If H3588 any man H376 H376 's wife H802 go aside H7847 , and commit H4603 a trespass H4604 against him,
|
13. ଅର୍ଥାତ୍, ଯେବେ କୌଣସି ପୁରୁଷ ତାହା ସହିତ ସଂସର୍ଗ କରେ ଓ ତାହା ତାହାର ସ୍ଵାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ ଓ ସେ ଅଶୁଚି ହୁଏ, ପୁଣି ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଅବା ସେ କର୍ମ ବେଳେ ଧରା ପଡ଼ି ନ ଥାଏ;
|
13. And a man H376 lie H7901 with H854 her carnally H7902 H2233 , and it be hid H5956 from the eyes H4480 H5869 of her husband H376 , and be kept close H5641 , and she H1931 be defiled H2930 , and there be no H369 witness H5707 against her, neither H3808 she H1931 be taken H8610 with the manner ;
|
14. ଆଉ ଯେବେ ସ୍ଵାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜ୍ଵଳେ; ଅବା ଭାର୍ଯ୍ୟା ଅଶୁଚି ନୋହିଲେ ହେଁ ଯେବେ ସ୍ଵାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜ୍ଵଳେ;
|
14. And the spirit H7307 of jealousy H7068 come H5674 upon H5921 him , and he be jealous H7065 H853 of his wife H802 , and she H1931 be defiled H2930 : or H176 if the spirit H7307 of jealousy H7068 come H5674 upon H5921 him , and he be jealous H7065 H853 of his wife H802 , and she H1931 be not H3808 defiled H2930 :
|
15. ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଐଫାର ଦଶମାଂଶ ଯବ-ମଇଦା ଉପହାର ଆଣିବ; ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ ଅପରାଧ-ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ ।
|
15. Then shall the man H376 bring H935 H853 his wife H802 unto H413 the priest H3548 , and he shall bring H935 H853 her offering H7133 for H5921 her , the tenth H6224 part of an ephah H374 of barley H8184 meal H7058 ; he shall pour H3332 no H3808 oil H8081 upon H5921 it, nor H3808 put H5414 frankincense H3828 thereon H5921 ; for H3588 it H1931 is an offering H4503 of jealousy H7068 , an offering H4503 of memorial H2146 , bringing iniquity to remembrance H2142 H5771 .
|
16. ଏଉତ୍ତାରେ ଯାଜକ ସେହି ସ୍ତ୍ରୀକି ନିକଟକୁ ଆଣି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ।
|
16. And the priest H3548 shall bring her near H7126 H853 , and set H5975 her before H6440 the LORD H3068 :
|
17. ପୁଣି ଯାଜକ ମୃତ୍ତିକାପାତ୍ରରେ ପବିତ୍ର ଜଳ ନେବ ଓ ଯାଜକ ଆବାସର ଚଟାଣରୁ ଧୂଳି ନେଇ ସେହି ଜଳରେ ପକାଇବ ।
|
17. And the priest H3548 shall take H3947 holy H6918 water H4325 in an earthen H2789 vessel H3627 ; and of H4480 the dust H6083 that H834 is H1961 in the floor H7172 of the tabernacle H4908 the priest H3548 shall take H3947 , and put H5414 it into H413 the water H4325 :
|
18. ତହୁଁ ଯାଜକ ସେହି ସ୍ତ୍ରୀକି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି ଯାଜକ ଆପଣା ହସ୍ତରେ ଶାପଜନକ ତିକ୍ତ ଜଳ ରଖିବ ।
|
18. And the priest H3548 shall set H5975 H853 the woman H802 before H6440 the LORD H3068 , and uncover H6544 H853 the woman H802 's head H7218 , and put H5414 H853 the offering H4503 of memorial H2146 in H5921 her hands H3709 , which H1931 is the jealousy H7068 offering H4503 : and the priest H3548 shall have H1961 in his hand H3027 the bitter H4751 water H4325 that causeth the curse H779 :
|
19. ଆଉ ଯାଜକ ସେହି ସ୍ତ୍ରୀକି ଶପଥ କରାଇ କହିବ, ଯେବେ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନ ଥାଏ ଓ ତୁମ୍ଭେ ଆପଣା ସ୍ଵାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି କ୍ରିୟା କରି ନ ଥାଅ, ତେବେ ତୁମ୍ଭେ ଏହି ଶାପଜନକ ତିକ୍ତ ଜଳରୁ ମୁକ୍ତ ହୁଅ ।
|
19. And the priest H3548 shall charge her by an oath H7650 H853 , and say H559 unto H413 the woman H802 , If H518 no H3808 man H376 have lain H7901 with H854 thee , and if H518 thou hast not H3808 gone aside H7847 to uncleanness H2932 with another instead of H8478 thy husband H376 , be thou free H5352 from this H428 bitter H4751 water H4480 H4325 that causeth the curse H779 :
|
20. ମାତ୍ର ଯେବେ ତୁମ୍ଭେ ଆପଣା ସ୍ଵାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇଥାଅ ଓ ତୁମ୍ଭେ ଅଶୁଚି ହୋଇଥାଅ, ପୁଣି ତୁମ୍ଭ ସ୍ଵାମୀ ଛଡ଼ା ଅନ୍ୟ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରିଥାଏ;
|
20. But if H3588 thou H859 hast gone aside H7847 to another instead of H8478 thy husband H376 , and if H3588 thou be defiled H2930 , and some man H376 have lain H5414 H853 H7903 with thee beside H4480 H1107 thine husband H376 :
|
21. ତେବେ ସଦାପ୍ରଭୁ ତୁମ୍ଭର ଊରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭଙ୍କୁ ଶପଥ ଓ ରାଣର ଫଳ ଭୋଗ କରାଉନ୍ତୁନ୍ତ
|
21. Then the priest H3548 shall charge H7650 H853 the woman H802 with an oath H7621 of cursing H423 , and the priest H3548 shall say H559 unto the woman H802 , The LORD H3068 make H5414 thee a curse H423 and an oath H7621 among H8432 thy people H5971 , when the LORD H3068 doth make H5414 H853 thy thigh H3409 to rot H5307 , and thy belly H990 to swell H6639 ;
|
22. ତହିଁରେ ଏହି ଶାପଜନକ ଜଳ ତୁମ୍ଭ ଉଦର ଫୁଲାଇବାକୁ ଓ ଊରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ; ଏହି ସକଳ କଥା କହି ଯାଜକ ରାଣଯୁକ୍ତ ଶପଥ ଦ୍ଵାରା ସେହି ସ୍ତ୍ରୀକି ଶପଥ କରାଇବ; ତହିଁରେ ସେହି ସ୍ତ୍ରୀ ଆମେନ୍ (ଏପରି ହେଉ) କହିବ ।
|
22. And this H428 water H4325 that causeth the curse H779 shall go H935 into thy bowels H4578 , to make thy belly H990 to swell H6638 , and thy thigh H3409 to rot H5307 : And the woman H802 shall say H559 , Amen H543 , amen H543 .
