Bible Versions
Bible Books

Psalms 14 (ORV) Oriya Old BSI Version

1 ଏକ ମୂର୍ଖ ଲୋକ ନିଜ ହୃଦଯରେ ହେ, "ପରମେଶ୍ବର ନାହାଁନ୍ତି।" ସହେି ମୂର୍ଖମାନେ ଭ୍ରଷ୍ଟ ସମାନେେ ଘୃଣା ୟୋଗ୍ଯ କାର୍ୟ୍ଯ କରନ୍ତି। ସମାନଙ୍କେ ମଧ୍ୟରେ ଉତ୍ତମ କାର୍ୟ୍ଯ କରିଥିବା ଲୋକ କହେି ନାହାଁନ୍ତି।
2 ସଦାପ୍ରଭୁ ସ୍ବର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷପେ କରି ଦେଖନ୍ତି ୟଦି କହେି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ। ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ବରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରେତ୍ୟକକ ମଣିଷ ଆଜି ପରମେଶ୍ବରଙ୍କଠାରୁ ଦୂରଇେ ୟାଇଛନ୍ତି। ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହାଇେଛନ୍ତି। ଜଣେ ବି କହେି ଆଜି ଭଲ କାର୍ୟ୍ଯ କରୁଥିବା ଲୋକ ନାହାଁନ୍ତି।
4 ଦୁଷ୍ଟ ଲୋକମାନେ ମାରେ ଅନକେ ଲୋକଙ୍କୁ ନଷ୍ଟ କରିଛନ୍ତି ସହେି ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହାଇେ ପାରନ୍ତି ନାହିଁ।
5 ସହେି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି କାହିଁକି ? କାରଣ ସହେି ନିରୀହ ଲୋକଟି ପରମେଶ୍ବରଙ୍କ ଉପରେ ନିର୍ଭରଶୀଳ କିନ୍ତୁ ପରମେଶ୍ବର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି। ତଣେୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ବରଙ୍କୁ ଭୟ କରିବା ଉଚିତ୍।
6
7 ମୁଁ ଆଶାକରେ କହେି ଜଣେ ତାଙ୍କର ମନ୍ଦିରରୁ ସିଯୋନ ପର୍ବତ ଉପରକୁ ଆସନ୍ତା ଏବଂ ଇଶ୍ରାୟେଲକୁ ରକ୍ଷା କରନ୍ତା। ସେତବେେଳେ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତା ହେଲେ ୟାକୁବ ଆହ୍ଲାଦିତ ହବେ। ଇଶ୍ରାୟେଲ ବହୁତ ଖୁସି ହବେ।
1 To the chief Musician H5329 , A Psalm of David H1732 L-NAME . The fool H5036 AMS hath said H559 VQQ3MS in his heart H3820 , There is no H369 NPAR God H430 EDP . They are corrupt H7843 , they have done abominable H8581 works H5949 , there is none H369 NPAR that doeth H6213 good H2896 AMS .
2 The LORD H3068 looked down H8259 from heaven H8064 upon H5921 PREP the children H1121 of men H120 NMS , to see H7200 L-VQFC if there were H3426 I-ADV any that did understand H7919 , and seek H1875 God H430 NAME-4MP .
3 They are all H3605 gone aside H5493 , they are all together H3162 ADV-3MS become filthy H444 : there is none H369 NPAR that doeth H6213 good H2896 AMS , no H369 NPAR , not H1571 CONJ one H259 ONUM .
4 Have all H3605 NMS the workers H6466 VQCMP of iniquity H205 NMS no H3808 ADV knowledge H3045 VQQ3MP ? who eat up H398 my people H5971 as they eat H398 bread H3899 NMS , and call H7121 not H3808 NADV upon the LORD H3068 EDS .
5 There H8033 ADV were they in great fear H6342 : for H3588 CONJ God H430 EDP is in the generation H1755 of the righteous H6662 .
6 Ye have shamed H954 the counsel H6098 CFS of the poor H6041 AMS , because H3588 CONJ the LORD H3068 EDS is his refuge H4268 .
7 Oh that IPRO the salvation H3444 of Israel H3478 were come out of Zion H6726 ! when the LORD H3068 EDS bringeth back H7725 the captivity H7622 of his people H5971 , Jacob H3290 shall rejoice H1523 , and Israel H3478 shall be glad H8055 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×