Bible Versions
Bible Books

Psalms 29 (ORV) Oriya Old BSI Version

1 ଦାଉଦଙ୍କର ଗୀତ ହେ ବିକ୍ରମୀ-ସନ୍ତାନଗଣ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କର ଗୌରବ ପରାକ୍ରମ କୀର୍ତ୍ତନ କର
2 ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କୁ ପ୍ରଣାମ କର
3 ଜଳରାଶି ଉପରେ ସଦାପ୍ରଭୁଙ୍କର ରବ ଅଛି; ଗୌରବମୟ ପରମେଶ୍ଵର ବଜ୍ରନାଦ କରନ୍ତି, ସଦାପ୍ରଭୁ ଅପାର ଜଳରାଶି ଉପରେ ବିଦ୍ୟମାନ
4 ସଦାପ୍ରଭୁଙ୍କ ରବ ଶକ୍ତିବିଶିଷ୍ଟ; ସଦାପ୍ରଭୁଙ୍କ ରବ ପ୍ରତାପପୂର୍ଣ୍ଣ
5 ସଦାପ୍ରଭୁଙ୍କ ରବ ଏରସ ବୃକ୍ଷମାନ ଭାଙ୍ଗି ପକାଏ; ହଁ, ସଦାପ୍ରଭୁ ଲିବାନୋନ୍ର ଏରସ ବୃକ୍ଷସବୁ ଖଣ୍ତ ଖଣ୍ତ କରି ଭାଙ୍ଗି ପକାନ୍ତି
6 ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; ଲିବାନୋନ୍ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି
7 ସଦାପ୍ରଭୁଙ୍କ ରବ ଅଗ୍ନିଶିଖା ବିଭକ୍ତ କରେ
8 ସଦାପ୍ରଭୁଙ୍କ ରବ ପ୍ରାନ୍ତରକୁ କମ୍ପିତ କରେ; ସଦାପ୍ରଭୁ କାଦେଶର ପ୍ରାନ୍ତରକୁ କମ୍ପିତ କରନ୍ତି
9 ସଦାପ୍ରଭୁଙ୍କ ରବ ହରିଣୀମାନଙ୍କୁ ପ୍ରସବ କରାଏ ବନସମୂହକୁ ବିବସ୍ତ୍ର କରେ; ପୁଣି, ତାହାଙ୍କ ମନ୍ଦିରରେ ସମସ୍ତ ବିଷୟ ଗୌରବ, ଗୌରବ ବୋଲି କହନ୍ତି
10 ସଦାପ୍ରଭୁ ଜଳପ୍ଲାବନରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ; ହଁ, ସଦାପ୍ରଭୁ ଅନନ୍ତକାଳ ରାଜା ତୁଲ୍ୟ ଉପବିଷ୍ଟ ଅଟନ୍ତି
11 ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ; ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ
1 A Psalm H4210 of David. H1732 Give H3051 unto the LORD, H3068 O ye mighty H1121 H410 , give H3051 unto the LORD H3068 glory H3519 and strength. H5797
2 Give H3051 unto the LORD H3068 the glory H3519 due unto his name; H8034 worship H7812 the LORD H3068 in the beauty H1927 of holiness. H6944
3 The voice H6963 of the LORD H3068 is upon H5921 the waters: H4325 the God H410 of glory H3519 thundereth: H7481 the LORD H3068 is upon H5921 many H7227 waters. H4325
4 The voice H6963 of the LORD H3068 is powerful; H3581 the voice H6963 of the LORD H3068 is full of majesty. H1926
5 The voice H6963 of the LORD H3068 breaketh H7665 the cedars; H730 yea , the LORD H3068 breaketh H7665 H853 the cedars H730 of Lebanon. H3844
6 He maketh them also to skip H7540 like H3644 a calf; H5695 Lebanon H3844 and Sirion H8303 like H3644 a young H1121 unicorn. H7214
7 The voice H6963 of the LORD H3068 divideth H2672 the flames H3852 of fire. H784
8 The voice H6963 of the LORD H3068 shaketh H2342 the wilderness; H4057 the LORD H3068 shaketh H2342 the wilderness H4057 of Kadesh. H6946
9 The voice H6963 of the LORD H3068 maketh the hinds H355 to calve, H2342 and discovereth H2834 the forests: H3295 and in his temple H1964 doth every one H3605 speak of H559 his glory. H3519
10 The LORD H3068 sitteth H3427 upon the flood; H3999 yea , the LORD H3068 sitteth H3427 King H4428 forever. H5769
11 The LORD H3068 will give H5414 strength H5797 unto his people; H5971 the LORD H3068 will bless H1288 H853 his people H5971 with peace. H7965
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×