Bible Versions
Bible Books

2 Kings 25 (ORV) Oriya Old BSI Version

1 ଅନନ୍ତର ସିଦିକିଯଙ୍କ ରାଜତ୍ବର ନବମ ବର୍ଷ ରେ ଦଶମ ମାସର ଦଶମ ଦିନ ରେ ବାବିଲର ରାଜା ନବୂଖଦ୍ନିତ୍ସର ତାଙ୍କର ସମସ୍ତ ସୈନ୍ଯ ୟିରୁଶାଲମ୍ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ ଏବଂ ୟିରୁଶାଲମକୁ ଅବରୋଧ କଲେ ତା'ର ଚାରିପାଖ ରେ ସୈନ୍ଯ କତ୍ତୃର୍କ ଅବରୋଧ ନିର୍ମାଣ କଲେ।
2 ସମାନଙ୍କେର ସୈନ୍ଯବାହିନୀ ସିଦିକିଯ ରାଜାଙ୍କ ଏକାଦଶ ବର୍ଷ ରାଜତ୍ବ କାଳ ପର୍ୟ୍ଯନ୍ତ ୟିରୁଶାଲମକୁ ଅବରୋଧ କରି ଘରେି ରଖିଲେ।
3 ନଗର ରେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରା ରେ ବଢିଗ୍ଭଲିଲା। ତେଣୁ ଦେଶୀଯ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ଯ ମିଳିଲା ନାହିଁ।
4 ସର୍ବଶଷେ ରେ ନବୂଖଦ୍ନିତ୍ସର ସୈନ୍ଯ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସହେି ରାତ୍ରି ରେ ରାଜା ସିଦିକିଯ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ଯ ଫାଟକ ଦଇେ ପଳାଇଲେ। ଯେତବେେଳେ କଲଦୀଯମାନେ ନଗରର ଚତୁର୍ଦ୍ଦିଗ ରେ ବେଢି ରହିଥିଲେ। ପୁଣି ରାଜା ଆରବା ପଥ ଦଇେ ଚାଲିଗଲେ।
5 ତହୁଁ କଲଦୀଯ ସୈନ୍ଯମାନେ ରାଜାଙ୍କ ପଶ୍ଚାତଧାବନ କରି ଯିରୀହାେ ପଦା ରେ ତାଙ୍କୁ ଧରିଲେ। ଯେତବେେଳେ ତାଙ୍କର ସମସ୍ତ ସୈନ୍ଯ ତାଙ୍କୁ ଛାଡି ପଳାଯନ କଲେ।
6 ତା'ପରେ ସମାନେେ ରାଜାଙ୍କୁ ଧରି ରିବ୍ଲା ରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସମାନେେ ତାଙ୍କୁ ଦଣ୍ତ ଦବୋକୁ ସ୍ଥିର କଲେ।
7 ସମାନେେ ସିଦିକିଯଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖ ରେ ବଧ କଲେ। ତା'ପରେ ସମାନେେ ସିଦିକିଯଙ୍କର ଚକ୍ଷୁ ଉପାଡି ପକାଇଲେ ତାଙ୍କୁ ଶୃଙ୍ଖଳ ରେ ବାନ୍ଧି ବାବିଲକୁ ନଇେ ଗଲେ।
8 ନବୂଖଦ୍ନିତ୍ସର ରାଜତ୍ବର ଉନବିଂଶ ବର୍ଷ ରେ ପଞ୍ଚମ ମାସର ସପ୍ତମ ଦିନ ରେ ବାବିଲ ରାଜାର ଦାସ ନବୂସରଦନ୍ ଉତ୍ତମ ୟୋଦ୍ଧାବର୍ଗର ସନୋପତି ରୂପେ ୟିରୁଶାଲମ୍କୁ ଆସିଲା।
9 ନବୂସରଦ୍ନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ୟିରୁଶାଲମ୍ର ସମସ୍ତ ଗୃହ ଏପରିକି ବୃହତ୍ ଗୃହ ଗୁଡିକୁ ଅଗ୍ନି ରେ ଦଗ୍ଧ କଲା।
10 ନବୂସରଦନ୍ଙ୍କ ସହିତ ଥିବା ସମସ୍ତ ସୈନ୍ଯ ୟିରୁଶାଲମ୍ର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ।
11 ତା'ପରେ ନବୂସରଦନ୍ ଅବଶିଷ୍ଟ ଲୋକମାନଙ୍କୁ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନଇେ ଗଲେ।
12 ସେ କବଳେ ଦରିଦ୍ରତମ ଲୋକମାନଙ୍କୁ ଛାଡି ଗଲା କାରଣ ସମାନେେ ଦ୍ରାକ୍ଷା କ୍ଷତେ ଅନ୍ଯାନ୍ଯ ଶସ୍ଯର ଯତ୍ନ ନବେେ।
13 ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।
14 ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସବୋ ପାଇଁ ବ୍ଯବହାର ହାଇେଥିଲା, ସମାନେେ ନଇେ ଗଲେ।
15 ପୁଣି ନବୂସରଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଯାହା ରୂପାର ଥିଲା ତାକୁ ରୂପାର କରି ନଇଗେଲା।
