Bible Versions
Bible Books

1 Chronicles 11 (ORV) Oriya Old BSI Version

1 ଇଶ୍ରାୟେଲର ସମସ୍ତ ଲୋକ ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଲେ। ସମାନେେ ଦାଉଦଙ୍କୁ କହିଲେ, "ଆମ୍ଭମାନେେ ତୁମ୍ଭର ନିଜ ମାଂସ ରକ୍ତ।
2 ଯେତବେେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନତେୃତ୍ବ ନଇେ ଇଶ୍ରାୟେଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, 'ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ଯ ହବେ।"
3 ଇଶ୍ରାୟେଲର ସମସ୍ତ ନେତାମାନେ ହିବ୍ରୋଣ ରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ସମାନଙ୍କେ ସହିତ ଏକ ଚୁକ୍ତି କଲେ। ତା'ପରେ ନେତାମାନେ ଦାଉଦଙ୍କୁ ଇଶ୍ରାୟେଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁଯଲଙ୍କେ ଭବିଷ୍ଯତବାଣୀ ଅନୁସାରେ ଏହା ଅବଶ୍ଯ ଘଟିବ।
4 ଦାଉଦ ଇଶ୍ରାୟେଲର ସମସ୍ତ ଲୋକ ୟିରୁଶାଲମକୁ ଗଲେ। ସହେି ସମୟରେ ୟିରୁଶାଲମକୁ ୟିବୂଷ ବୋଲି କୁହାଯାଉଥିଲା। ସହେି ନଗର ରେ ବାସ କରୁଥିବା ଲୋକମାନଙ୍କୁ ୟିବୂଷୀଯ ନାମ ରେ ନାମିତ କରାୟାଇଥିଲା।
5 ୟିବୂଷ ରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, "ତୁମ୍ଭେ ଆମ୍ଭମାନଙ୍କ ନଗର ମଧିଅରେ ପ୍ରବେଶ କରିପାରିବ ନାହିଁ।" କିନ୍ତୁ ଦାଉଦ ସମାନଙ୍କେୁ ପରାସ୍ତ କରି ଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମ ରେ ଜଣାଗଲା।
6 ଦାଉଦ କହିଲେ, " ଯେଉଁ ବ୍ଯକ୍ତି ୟିବୂଷୀଯ ଲୋକମାନଙ୍କ ଉପରେ ଆକ୍ରମଣର ନତେୃତ୍ବ ନବେ, ସେ ମାରେ ସମଗ୍ର ସନୋବାହିନୀର ସନୋପତି ହବେ।" ତେଣୁ ଯୋୟାବ୍ ଏହି ଆକ୍ରମଣର ନତେୃତ୍ବ ନେଲେ। ଯୋୟାବ୍ ସରୁଯାଙ୍କ ପୁତ୍ର ଥିଲେ। ଯୋୟାବ ସୈନ୍ଯଦଳର ସନୋପତି ହେଲେ।
7 ଏହାପରେ ଦାଉଦ ଦୁର୍ଗ ମଧିଅରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
8 ଦାଉଦ ଦୁର୍ଗ ଚତୁର୍ଦ୍ଦିଗ ରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ୟ୍ଯନ୍ତ ତାହା ନିର୍ମାଣ କଲେ। ଯୋୟାବ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ୟ୍ଯ କଲେ।
9 ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ଯାଧିପତି ସଦାପ୍ରଭୁ ତାଙ୍କ ସହିତ ରେ ଥିଲେ।
10 ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ସମସ୍ତ ଘଟିଲା।
11 ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ତାଲିକା ଏହି ପ୍ରକାର ରେ ଥିଲା :
12 ତା'ପରେ ଥହୋହୀଯ ଦୋଦୟର ପୁତ୍ର ଇଲିଯାସର। ଇଲିଯାସର ଏହି ତିନି ବୀରଙ୍କ ମଧିଅରେ ଜଣେ ଥିଲେ।
13 ଇଲିଯାସର ଦାଉଦଙ୍କ ସହିତ ପଶଦମ୍ମୀମ ରେ ଥିଲେ। ପଲେଷ୍ଟୀୟମାନେ ୟୁଦ୍ଧ କରିବା ନିମନ୍ତେ ସହେି ସ୍ଥାନକୁ ଆସିଥିଲେ। ସହେି ସ୍ଥାନ ରେ ୟବ ରେ ପରିପୂର୍ଣ୍ଣ କ୍ଷତଟେିଏ ଥିଲା। ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡ଼ରି ପଳାଯନ କଲେ।
14 କିନ୍ତୁ ସହେି ତିନି ବୀର ସହେି କ୍ଷତେ ମଧିଅରେ ଠିଆ ହାଇେ ରହିଲେ ସମାନଙ୍କେର ପ୍ରତିରୋଧ କଲେ। ସମାନେେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଏକ ମହାବିଜଯ ପ୍ରଦାନ କଲେ।
15 ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫା ରେ ଥିଲା ବେଳେ, ଯେତବେେଳେ ପଲେଷ୍ଟୀୟ ସୈନ୍ଯମାନେ ରଫାଯୀମ ଉପତ୍ୟକା ରେ ଛାଉଣୀ ପକାଇ ଥିଲେ, ତିରିଶ ଜଣ ବୀରଙ୍କ ମଧ୍ଯରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପଟଇେେ ପଟଇେେ ଦାଉଦଙ୍କ ନିକଟରେ ପହନ୍ଚିଲେ।
16 ଆଉଥରେ, ଦାଉଦ ଦୁର୍ଗ ମଧିଅରେ ଥିଲେ ପଲେଷ୍ଟୀୟ ସୈନ୍ଯମାନଙ୍କର ଏକ ଦଳ ବୈଥଲହମେ ରେ ଥିଲେ।
17 ଦାଉଦ କହିଲେ, "ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କହେି ମାେତେ ପାଣି ପିଇବାକୁ ଦିଅନ୍ତା କି ?"
