Bible Versions
Bible Books

1 Chronicles 26 (ORV) Oriya Old BSI Version

1 ଦ୍ବାରପାଳମାନଙ୍କର ଦଳଗୁଡ଼ିକ :
2 ମଶଲେିମିଯଙ୍କର ପୁତ୍ରଗଣ, ଜିଖରିଯ ଜେଷ୍ଠପୁତ୍ର ଥିଲେ। ୟିହୀଯଲେ ଦ୍ବିତୀୟ ପୁତ୍ର ଥିଲେ। ସବଦିଯ ତୃତୀୟ ପୁତ୍ର ଥିଲେ। ୟତନୀଯଲେ ଚତୁର୍ଥ ପୁତ୍ର ଥିଲେ।
3 ଏଲମ ପଞ୍ଚମ ପୁତ୍ର ଥିଲେ। ଯିହାହୋନନ୍ ଷଷ୍ଠ ପୁତ୍ର ଥିଲେ। ଆଉ ଇଲିଯୋ-ଐନଯ ସପ୍ତମ ପୁତ୍ର ଥିଲେ।
4 ଓବେଦ୍-ଇଦୋମ ତାଙ୍କର ପୁତ୍ରଗଣ ; ଓବେଦ୍-ଇଦୋମଙ୍କର ଜେଷ୍ଠ ପୁତ୍ର ଥିଲେ ଶମଯିଯ। ୟିହୋଷାବଦ୍ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ୟୋଯାଦ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନଲେ ତାଙ୍କର ପଞ୍ଚମ ପୁତ୍ର ଥିଲେ।
5 ଅମ୍ମୀଯଲେ ତାଙ୍କର ଷଷ୍ଠ ପୁତ୍ର ଥିଲେ। ଇଷାଖର ତାଙ୍କର ସପ୍ତମ ପୁତ୍ର ଥିଲେ। ଆଉ ପିଯଲ୍ଲତଯ ତାଙ୍କର ଅଷ୍ଟମ ପୁତ୍ର ଥିଲେ। ପରମେଶ୍ବର ପ୍ରକୃତ ରେ ଓବେଦ୍-ଇଦୋମଙ୍କୁ ଆଶୀର୍ବାଦ କରିଥିଲେ।
6 ଶମେଯିଯଙ୍କର ମଧ୍ଯ ପୁତ୍ରମାନେ ଥିଲେ। ଶମଯିଯଙ୍କ ପୁତ୍ରମାନେ ତାଙ୍କ ପରିବାରର ମୁଖ୍ଯ ଥିଲେ, କାରଣ ସମାନେେ ଅତି ସାହସୀ ଯୋଦ୍ଧା ଥିଲେ।
7 ଶମଯିଯଙ୍କର ପୁତ୍ରମାନେ ଥିଲେ ଅତନି, ରଫାଯଲେ, ଓବେଦ୍, ଇଲୀଶାବଦ୍, ଇଲୀହୂ ସମଖିଯ। ଇଲୀଶାବଦ୍ଙ୍କର ଆତ୍ମୀଯମାନେ ଦକ୍ଷ କାରିଗର ଥିଲେ।
8 ଏହି ସମସ୍ତ ବ୍ଯକ୍ତିଗଣ ଓବେଦ୍-ଇଦୋମଙ୍କର ବଂଶଧର ଥିଲେ। ସହେି ବ୍ଯକ୍ତିଗଣ ସମାନଙ୍କେର ପୁତ୍ରଗଣ ଆତ୍ମୀଯମାନେ ମହାପରାକ୍ରମୀ ଥିଲେ। ସମାନେେ ଅତ୍ଯୁତ୍ତମ ପ୍ରହରୀଗଣ ଥିଲେ। ଓବେଦ୍-ଇଦୋମଙ୍କର ବାଷଠି ଜଣ ବଂଶଧର ଥିଲେ।
9 ମଶଲେିମିଯଙ୍କର ପୁତ୍ର ଆତ୍ମୀଯଗଣ ମହାପରାକ୍ରମୀ ଥିଲେ। ସମୁଦାଯ ଅଠର ଜଣ ପୁତ୍ର ଆତ୍ମୀଯ ଥିଲେ।
10 ଏହିମାନେ ମରାରି ବଂଶର ଦ୍ବାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହାଇେଥିଲେ। ଦ୍ବାରପାଳମାନେ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ସିମ୍ରି ଜେଷ୍ଠପୁତ୍ର ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ।
11 ହିଲକିଯ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ଟବଲିଯ ତାଙ୍କର ତୃତୀୟ ପୁତ୍ର ଥିଲେ। ଆଉ ଜିଖରିଯ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ସର୍ବ ମାଟେ, ହୋଷାଙ୍କର 13 ଜଣ ପୁତ୍ର ଆତ୍ମୀଯ ଥିଲେ।
12 ଏହିମାନେ ଦ୍ବାରପାଳମାନଙ୍କ ଦଳର ନେତା ଥିଲେ। ଦ୍ବାରପାଳମାନେ ଏକ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ, ଠିକ୍ ଯେପରି ସମାନଙ୍କେର ଆତ୍ମୀଯମାନେ କରୁଥିଲେ।