|
23. ପୁଣି ଯାଜକ ସେହି ଶାପର କଥା ପୁସ୍ତକରେ ଲେଖିବ ଓ ତାହା ପୋଛି ତିକ୍ତ ଜଳରେ ପକାଇବ ।
|
23. And the priest H3548 shall write H3789 these H428 H853 curses H423 in a book H5612 , and he shall blot them out H4229 with H413 the bitter H4751 water H4325 :
|
24. ତହୁଁ ସେ ସେହି ସ୍ତ୍ରୀକି ଶାପଜନକ ତିକ୍ତ ଜଳ ପିଆଇବ; ତହିଁରେ ସେହି ଶାପଜନକ ଜଳ ତାହା ଉଦରରେ ପ୍ରବେଶ କରି ତିକ୍ତ ହେବ ।
|
24. And he shall cause H853 the woman H802 to drink H8248 H853 the bitter H4751 water H4325 that causeth the curse H779 : and the water H4325 that causeth the curse H779 shall enter H935 into her, and become bitter H4751 .
|
25. ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି ବେଦି ଉପରକୁ ଆଣିବ;
|
25. Then the priest H3548 shall take H3947 H853 the jealousy H7068 offering H4503 out of the woman H802 's hand H4480 H3027 , and shall wave H5130 H853 the offering H4503 before H6440 the LORD H3068 , and offer H7126 it upon H413 the altar H4196 :
|
26. ତହୁଁ ଯାଜକ ସେହି ଭକ୍ଷ୍ୟ-ନୈବେଦ୍ୟରୁ ମୁଠିଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକି ସେହି ଜଳ ପାନ କରାଇବ ।
|
26. And the priest H3548 shall take a handful H7061 of H4480 the offering H4503 , even H853 the memorial H234 thereof , and burn H6999 it upon the altar H4196 , and afterward H310 shall cause H853 the woman H802 to drink H8248 H853 the water H4325 .
|
27. ପୁଣି ସେ ସେହି ସ୍ତ୍ରୀକି ଜଳ ପାନ କରାଇଲେ ଏପରି ହେବ, ଯେବେ ସେହି ସ୍ତ୍ରୀ ଆପଣା ସ୍ଵାମୀ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଊରୁ ଅବଶ ହେବ; ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଶାପ ସ୍ଵରୂପ ହେବ ।
|
27. And when he hath made her to drink H8248 H853 the water H4325 , then it shall come to pass H1961 , that , if H518 she be defiled H2930 , and have done H4603 trespass H4604 against her husband H376 , that the water H4325 that causeth the curse H779 shall enter H935 into her, and become bitter H4751 , and her belly H990 shall swell H6638 , and her thigh H3409 shall rot H5307 : and the woman H802 shall be H1961 a curse H423 among H7130 her people H5971 .
|
28. ଆଉ ଯେବେ ସେହି ସ୍ତ୍ରୀ ଅଶୁଚି ନ ହୋଇ ଶୁଚି ଥାଏ, ତେବେ ସେ ମୁକ୍ତ ହେବ ଓ ଗର୍ଭଧାରଣ କରିବ ।
|
28. And if H518 the woman H802 be not H3808 defiled H2930 , but be clean H2889 ; then she shall be free H5352 , and shall conceive H2232 seed H2233 .
|
29. ଏହା ଈର୍ଷାବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ଵାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ,
|
29. This H2063 is the law H8451 of jealousies H7068 , when H834 a wife H802 goeth aside H7847 to another instead of H8478 her husband H376 , and is defiled H2930 ;
|
30. ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜ୍ଵଳିଲେ, ସେ ସେହି ସ୍ତ୍ରୀକି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ ।
|
30. Or H176 when H834 the spirit H7307 of jealousy H7068 cometh H5674 upon H5921 him , and he be jealous H7065 H853 over his wife H802 , and shall set H5975 H853 the woman H802 before H6440 the LORD H3068 , and the priest H3548 shall execute H6213 upon her H853 all H3605 this H2063 law H8451 .
|
31. ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଆପଣା ଅପରାଧ ବହିବ ।
|
31. Then shall the man H376 be guiltless H5352 from iniquity H4480 H5771 , and this H1931 woman H802 shall bear H5375 H853 her iniquity H5771 .
|