Bible Books

:
-

ORV
1. ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ଅଧିକାରର ଚତୁର୍ଥ ବର୍ଷରେ, ନେରୀୟର ପୁତ୍ର ବାରୂକ ଏହି ସମସ୍ତ କଥା ଯିରିମୀୟଙ୍କ ମୁଖରୁ ଶୁଣି ପୁସ୍ତକରେ ଲେଖିଲା ବେଳେ ଯିରିମୀୟ ଭବିଷ୍ୟଦ୍ବକ୍ତା ତାହାକୁ ଏହି କଥା କହିଲେ,
1. The word H1697 that H834 Jeremiah H3414 the prophet H5030 spoke H1696 unto H413 Baruch H1263 the son H1121 of Neriah H5374 , when he had written H3789 H853 these H428 words H1697 in H5921 a book H5612 at the mouth H4480 H6310 of Jeremiah H3414 , in the fourth H7243 year H8141 of Jehoiakim H3079 the son H1121 of Josiah H2977 king H4428 of Judah H3063 , saying H559 ,
2. ହେ ବାରୂକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ତୁମ୍ଭକୁ ଏହି କଥା କହନ୍ତି;
2. Thus H3541 saith H559 the LORD H3068 , the God H430 of Israel H3478 , unto H5921 thee , O Baruch H1263 ;
3. ତୁମ୍ଭେ କହିଲ, ହାୟ, ହାୟ, ମୁଁ ଏବେ ସନ୍ତାପର ପାତ୍ର! କାରଣ ସଦାପ୍ରଭୁ ମୋʼ ବେଦନାରେ ଦୁଃଖ ଯୋଗ କରିଅଛନ୍ତି; ମୁଁ କାତରୋକ୍ତି କରି କରି କ୍ଳା; ହେଉଅଛି ମୋର କିଛି ବିଶ୍ରାମ ନାହିଁ
3. Thou didst say H559 , Woe H188 is me now H4994 ! for H3588 the LORD H3068 hath added H3254 grief H3015 to H5921 my sorrow H4341 ; I fainted H3021 in my sighing H585 , and I find H4672 no H3808 rest H4496 .
4. ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଆମ୍ଭେ ଭାଙ୍ଗି ପକାଇବା ଯାହା ରୋପଣ କରିଅଛୁ, ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ, ସମୁଦାୟ ଦେଶରେ ଏହା କରିବା
4. Thus H3541 shalt thou say H559 unto H413 him , The LORD H3068 saith H559 thus H3541 ; Behold H2009 , that which H834 I have built H1129 will I H589 break down H2040 , and that which H834 I have planted H5193 I H589 will pluck up H5428 , even this H1931 whole H3605 land H776 .
5. ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ? ତାହା ଚେଷ୍ଟା କର ନାହିଁ; କାରଣ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା
5. And seekest H1245 thou H859 great things H1419 for thyself? seek H1245 them not H408 : for H3588 , behold H2009 , I will bring H935 evil H7451 upon H5921 all H3605 flesh H1320 , saith H5002 the LORD H3068 : but H853 thy life H5315 will I give H5414 unto thee for a prey H7998 in H5921 all H3605 places H4725 whither H834 H8033 thou goest H1980 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×