13 ପ୍ରେତ୍ୟକକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ବାର ଦିଆୟାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ବାର ନିରୂପଣ କରିବା ନିମନ୍ତେ ଗୁଳାବାଣ୍ଟ କରାଯାଉଥିଲା। ୟୁବା ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାର କରାଯାଉଥିଲା।
14 ଶଲେିମିଯଙ୍କୁ ପୂର୍ବ ପାଶର୍‌ବର ଦ୍ବାର ଜଗିବା ନିମନ୍ତେ ମନୋନୀତ କରାୟାଇଥିଲା। ଏହାପରେ ଶଲେିମିଯଙ୍କ ପୁତ୍ର ଜିଖରିଯଙ୍କ ନିମନ୍ତେ ଗୁଳିବାଣ୍ଟ କରାଗଲା। ଜିଖରିଯ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଜିଖରିଯଙ୍କୁ ଉତ୍ତରପାଶର୍‌ବ ଦ୍ବାର ନିମନ୍ତେ ମନୋନୀତ କରାଗଲା।
15 ଓବେଦ୍-ଇଦୋମଙ୍କୁ ଦକ୍ଷିଣପାଶର୍‌ବ ଦ୍ବାର ନିମନ୍ତେ ମନୋନୀତ କରାଗଲା ଆଉ ଯେଉଁ ଗୃହ ରେ ବହୁମୂଲ୍ଯ ସାମଗ୍ରୀମାନ ରଖାୟାଇଥିଲା, ତାହାକୁ ଜଗିବା ନିମନ୍ତେ ଓବେଦ୍ ଇଦୋମଙ୍କର ପୁତ୍ରମାନଙ୍କୁ ମନୋନୀତ କରାଗଲା।
16 ଶୁପପୀମ ହୋଷାଙ୍କୁ ପଶ୍ଚିମପାଶର୍‌ବ ଦ୍ବାର ଉଚ୍ଚତର ପଥରେ ଥିବା ଶଲେଖତ୍ ଦ୍ବାରକୁ ଜଗିବା ନିମନ୍ତେ ମନୋନୀତ କରାଗଲା। ପ୍ରେତ୍ୟକକ ପରିବାରରୁ ରକ୍ଷକମାନଙ୍କୁ ସମାନଙ୍କେର ସ୍ଥାନ ରେ ମୁତଯନ କରାଗଲା।
17 ଛଅଜଣ ଲବେୀୟ ପ୍ରତିଦିନ ରକ୍ଷକମାନେ ପୂର୍ବ ଫାଟକରେ ଛିଡ଼ା ହେଲେ। ଚାରିଜଣ ଲବେୀୟ ଉତ୍ତର ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ। ଚାରିଜଣ ଲବେୀୟ ଦକ୍ଷିଣ ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ ଏବଂ ଦୁଇ ଜଣ ଲବେୀୟ ଭଣ୍ଡାରଗୃହର ପ୍ରେତ୍ୟକକ ଦ୍ବାର ରେ ଛିଡ଼ା ହେଲେ।
18 ଚାରିଜଣ ମଧ୍ଯ ପଶ୍ଚିମ ଦିଗ ରେ ଏବଂ ଦୁଇଜଣ ସୀମାନ୍ତବର୍ତ୍ତୀ ସ୍ଥାନ ରେ ରହିଲେ।
19 ଦ୍ବାରପାଳମାନଙ୍କର ଏହିସବୁ ଦଳ ଥିଲା। ସହେି ଦ୍ବାରପାଳମାନେ କୋରହ ମରାରି ବଂଶର ଥିଲେ।
20 ଅହିଯ ଲବେୀୟ ଗୋଷ୍ଠୀରୁ ଆସିଥିଲେ। ଅହିଯ ପରମେଶ୍ବରଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଯେଉଁ ସ୍ଥାନମାନଙ୍କ ରେ ପବିତ୍ର ସାମଗ୍ରୀଗୁଡ଼ିକ ରଖାୟାଇଥିଲା। ଅହିଯ ତାହାର ଦାଯିତ୍ବ ରେ ମଧ୍ଯ ଥିଲେ।
21 ଲାଦନ୍ ଗେର୍ଶୋନ୍ଙ୍କ ପରିବାରରୁ ଆସିଥିଲେ। ଯହେିଯଲେ ଲାଦନ୍ଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ଯରୁ ଜଣେ ଥିଲେ।
22 ୟିହୀଯଲେିଙ୍କ ପୁତ୍ରମାନେ ଥିଲେ ସେଥମ୍ ସେଥମ୍ଙ୍କ ଭ୍ରାତା ଯାୟେଲ। ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସମାନଙ୍କେର ଦାଯିତ୍ବ ଥିଲା।
23 ଅନ୍ୟ ନେତାମାନେ ଅମ୍ରାମୀ, ୟିଷହରୀଯ, ହିବ୍ରୋଣୀଯ ଉଷିଯଲଙ୍କେ ପରିବାରବର୍ଗରୁ ମନୋନୀତ ହାଇେଥିଲେ।
