Bible Versions
Bible Books

Genesis 12 (ORV) Oriya Old BSI Version

1 ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, "ତୁମ୍ଭର ଦେଶ ତୁମ୍ଭର ଲୋକମାନଙ୍କୁ ପରିତ୍ଯାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦଖାଇବେି ସହେି ଦେଶକୁ ୟାଅ।
2 ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।
3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସମାନଙ୍କେୁ ଆଶୀର୍ବାଦ କରିବି। ଏବଂ ୟିଏ ତୁମ୍ଭକୁ ଅଭିଶାପ ଦବେ ମୁଁ ସମାନଙ୍କେୁ ଅଭିଶାପ ଦବେି। ତୁମ୍ଭ ଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।"
4 ସଦାପ୍ରଭୁଙ୍କର ବାକ୍ଯାନୁସା ରେ ଅବ୍ରାମ ହାରୋଣକୁ ପରିତ୍ଯାଗ କଲେ ଏବଂ ଲୋଟ ମଧ୍ଯ ତାଙ୍କ ସଙ୍ଗ ରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବଯସ ପଞ୍ଚସ୍ତରି ବର୍ଷ ହାଇେଥିଲା।
5 ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ହାରଣଠା ରେ ଆପଣାମାନଙ୍କ ସଂଚ଼ିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘନେି କିଣାନ ଦେଶକୁ ୟାତ୍ରା କଲେ।
6 ଅବ୍ରାମ ସହେି ଦେଶ ମଧ୍ଯ ଦଇେ ଗଲେ, ଶିଖିମ ରେ ପହଞ୍ଚିବା ପର୍ୟ୍ଯନ୍ତ, ମାରେିର ଆଲୋନ୍ ବୃକ୍ଷମୂଳ ରେ ରହିଲେ। ସହେି ସମୟରେ କିଣାନୀଯମାନେ ସହେି ସ୍ଥାନ ରେ ବାସ କଲେ।
7 ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, "ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।"
8 ଏହାପରେ ଅବ୍ରାମ ସହେି ସ୍ଥାନ ଛାଡ଼ି ବୈଥଲରେ ପୂର୍ବ ଆଡ଼େ ପର୍ବତକୁ ୟାଇ ନିଜର ତମ୍ବୁ ସ୍ଥାପଲ କଲେ। ସଠାେରେ ପଶ୍ଚିମ ରେ ବୈଥେଲ୍ ପୂର୍ବ ଦିଗ ରେ ଅଯ ନଗର ଥିଲା। ଏବଂ ସହେିଠା ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମ ରେ ପ୍ରାର୍ଥନା କଲେ।
9 ଏହାପରେ ଅବ୍ରାମ ଭ୍ରମଣ କରୁକରୁ ଦକ୍ଷିଣ ଦିଗକୁ ଗଲେ।
10 ସହେି ସମୟରେ ସହେି ଦେଶର ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ୟାତ୍ରା କଲେ।
11 ସେ ଯେତବେେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, "ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦର।
12 ମିଶରୀଯମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, 'ତୁମ୍ଭେ ମାରେ ସ୍ତ୍ରୀ।' ତେଣୁ ସମାନେେ ମାେତେ ମାରି ଦବେେ ଏବଂ ତୁମ୍ଭକୁ ଦୂର ରେ ନଇେଯିବେ।
13 ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମାରେ ଭଉଣୀ ବୋଲି। ସେଥିପାଇଁ ସମାନେେ ମାେତେ ଦୟା ଦଖାଇବେେ। ଏହି ପ୍ରକା ରେ ତୁମ୍ଭେ ମାରେ ପ୍ରାଣକୁ ରକ୍ଷା କରିପାରିବ।"
14 ଯେତବେେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀଯମାନେ ସହେି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ।
15 ଏହାପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁ ରେ ତାଙ୍କର ପ୍ରଶଂସା କଲେ। ଏହାପରେ ସହେି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା।
16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦଖାଇେଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଗର୍ଦ୍ଦଭୀ ଓଟ ଦେଲେ।
17 ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ବାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ।
18 ତେଣୁ ଫାରୋ ଅବ୍ରାମଙ୍କୁ ଡ଼ାକି କହିଲେ, "ତୁମ୍ଭେ କାହିଁକି ମାେ ପ୍ରତି ଏପରି ମନ୍ଦ ଆଚ଼ରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନଥିଲ! କାହିଁକି?
19 ତୁମ୍ଭେ କହିଲ ଯେ, ' ସେ ତୁମ୍ଭର ଭଉଣୀ ଥିଲା।' ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମାରେ ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫରୋଇ ଦେଉଛି। ତାଙ୍କୁ ଗ୍ରହଣ କର ଏଠାରୁ ଫରେିୟାଅ।"
20 ଫାରୋ ତାଙ୍କର ଲୋକମାନଙ୍କୁ ମିଶରରୁ ତଡ଼ି ଦବୋ ପାଇଁ ଅବ୍ରାମଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ତାଙ୍କର ସ୍ତ୍ରୀ ଏବଂ ସମସ୍ତ ଦ୍ରବ୍ଯ ଧରି ସହେି ସ୍ଥାନ ପରିତ୍ଯାଗ କଲେ।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×