|
|
1. ଆହୁରି ମଧ୍ୟ ଈଶ୍ଵରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ ।
|
1. We then G1161 , as workers together G4903 with him, beseech G3870 you also G2532 that ye G5209 receive G1209 not G3361 the G3588 grace G5485 of God G2316 in G1519 vain G2756 .
|
2. କାରଣ ସେ କହନ୍ତି, “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ ।” ଦେଖ, ଏବେ ମହା ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ ।
|
2. ( For G1063 he saith G3004 , I have heard G1873 thee G4675 in a time G2540 accepted G1184 , and G2532 in G1722 the day G2250 of salvation G4991 have I succored G997 thee G4671 : behold G2400 , now G3568 is the accepted G2144 time G2540 ; behold G2400 , now G3568 is the day G2250 of salvation G4991 .)
|
3. ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ,
|
3. Giving G1325 no G3367 offense G4349 in G1722 any thing G3367 , that G2443 the G3588 ministry G1248 be not G3361 blamed G3469 :
|
4. ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ,
|
4. But G235 in G1722 all G3956 things approving G4921 ourselves G1438 as G5613 the ministers G1249 of God G2316 , in G1722 much G4183 patience G5281 , in G1722 afflictions G2347 , in G1722 necessities G318 , in G1722 distresses G4730 ,
|
5. ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ,
|
5. In G1722 stripes G4127 , in G1722 imprisonments G5438 , in G1722 tumults G181 , in G1722 labors G2873 , in G1722 watchings G70 , in G1722 fastings G3521 ;
|
6. ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳ ଭାବରେ, ପବିତ୍ର ଆତ୍ମାଙ୍କଠାରେ, ଅକପଟ ପ୍ରେମରେ,
|
6. By G1722 pureness G54 , by G1722 knowledge G1108 , by G1722 longsuffering G3115 , by G1722 kindness G5544 , by G1722 the Holy G40 Ghost G4151 , by G1722 love G26 unfeigned G505 ,
|
7. ସତ୍ୟ ବାକ୍ୟରେ, ଈଶ୍ଵରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ଵାରା,
|
7. By G1722 the word G3056 of truth G225 , by G1722 the power G1411 of God G2316 , by G1223 the G3588 armor G3696 of righteousness G1343 on the G3588 right hand G1188 and G2532 on the left G710 ,
|
8. ଗୌରବ ଓ ଅନାଦର ଦ୍ଵାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ଵାରା, ପ୍ରତାରକ ତୁଲ୍ୟ, ଅଥଚ ସତ୍ୟବାଦୀ,
|
8. By G1223 honor G1391 and G2532 dishonor G819 , by G1223 evil report G1426 and G2532 good report G2162 : as G5613 deceivers G4108 , and G2532 yet true G227 ;
|
9. ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ,
|
9. As G5613 unknown G50 , and G2532 yet well known G1921 ; as G5613 dying G599 , and G2532 , behold G2400 , we live G2198 ; as G5613 chastened G3811 , and G2532 not G3361 killed G2289 ;
|
10. ଅଥଚ ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ଵରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ ।
|
10. As G5613 sorrowful G3076 , yet G1161 always G104 rejoicing G5463 ; as G5613 poor G4434 , yet G1161 making many rich G4148 G4183 ; as G5613 having G2192 nothing G3367 , and G2532 yet possessing G2722 all things G3956 .
|
11. ହେ କରିନ୍ଥୀୟମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ମୁଖ ଉନ୍ମୁକ୍ତ ହୋଇଅଛି, ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି ।
|
11. O ye Corinthians G2881 , our G2257 mouth G4750 is open G455 unto G4314 you G5209 , our G2257 heart G2588 is enlarged G4115 .
|
12. ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ସଙ୍କୁଚିତ ନୁହେଁ, କିନ୍ତୁ ତୁମ୍ଭମାନଙ୍କର ସ୍ନେହ ସଙ୍କୁଚିତ ।
|
12. Ye are not G3756 straitened G4729 in G1722 us G2254 , but G1161 ye are straitened G4729 in G1722 your own G5216 bowels G4698 .
|
13. ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି, ଅନୁରୂପ ପ୍ରତିଦାନ ନିମନ୍ତେ ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ ।
|
13. Now G1161 for a recompense G489 in the G3588 same, I G846 ( speak G3004 as G5613 unto my children G5043 ,) be ye G5210 also G2532 enlarged G4115 .
|
14. ଅବିଶ୍ଵାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା?
|
14. Be G1096 ye not G3361 unequally yoked together G2086 with unbelievers G571 : for G1063 what G5101 fellowship G3352 hath righteousness G1343 with G2532 unrighteousness G458 ? and G1161 what G5101 communion G2842 hath light G5457 with G4314 darkness G4655 ?
|
15. ବିଲିୟାର୍ ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ଵା ଅବିଶ୍ଵାସୀ ସହିତ ବିଶ୍ଵାସୀର କି ଅଂଶ?
|
15. And G1161 what G5101 concord G4857 hath Christ G5547 with G4314 Belial G955 ? or G2228 what part G3310 hath he that believeth G4103 with G3326 an infidel G571 ?
|
16. ପ୍ରତିମା ସହିତ ଈଶ୍ଵରଙ୍କ ମନ୍ଦିରର କି ସମ୍ଵନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ଵରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ଵର କହିଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ଵର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ ।
|
16. And G1161 what G5101 agreement G4783 hath the temple G3485 of God G2316 with G3326 idols G1497 ? for G1063 ye G5210 are G2075 the temple G3485 of the living G2198 God G2316 ; as G2531 God G2316 hath said G2036 , I will dwell G1774 in G1722 them G846 , and G2532 walk in G1704 them ; and G2532 I will be G2071 their G846 God G2316 , and G2532 they G846 shall be G2071 my G3427 people G2992 .
|
17. ଏଣୁ ପ୍ରଭୁ ଏହା କହନ୍ତି, “ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ୍ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା,”
|
17. Wherefore G1352 come out G1831 from G1537 among G3319 them G846 , and G2532 be ye separate G873 , saith G3004 the Lord G2962 , and G2532 touch G680 not G3361 the unclean G169 thing ; and I G2504 will receive G1523 you G5209 .
|
18. ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି ।
|
18. And G2532 will be G2071 a G1519 Father G3962 unto you G5213 , and G2532 ye G5210 shall be G2071 G1519 my G3427 sons G5207 and G2532 daughters G2364 , saith G3004 the Lord G2962 Almighty G3841 .
|