18 କିନ୍ତୁ ଏହି ତିନିଜଣ ପଲେଷ୍ଟୀୟ ସୈନ୍ଯମାନଙ୍କ ସହିତ ୟୁଦ୍ଧ କରି କରି ସମାନଙ୍କେ ମଧ୍ଯ ଦଇେ ଗଲେ। ଏହି ତିନି ବ୍ଯକ୍ତି ବୈଥଲହମେ ନଗରର ଦ୍ବାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହାପରେ ଏହି ତିନି ବୀର ସହେି ଜଳକୁ ନଇେ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ସ୍ବରୂପେ ସହେି ଜଳକୁ ଭୂମିରେ ଢ଼ାଳିଲେ।
19 ଦାଉଦ କହିଲେ, " ହେ ପରମେଶ୍ବର, ମୁଁ ଏହି ଜଳକୁ ପାନ କରି ପା ରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମାେ' ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ବାରା ସମାନଙ୍କେ ରକ୍ତ ପାନ କରିବା ସଦୃଶ ହବେ।" ସେଥି ନିମନ୍ତେ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନକେ ଦୁଃସାହସିକ କାର୍ୟ୍ଯମାନ କରିଥିଲେ।
20 ଯୋୟାବଙ୍କ ଭ୍ରାତା ଅବୀଶଯ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ବାରା 30 ଲୋକଙ୍କ ସହିତ ୟୁଦ୍ଧ କରିଥିଲେ ସମାନଙ୍କେୁ ବଧ କରିଥିଲେ। ଅବୀଶଯ ମଧ୍ଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।
21 ଅବୀଶଯ ତିରିଶ ଜଣ ବୀରଙ୍କଠାରୁ ଦ୍ବିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ଯରୁ ଅନ୍ୟତମ ହାଇେଥିଲେ ସୁଦ୍ଧା ସମାନଙ୍କେର ନେତା ହାଇପୋରିଥିଲେ।
22 ଯିହାୟୋଦାରଦରଙ୍କ ପୁତ୍ର ବନାଯ ଜଣେ ପରାକ୍ରମୀ ବ୍ଯକ୍ତିଙ୍କର ପୁତ୍ର ଥିଲେ। ସେ କବ ସେଲୀଯ ଲୋକ ଥିଲେ। ବନାଯ ସାହସୀ କାର୍ୟ୍ଯମାନ କଲେ। ବନାଯ ମାୟୋବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ଯରୁ ଦୁଇଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାଯ ଭୂମି ମଧ୍ଯସ୍ଥ ଏକ ଗାତ ମଧିଅରେ ପଶି ଗୋଟିଏ ସିଂହକୁ ବଧ କଲେ।
23 ବନାଯ ଜଣେ ଅତିକାଯ ମିସ୍ରୀଯ ସୈନ୍ଯକୁ ବଧ କଲେ। ସହେି ବ୍ଯକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସହେି ମିସ୍ରୀଯ ନିକଟରେ ଏକ ବଡ଼ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାଯ ନିକଟରେ କବଳେ ଠେଙ୍ଗାଟିଏ ଥିଲା। ବନାଯ ସହେି ମିସ୍ରୀଯ ବ୍ଯକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼ଇେ ନେଲେ। ଏହାପରେ ବନାଯ ସହେି ମିସ୍ରୀଯକୁ ତାହାର ନିଜ ବର୍ଚ୍ଛା ଦ୍ବାରା ବିଦ୍ଧ କରି ହତ୍ଯା କଲେ।
