Bible Versions
Bible Books

Psalms 150:1 (ORV) Oriya Old BSI Version

1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ପରମେଶ୍ଵରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ତଳରେ ତାହାଙ୍କର ପ୍ରଶଂସା କର;
2 ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର ତାହାଙ୍କ ଶ୍ରେଷ୍ଠ ମହତ୍ତ୍ଵାନୁସାରେ ତାହାଙ୍କର ପ୍ରଶଂସା କର
3 ତୂରୀ ଧ୍ଵନିରେ ତାହାଙ୍କର ପ୍ରଶଂସା କର; ନେବଲ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର
4 ଦାରାବାଦ୍ୟ ନୃତ୍ୟ ଦ୍ଵାରା ତାହାଙ୍କର ପ୍ରଶଂସା କର ତାରଯୁକ୍ତ ଯନ୍ତ୍ର ବଂଶୀରେ ତାହାଙ୍କର ପ୍ରଶଂସା କର
5 ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ଵନିରେ ତାହାଙ୍କର ପ୍ରଶଂସା କର;
6 ନିଃଶ୍ଵାସପ୍ରଶ୍ଵାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର
1 Praise H1984 ye the LORD. H3050 Praise H1984 God H410 in his sanctuary: H6944 praise H1984 him in the firmament H7549 of his power. H5797
2 Praise H1984 him for his mighty acts: H1369 praise H1984 him according to his excellent H7230 greatness. H1433
3 Praise H1984 him with the sound H8629 of the trumpet: H7782 praise H1984 him with the psaltery H5035 and harp. H3658
4 Praise H1984 him with the timbrel H8596 and dance: H4234 praise H1984 him with stringed instruments H4482 and organs. H5748
5 Praise H1984 him upon the loud H8088 cymbals: H6767 praise H1984 him upon the high sounding H8643 cymbals. H6767
6 Let every H3605 thing that hath breath H5397 praise H1984 the LORD. H3050 Praise H1984 ye the LORD. H3050
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×