16 ନବୂସରଦନ୍ ନଇେଥିବା ଦ୍ରବ୍ଯ ଗୁଡିକ ହେଲା, ଯଥା:
17
18 ପୁଣି ନବୂସରଦନ୍ ପ୍ରଧାନ ଯାଜକ ସରାଯ ଦ୍ବିତୀୟ ଯାଜକ ସଫନିଯ ତିନି ଜଣ ଦ୍ବାରପାଳଙ୍କୁ ନଇେ ଗଲା।
19 ସେ ମଧ୍ଯ ବନ୍ଦୀପରି ନିଆଗେଲ। ଏକ ନଫୁସକକୁ ସୈନ୍ଯମାନଙ୍କର ଦଖାେଶୁଣା, ରାଜାଙ୍କର ଉପଦେଶଗଣ, ସନୋର ସନୋପତିର ସଚିବ, ୟିଏ ଲୋକମାନଙ୍କୁ ଗଣିବାର ଦାଯିତ୍ବ ରେ ଥିଲେ ଏବଂ ସମାନଙ୍କେରୁ ସୈନ୍ଯମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହର ରେ ମଣିଲେ।
20 ତା'ପରେ ନବୂସରଦନ୍ ସମାନଙ୍କେୁ ଧରି ହମାତର ରିବ୍ଲା ରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନଇଗେଲା। ବାବିଲର ରାଜା ସମାନଙ୍କେୁ ସହେି ରିବ୍ଲା ରେ ବଧ କଲେ। ଏହି ରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହାଇେ ନୀତ ହୋଲା।
21
22 ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।
23 ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।
24 ତହୁଁ ଗଦଲିଯ ଅଧିକାରୀମାନଙ୍କ ନିକଟରେ ସମାନଙ୍କେ ଲୋକମାନଙ୍କ ନିକଟରେ ଶପଥ କରନ୍ତି, "ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠା ରେ ରହି ବାବିଲ ରାଜାର ସବୋ କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହବେ।"
25 ମାତ୍ର ସପ୍ତମ ମାସ ରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିଯର ପୁତ୍ର ଇଶ୍ମାଯଲେ, ୟିଏ ରାଜା ପରିବାରରୁ ଥିଲେ। ସେ ତାଙ୍କର ଦଶଜଣ ସଙ୍ଗୀ ଗଦଲୀଯକୁ, ୟିହୁଦୀଯମାନଙ୍କୁ ମିସ୍ପା ରେ ଥିବା କଲଦୀଯମାନଙ୍କୁ ବଧ କଲେ।
26 ତା'ପରେ ସମସ୍ତ ସନୋପତିଗଣ େଛାଟ ବଡ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସମାନେେ କଲଦୀଯମାନଙ୍କୁ ଭୟ କରୁଥିଲେ।
27 ଅନନ୍ତର ଯିହୁଦାର ରାଜା ୟହୋଯାଖୀନଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷର ଦ୍ବାଦଶ ମାସ ରେ, ମାସର ସପ୍ତବିଂଶ ଦିନ ରେ ବାବିଲ ରାଜା ଇବିଲମରୋଦକ୍। ସେ ରାଜତ୍ବ ଆରମ୍ଭ କରିବା ବର୍ଷ ରେ ବନ୍ଦୀରୁ ଯିହୁଦାର ରାଜା ୟିହୋଯାଖୀନ୍କୁ ବାହାର କଲେ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ବପୂର୍ଣ୍ଣ ସ୍ଥାନ ରେ ବସିବାକୁ ଦେଲେ। ତାହା ବବେିଲୋନ ରେ ତାଙ୍କ ସହିତ ଏପରି ଥିଲା।
28 ଇବିଲ-ମରୋଦକ୍ ଯିହାୟୋଦାରଖୀନ୍ଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲେ। ସେ ବାବିଲ ରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ୟିହୋଯାଖୀନ୍ଙ୍କୁ ଉଚ୍ଚସ୍ଥାନ ଦଇେଥିଲେ।
29 ଇବିଲ-ମରୋଦକ ୟିହୋଯାଖୀନଙ୍କ କାରାଗାର ପୋଷାକ ବଦଳାଇ ଦଇେଥିଲେ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମଜେ ରେ ୟାବଜ୍ଜୀବନ ଭୋଜନ କଲେ।
30 ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ ରାଜାଙ୍କ ଦ୍ବାରା ଯିହାୟୋଦାରଖୀନ୍ଙ୍କୁ ଦିଆଗଲା।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×