Bible Versions
Bible Books

Psalms 113:1 (ORV) Oriya Old BSI Version

1 ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ଯାବଧି ଚିରକାଳ ସଦାପ୍ରଭୁଙ୍କର ନାମ ଧନ୍ଯ ହେଉ।
3 ସୂର୍ୟ୍ଯର ଉଦଯ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ନାମ ପ୍ରଶଂସନୀଯ।
4 ସଦାପ୍ରଭୁ ସମୁଦାଯ ବହୁ ଜାତିଗଣ ଉପରେ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ତୁଲ୍ଯ ନୁହେଁ। ପରମେଶ୍ବର ଆକାଶର ଉର୍ଦ୍ଧ୍ବରେ ବିଦ୍ଯମାନ।
6 ତଣେୁ ପରମେଶ୍ବର ଆକାଶ ପୃଥିବୀକୁ ଦେଖିବାକୁ ଦେଖିବାକୁ ତଳକୁ ଚାହିଁଲେ।
7 ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ବର ସହେି ଲୋକମାନଙ୍କୁ ଗୁରୁତ୍ବ ଦିଅନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ଯା ହାଇପୋରେ କିନ୍ତୁ ପରମେଶ୍ବର ତା' କୋଳରେ ସନ୍ତାନ ଦଇେ ତାକୁ ଖୁସି କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର !
1 Praise H1984 ye the LORD H3050 . Praise H1984 , O ye servants H5650 of the LORD H3068 EDS , praise H1984 the name H8034 CMS of the LORD H3068 NAME-4MS .
2 Blessed H1288 be H1961 VPY3MS the name H8034 CMS of the LORD H3068 EDS from this time forth and forevermore H5704 W-PREP .
3 From the rising H4217 of the sun H8121 unto H5704 PREP the going down H3996 of the same the LORD H3068 NAME-4MS \'s name H8034 CMS is to be praised H1984 .
4 The LORD H3068 EDS is high H7311 above H5921 PREP all H3605 NMS nations H1471 NMP , and his glory H3519 above H5921 PREP the heavens H8064 D-NMD .
5 Who H4310 IPRO is like unto the LORD H3068 our God H430 , who dwelleth H3427 on high H1361 ,
6 Who humbleth H8213 himself to behold H7200 L-VQFC the things that are in heaven H8064 BD-NMP , and in the earth H776 !
7 He raiseth up H6965 the poor H1800 CMS out of the dust H6083 M-NMS , and lifteth H7311 VHY3MS the needy H34 AMS out of the dunghill H830 ;
8 That he may set H3427 him with H5973 PREP princes H5081 AMP , even with H5973 PREP the princes H5081 of his people H5971 .
9 He maketh the barren H6135 woman to keep H3427 house H1004 D-NMS , and to be a joyful H8056 mother H517 of children H1121 . Praise H1984 ye the LORD H3050 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×