Bible Versions
Bible Books

Psalms 124:5 (ORV) Oriya Old BSI Version

1 ଆରୋହଣ-ଗୀତ; ଦାଉଦଙ୍କ ରଚିତ ସଦାପ୍ରଭୁ ଯେବେ ଆମ୍ଭମାନଙ୍କର ସପକ୍ଷ ହୋଇ ଥାଆନ୍ତେ,
2 ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, ସଦାପ୍ରଭୁ ଯେବେ ଆମ୍ଭମାନଙ୍କର ସପକ୍ଷ ହୋଇ ଥାଆନ୍ତେ;
3 ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ଵଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାʼନ୍ତେ;
4 ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥାʼନ୍ତା, ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥାʼନ୍ତା;
5 ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥାʼନ୍ତା
6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ଵରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି
7 ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି;
8 ଆକାଶ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କର ସାହାଯ୍ୟ ଥାଏ
1 A Song H7892 of degrees H4609 of David. H1732 If H3884 it had not been the LORD H3068 who was H7945 H1961 on our side, now H4994 may Israel H3478 say; H559
2 If H3884 it had not been the LORD H3068 who was H7945 H1961 on our side , when men H120 rose up H6965 against H5921 us:
3 Then H233 they had swallowed us up H1104 quick, H2416 when their wrath H639 was kindled H2734 against us:
4 Then H233 the waters H4325 had overwhelmed H7857 us , the stream H5158 had gone H5674 over H5921 our soul: H5315
5 Then H233 the proud H2121 waters H4325 had gone H5674 over H5921 our soul. H5315
6 Blessed H1288 be the LORD, H3068 who hath not H7945 H3808 given H5414 us as a prey H2964 to their teeth. H8127
7 Our soul H5315 is escaped H4422 as a bird H6833 out of the snare H4480 H6341 of the fowlers: H3369 the snare H6341 is broken, H7665 and we H587 are escaped. H4422
8 Our help H5828 is in the name H8034 of the LORD, H3068 who made H6213 heaven H8064 and earth. H776
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×