Bible Versions
Bible Books

Psalms 8:8 (ORV) Oriya Old BSI Version

1 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ ଶିଶୁ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ନକ୍ଷତ୍ରଗଣଙ୍କୁ ଦେଖେ ଆଶ୍ଚର୍ୟ୍ଯ ହୁଏ।
4 କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ବପୂର୍ଣ୍ଣ ପରମେଶ୍ବର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ ସମାନଙ୍କେୁ ଗୌରବ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।
7 ଗୋରୁଗାଈ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ ସମୁଦ୍ରର ମାଛମାନେ ମଧ୍ଯ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ବିତ।
1 To the chief Musician H5329 upon H5921 PREP Gittith H1665 , A Psalm H4210 of David H1732 . O LORD H3068 EDS our Lord H113 , how H4100 IGAT excellent H117 is thy name H8034 in all H3605 B-CMS the earth H776 D-GFS ! who H834 RPRO hast set H5414 thy glory H1935 above H5921 PREP the heavens H8064 D-AMD .
2 Out of the mouth H6310 M-CMS of babes H5768 NMP and sucklings H3243 W-VQPMP hast thou ordained H3245 VPQ2MS strength H5797 NMS because of H4616 L-CONJ thine enemies H6887 VQCMP-2MS , that thou mightest still H7673 L-VHFC the enemy H341 VQPMS and the avenger H5358 W-VHPMS .
3 When H3588 CONJ I consider H7200 VQY1MS thy heavens H8064 , the work H4639 of thy fingers H676 , the moon H3394 NMS and the stars H3556 W-NMP , which H834 RPRO thou hast ordained H3559 ;
4 What H4100 IGAT is man H582 NMS , that H3588 CONJ thou art mindful H2142 of him ? and the son H1121 W-CMS of man H120 NMS , that H3588 CONJ thou visitest H6485 him ?
5 For thou hast made him a little lower H2637 than the angels H430 M-NMP , and hast crowned H5849 him with glory H3519 and honor H1926 W-NMS .
6 Thou madest him to have dominion H4910 over the works H4639 of thy hands H3027 CFD-2MS ; thou hast put H7896 all H3605 NMS things under H8478 his feet H7272 :
7 All H3605 CMS-3MP sheep H6792 and oxen H504 , yea H1571 W-CONJ , and the beasts H929 of the field H7704 ;
8 The fowl H6833 CMS of the air H8064 NMP , and the fish H1709 of the sea H3220 D-NMS , and whatsoever passeth through H5674 the paths H734 CFP of the seas H3220 .
9 O LORD H3068 EDS our Lord H113 , how H4100 IGAT excellent H117 is thy name H8034 in all H3605 B-CMS the earth H776 D-GFS !
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×