24 ନେତା ଶବୂଯଲେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଶବୂଯଲେ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମାଶାଙ୍କେ ପୁତ୍ର ଥିଲେ।
25 ଏହି ସମସ୍ତ ଶବୂଯଲଙ୍କେର ଆତ୍ମୀଯ ଥିଲେ : ଇଲୀଯଷେର ତାଙ୍କର ଆତ୍ମୀଯ ଥିଲେ : ରହବିଯ, ଇଲୀଯଷେରଙ୍କ ପୁତ୍ର। ୟିଶାଯାହ, ରହବିଯଙ୍କ ପୁତ୍ର। ଯୋରାମ, ୟିଶାଯାଦଙ୍କ ପୁତ୍ର। ସିଖ୍ରି ୟୋରାମଙ୍କ ପୁତ୍ର। ଆଉ ଲୋମୀତ୍, ସିଖ୍ରିଙ୍କ ପୁତ୍ର।
26 ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଲୋମୀତ୍ ତାଙ୍କର ଆତ୍ମୀଯମାନେ ତାହାର ଦାଯିତ୍ବ ରେ ଥିଲେ।
27 ୟୁଦ୍ଧରୁ ପ୍ରାପ୍ତ କେତକେ ବସ୍ତୁ ସମାନେେ ପ୍ରଦାନ କଲେ। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ରେ ବ୍ଯବହୃତ ହବୋ ନିମନ୍ତେ ସମାନେେ ସହେିସବୁ ବସ୍ତୁ ପ୍ରଦାନ କଲେ।
28 ଶଲୋମୀତ୍ ତାଙ୍କର ଆତ୍ମୀଯମାନେ ଭବିଷ୍ଯତବକ୍ତା ଶାମୁଯଲଙ୍କେ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ। କୀଶ୍ଙ୍କ ପୁତ୍ର ଶାଉଲ ; ନେର୍ଙ୍କ ପୁତ୍ର ଅବନର ସରୁଯାର ପୁତ୍ର ଯୋୟାବ। ଲୋମୀତ୍ ତାଙ୍କ ଆତ୍ମୀଯମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଲୋକମାନଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ।
29 କନନିଯ ୟିଷହରୀଯଙ୍କ ପରିବାରରୁ ଆସିଥିଲେ। କନନିଯ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହା ରେ କାର୍ୟ୍ଯ କରିବାର ଦାଯିତ୍ବ ଥିଲା। ସମାନେେ ଇଶ୍ରାୟେଲର ବିଭିନ୍ନ ସ୍ଥାନ ରେ ପୋଲିସ ବିଚାରକର୍ତ୍ତା ଭାବରେ କାର୍ୟ୍ଯ କରିଥିଲେ।
30 ହିବ୍ରୋଣଙ୍କର ପରିବାରରୁ ହଷବିଯ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।
31 ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ୟିରିଯ ସମାନଙ୍କେର ନେତା ଥିଲେ। ଦାଉଦ ଚାଳିଶ ବର୍ଷ ବ୍ଯାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଦକ୍ଷ ଲୋକମାନଙ୍କୁ ଖାଜେି ବାହାର କରିବାକୁ ଆଦେଶ ଦଇେଥିଲେ। ଗିଲିଯଦର ୟା ସରେ ସହର ରେ ବାସ କରୁଥିବା ହିବ୍ରୋଣ୍ ପରିବାର ମଧିଅରେ ଏହିପରି କେତଜେଣ ଲୋକ ମିଳିଲେ।
32 ୟିରିଯର ଆତ୍ମୀଯମାନେ ଦକ୍ଷ ଲୋକ ଥିଲେ ସମାନଙ୍କେ ମଧ୍ଯରୁ 2,700 ଜଣ ପରିବାରର ମୁଖ୍ଯ ଥିଲେ। ରାଜା ଦାଉଦ ସମାନଙ୍କେୁ ରୁବନେ ଗାଦ୍ ପରିବାରବର୍ଗମାନଙ୍କର ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗମାନଙ୍କୁ ପରମେଶ୍ବରଙ୍କ ସବୋ ପାଇଁ ଏବଂ ରାଜାଙ୍କ କାର୍ୟ୍ଯର ଦାଯିତ୍ବ ଦେଲେ।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×