|
|
1. ଦାଉଦଙ୍କର ଗୀତ । ହେ ସଦାପ୍ରଭୋ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ ।
|
1. A Psalm of David H1732 . Unto H413 thee , O LORD H3068 , do I lift up H5375 my soul H5315 .
|
2. ହେ ମୋହର ପରମେଶ୍ଵର, ମୁଁ ତୁମ୍ଭଠାରେ ଶରଣ ନେଇଅଛି, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ମୋହର ଶତ୍ରୁମାନେ ମୋʼ ଉପରେ ଉଲ୍ଲାସ ନ କରନ୍ତୁ ।
|
2. O my God H430 , I trust H982 in thee : let me not H408 be ashamed H954 , let not H408 mine enemies H341 triumph H5970 over me.
|
3. ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; ଯେଉଁମାନେ ଅକାରଣରେ ବିଶ୍ଵାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ ।
|
3. Yea H1571 , let none H3605 H3808 that wait H6960 on thee be ashamed H954 : let them be ashamed H954 which transgress H898 without cause H7387 .
|
4. ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ; ତୁମ୍ଭର ମାର୍ଗସବୁ ମୋତେ ଶିଖାଅ ।
|
4. Show H3045 me thy ways H1870 , O LORD H3068 ; teach H3925 me thy paths H734 .
|
5. ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ଵର ଅଟ; ମୁଁ ଦିନଯାକ ତୁମ୍ଭର ଅନୁସରଣ କରେ ।
|
5. Lead H1869 me in thy truth H571 , and teach H3925 me: for H3588 thou H859 art the God H430 of my salvation H3468 ; on thee do I wait H6960 all H3605 the day H3117 .
|
6. ହେ ସଦାପ୍ରଭୋ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର । କାରଣ ତାହା ଅନାଦିକାଳୀନ ।
|
6. Remember H2142 , O LORD H3068 , thy tender mercies H7356 and thy lovingkindnesses H2617 ; for H3588 they H1992 have been ever of old H4480 H5769 .
|
7. ମୋʼ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୋ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର ।
|
7. Remember H2142 not H408 the sins H2403 of my youth H5271 , nor my transgressions H6588 : according to thy mercy H2617 remember H2142 thou H859 me for thy goodness' sake H4616 H2898 , O LORD H3068 .
|
8. ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ ।
|
8. Good H2896 and upright H3477 is the LORD H3068 : therefore H5921 H3651 will he teach H3384 sinners H2400 in the way H1870 .
|
9. ସେ ନମ୍ର ଲୋକକୁ ବିଚାରମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ ।
|
9. The meek H6035 will he guide H1869 in judgment H4941 : and the meek H6035 will he teach H3925 his way H1870 .
|
10. ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ ।
|
10. All H3605 the paths H734 of the LORD H3068 are mercy H2617 and truth H571 unto such as keep H5341 his covenant H1285 and his testimonies H5713 .
|
11. ହେ ସଦାପ୍ରଭୋ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼ ।
|
11. For thy name's sake H4616 H8034 , O LORD H3068 , pardon H5545 mine iniquity H5771 ; for H3588 it H1931 is great H7227 .
|
12. ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ ।
|
12. What H4310 man H376 is he that H2088 feareth H3373 the LORD H3068 ? him shall he teach H3384 in the way H1870 that he shall choose H977 .
|
13. ତାହାର ପ୍ରାଣ କୁଶଳରେ ବାସ କରିବ ଓ ତାହାର ବଂଶ ଦେଶ ଅଧିକାର କରିବେ ।
|
13. His soul H5315 shall dwell H3885 at ease H2896 ; and his seed H2233 shall inherit H3423 the earth H776 .
|
14. ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀ-ମାନଙ୍କଠାରେ ଥାଏନ୍ତ
|
14. The secret H5475 of the LORD H3068 is with them that fear H3373 him ; and he will show H3045 them his covenant H1285 .
|
15. ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏନ୍ତ କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ ।
|
15. Mine eyes H5869 are ever H8548 toward H413 the LORD H3068 ; for H3588 he H1931 shall pluck my feet out H3318 H7272 of the net H4480 H7568 .
|
16. ମୋʼ ପ୍ରତି ଫେର ଓ ମୋʼ ପ୍ରତି ଦୟା କର; କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ ।
|
16. Turn H6437 thee unto H413 me , and have mercy H2603 upon me; for H3588 I H589 am desolate H3173 and afflicted H6041 .
|
17. ମୋʼ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର ।
|
17. The troubles H6869 of my heart H3824 are enlarged H7337 : O bring thou me out H3318 of my distresses H4480 H4691 .
|
18. ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; ପୁଣି, ମୋହର ପାପସବୁ କ୍ଷମା କର ।
|
18. Look upon H7200 mine affliction H6040 and my pain H5999 ; and forgive H5375 all H3605 my sins H2403 .
|
19. ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ; ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି ।
|
19. Consider H7200 mine enemies H341 ; for H3588 they are many H7231 ; and they hate H8130 me with cruel H2555 hatred H8135 .
|
20. ମୋʼ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର; ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି ।
|
20. O keep H8104 my soul H5315 , and deliver H5337 me : let me not H408 be ashamed H954 ; for H3588 I put my trust H2620 in thee.
|
21. ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, କାରଣ ମୁଁ ତୁମ୍ଭର ଅନୁସରଣ କରେ ।
|
21. Let integrity H8537 and uprightness H3476 preserve H5341 me; for H3588 I wait on H6960 thee.
|
22. ହେ ପରମେଶ୍ଵର, ଇସ୍ରାଏଲକୁ ତାହାର ସମସ୍ତ ସଙ୍କଟରୁ ମୁକ୍ତ କର ।
|
22. Redeem H6299 H853 Israel H3478 , O God H430 , out of all H4480 H3605 his troubles H6869 .
|