Bible Versions
Bible Books

Psalms 3:1 (ORV) Oriya Old BSI Version

1 " ହେ ସଦାପ୍ରଭୁ, ମାରେ ବହୁତ ଶତ୍ରୁ ଅଛନ୍ତି। ବହୁତ ଲୋକ ମାେ ବିରୁଦ୍ଧରେ ଲାଗିଛନ୍ତି।
2 ବହୁତ ଲୋକ ମାେ ବିରୁଦ୍ଧରେ କଥା ହେଉଛନ୍ତି। ସହେି ଲୋକମାନେ କହୁଛନ୍ତି, "ପରମେଶ୍ବର ତାକୁ ରକ୍ଷା କରିପାରିବେ ନାହିଁ।"
3 କିନ୍ତୁ ହେ ସଦାପ୍ରଭୁ, ଏହା କବଳେ ତୁମ୍ଭେ ୟିଏକି ମାରେ ଢ଼ାଲ ସ୍ବରୂପ। ତୁମ୍ଭେ ମାରେ ମହିମା। ତୁମ୍ଭେ ହିଁ ମାେତେ ପ୍ରାଧାନ୍ଯ ଦଇେଛ।
4 ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାଙ୍କର ପବିତ୍ର ପର୍ବତରୁ ମାେତେ ଉତ୍ତର ଦବେେ।
5 ମୁଁ ଶାଇେଲି ବିଶ୍ରାମ ନଲେି ଏବଂ ମୁଁ ଜାଣେ ମୁଁ ପୁଣି ଜାଗ୍ରତ ହବେି କାହିଁକି ? କାରଣ ସଦାପ୍ରଭୁ ମାେତେ ସର୍ବଦା ରକ୍ଷା କରନ୍ତି।
6 ହଜାର ହଜାର ସୈନ୍ଯମାନେ ମାେ ଚାରିକଡ଼ରେ ଘରେି ରହିଲେ ସୁଦ୍ଧା ମୁଁ ସହେି ଶତ୍ରୁମାନଙ୍କୁ କବେେ ଭୟ କରିବି ନାହିଁ।
7 ହେ ସଦାପ୍ରଭୁ, ତୁମ୍ଭେ ଉଠ! ହେ ପରମେଶ୍ବର ତୁମ୍ଭେ ଆସ ମାେତେ ରକ୍ଷା କର। ତୁମ୍ଭେ ଅତି ବଳଶାଳୀ ଅଟ। ୟଦି ତୁମ୍ଭେ ମାରେ ଶତ୍ରୁମାନଙ୍କ ଗାଲରେ ମାରିଥାନ୍ତ, ତୁମ୍ଭେ ସହେି ଦୁଷ୍ଟ ଲୋକମାନଙ୍କର ସବୁ ଦାନ୍ତଗୁଡ଼ିକୁ ସହଜରେ ଭାଙ୍ଗି ଦଇେଥାନ୍ତ।
8 ହେ ସଦାପ୍ରଭୁ ଶଷେରେ ତୁମ୍ଭର ହିଁ ବିଜଯ ହବେ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।
1 A Psalm H4210 of David H1732 L-NAME , when he fled H1272 from M-CMP Absalom H53 his son H1121 . LORD H3068 EDS , how H4100 IGAT are they increased H7231 that trouble H6862 me ! many H7227 AMP are they that rise up H6965 against H5921 me .
2 Many H7227 AMP there be which say H559 of my soul H5315 , There is no H369 NPAR help H3444 for him in God H430 . Selah H5542 .
3 But thou H859 W-PPRO-2MS , O LORD H3068 EDS , art a shield H4043 NMS for H1157 me ; my glory H3519 CMS-1MS , and the lifter up H7311 of mine head H7218 CMS-1MS .
4 I cried H7121 unto H413 PREP the LORD H3068 EDS with my voice H6963 NMS-1MS , and he heard H6030 me out of his holy H6944 hill H2022 . Selah H5542 .
5 I H589 PPRO-1MS laid me down H7901 VQQ1MS and slept H3462 ; I awaked H6974 ; for H3588 CONJ the LORD H3068 EDS sustained H5564 me .
6 I will not H3808 ADV be afraid H3372 of ten thousands H7233 of people H5971 NMS , that H834 RPRO have set H7896 themselves against H5921 me round about H5439 ADV .
7 Arise H6965 , O LORD H3068 EDS ; save H3467 me , O my God H430 : for H3588 CONJ thou hast smitten H5221 all H3605 NMS mine enemies H341 upon the cheek bone H3895 ; thou hast broken H7665 the teeth H8127 of the ungodly H7563 AMP .
8 Salvation H3444 belongeth unto the LORD H3068 L-EDS : thy blessing H1293 is upon H5921 PREP thy people H5971 . Selah H5542 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×