24 ଯିହାୟୋଦାରଦାଙ୍କ ପୁତ୍ର ବନାଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।
25 ବନାଯ ତିରିଶ ଜଣ ବୀରଙ୍କଠାରୁ ମଧ୍ଯ ବିଖ୍ଯାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ଯରୁ ଜଣେ ଥିଲେ। ଦାଉଦ ବନାଯଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।
26 ବୀର ସୈନ୍ଯ, ତିରିଶ ଜଣ ବୀରମାନେ ଥିଲେ : ଯୋୟାବର ଭ୍ରାତା ଅସା ହେଲ, ବୈଥଲହମେସ୍ଥ ଦୋଦୟର ପୁତ୍ର ଇଲହାନନ୍ ;
27 ହରୋରୀଯ ଶମ୍ନୋତ୍, ପଲୋନୀୟ ହେଲସ୍,
28 ତକୋୟିୟ, ଇକ୍କୋଶର ପୁତ୍ର ଇରା, ଅନାେଥାତୀଯ ଅବୀୟେଷର ;
29 ହୁଶାତୀଯ ସିଦ୍ଦଖଯ, ଅହୋହୀଯ ଈଲଯ ;
30 ନଟୋଫାତୀଯ ମହରଯ, ନଟୋଫାତୀଯ, ବାନାଙ୍କର ପୁତ୍ର ହେଲଦ୍ ;
31 ବିନ୍ଯାମୀନସ୍ଥ ରୀବିଯାର ଗୀବଯଙ୍କ ପୁତ୍ର ଇତ୍ତଯ, ପିରିଯାଥୋନୀଯ ବନାଯ ;
32 ଗାଶ୍ ନଦୀ ତୀରସ୍ଥ ହୂରିଯ, ଅର୍ଦ୍ଦତୀଯ ଅବୀଯଲେ ;
33 ବାହରୁମୀଯ ଅସ୍ମାବତ୍, ଶାଲବନେୀଯ ଇଲୀଯହବ ;
34 ଗଷୋନୀଯ ହାଷମଙ୍କେ ପୁତ୍ରଗଣ, ହରାରୀଯ ଶାଗିର ପୁତ୍ର ଯୋନାଥନ ;
35 ହରାରୀଯ ସାଖରଙ୍କ ପୁତ୍ର ଅହୀଯାମ୍, ଉରର ପୁତ୍ର ଇଲୀଫାଲ ;
36 ମଖରୋତୀଯ ହଫେର୍, ପଲୋନୀୟ ଅହିଯ ;
37 କର୍ମିଲୀଯ ହିଷ୍ରଯ, ଇଷବଯଙ୍କ ପୁତ୍ର ନାରଯ ;
38 ନାଥନଙ୍କ ଭ୍ରାତା ଯାୟେଲ, ହଗ୍ରିଙ୍କ ପୁତ୍ର ମିଭର ;
39 ଅେମ୍ମାନୀୟ ସେଲକ, ବରେୋତୀର ନହରଯ (ନହରଯ ସରୁଯାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା)
40 ୟିତ୍ରୀଯ ଗା ରେବ୍ ;
41 ହିତ୍ତୀଯ ଊରିଯ, ଅହଲଯର ପୁତ୍ର ସାବଦ୍ ;
42 ରୁବନଙ୍କେ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। ( ସେ ରୁବନେ ପରିବାର ବର୍ଗର ମୁଖ୍ଯ ଥିଲେ, ଏବଂ ତାଙ୍କ ସହିତ ତିରିଶ ଜଣ ସୈନ୍ଯ ଥିଲେ।) ;
43 ମାଖାର ପୁତ୍ର ହାନନ୍, ମିତ୍ନୀଯ ୟୋଶାଫଟ ;
44 ଅଷ୍ଟାରୋତୀଯ ଉଷିୟ ; ଅରୋଯରେୀଯ ହୋଥମଙ୍କ ପୁତ୍ରଗଣ ଶାମ୍ ୟିଯୀଯଲେ,
45 ଶିମ୍ରିଙ୍କ ପୁତ୍ର ୟିଦୀଯଲେ, ତୀଷୀଯ ୟୋହା ତାଙ୍କ ଭ୍ରାତା ୟୋହା ;
46 ମହବୀଯ ଇଲୀଯଲେ, ଇଲନାମଙ୍କ ପୁତ୍ରଗଣ ୟିରୀବଯ ୟୋଶବୀଯ ; ମାୟୋବୀଯ ୟିତମା ;
47 ଇଲୀଯଲେ ଓବେଦ୍ ମସୋବାଯିଯ ୟାସୀଯଲେ।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×