Bible Versions
Bible Books

Hosea 14:7 (ORV) Oriya Old BSI Version

1 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିକଟକୁ ଫେରି ଆସ; କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ
2 ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ; ତାହାଙ୍କୁ କୁହ, ଅଧର୍ମସକଳ ହରଣ କର ଯାହା ଉତ୍ତମ, ତାହା ଗ୍ରହଣ କର; ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା
3 ଅଶୂର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ; ଆମ୍ଭେମାନେ ଅଶ୍ଵାରୋହଣ କରିବା ନାହିଁ; କିଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ; କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ
4 ଆମ୍ଭେ ସେମାନଙ୍କ ବିପଥଗମନର ପ୍ରତିକାର କରିବା, ଆମ୍ଭେ ସ୍ଵଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା; କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି
5 ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା; ସେ ଶୋଶନ୍ ପୁଷ୍ପ ତୁଲ୍ୟ ଫୁଟିବ ଲିବାନୋନ୍ର ତୁଲ୍ୟ ମୂଳ ବାନ୍ଧିବ
6 ତାହାର ଶାଖାସବୁ ବିସ୍ତାରିତ ହେବ ତାହାର ଶୋଭା ଜୀତବୃକ୍ଷ ତୁଲ୍ୟ ତାହାର ସୁବାସ ଲିବାନୋନ୍ ପରି ହେବ
7 ତାହାର ଛାୟା ତଳେ ବାସକାରୀମାନେ ଫେରି ଆସିବେ; ସେମାନେ ଶସ୍ୟ ପରି ସଂଜୀବିତ ହେବେ ଦ୍ରାକ୍ଷାଲତା ପରି ପ୍ରସ୍ପୁଟିତ ହେବେ; ତହିଁର ସୁବାସ ଲିବାନୋନ୍ର ଦ୍ରାକ୍ଷାରସ ତୁଲ୍ୟ ହେବ
8 ଇଫ୍ରୟିମ କହିବ, ପ୍ରତିମାଗଣରେ ମୋର ଆଉ କି କାର୍ଯ୍ୟ? ଆମ୍ଭେ ଉତ୍ତର ଦେଇଅଛୁ ତାହା ବିଷୟରେ ମନୋଯୋଗ କରିବା; ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ; ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ
9 ଜ୍ଞାନବାନ କିଏ? ସେ ଏହିସବୁ ବିଷୟ ବୁଝିବ ବୁଦ୍ଧିମାନ କିଏ? ସେ ଏସବୁ ଜାଣିବ, କାରଣ ସଦାପ୍ରଭୁଙ୍କର ପଥସକଳ ସରଳ, ଧାର୍ମିକମାନେ ତହିଁରେ ଗମନ କରିବେ; ମାତ୍ର ଆଜ୍ଞା ଲଙ୍ଘନକାରୀମାନେ ତହିଁ ମଧ୍ୟରେ ପତିତ ହେବେ
1 O Israel, H3478 return H7725 unto H5704 the LORD H3068 thy God; H430 for H3588 thou hast fallen H3782 by thine iniquity. H5771
2 Take H3947 with H5973 you words, H1697 and turn H7725 to H413 the LORD: H3068 say H559 unto H413 him , Take away H5375 all H3605 iniquity, H5771 and receive H3947 us graciously: H2895 so will we render H7999 the calves H6499 of our lips. H8193
3 Asshur H804 shall not H3808 save H3467 us ; we will not H3808 ride H7392 upon H5921 horses: H5483 neither H3808 will we say H559 any more H5750 to the work H4639 of our hands, H3027 Ye are our gods: H430 for H834 in thee the fatherless H3490 findeth mercy. H7355
4 I will heal H7495 their backsliding, H4878 I will love H157 them freely: H5071 for H3588 mine anger H639 is turned away H7725 from H4480 him.
5 I will be H1961 as the dew H2919 unto Israel: H3478 he shall grow H6524 as the lily, H7799 and cast forth H5221 his roots H8328 as Lebanon. H3844
6 His branches H3127 shall spread, H1980 and his beauty H1935 shall be H1961 as the olive tree, H2132 and his smell H7381 as Lebanon. H3844
7 They that dwell H3427 under his shadow H6738 shall return; H7725 they shall revive H2421 as the corn, H1715 and grow H6524 as the vine: H1612 the scent H2143 thereof shall be as the wine H3196 of Lebanon. H3844
8 Ephraim H669 shall say , What H4100 have I to do any more H5750 with idols H6091 ? I H589 have heard H6030 him , and observed H7789 him: I H589 am like a green H7488 fir tree. H1265 From H4480 me is thy fruit H6529 found. H4672
9 Who H4310 is wise, H2450 and he shall understand H995 these H428 things ? prudent, H995 and he shall know H3045 them? for H3588 the ways H1870 of the LORD H3068 are right, H3477 and the just H6662 shall walk H1980 in them : but the transgressors H6586 shall fall H3782 therein.
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×