Bible Versions
Bible Books

Psalms 39:10 (ORV) Oriya Old BSI Version

1 ମୁଁ କହିଲି, "ମୁଁ ଏଣିକି ୟାହା ବିଷଯରେ କହିବି ସାବଧାନ ହବେି। ମୁଁ ମାରେ ଜିହ୍ବାକୁ ପାପ କରିବାକୁ ସୁଯୋଗ ଦବେି ନାହିଁ। ମୁଁ ଯେତବେେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି, ମୁଁ ମାରେ ମୁଖକୁ ବନ୍ଦ ରଖିବି।"
2 ତଣେୁ ମୁଁ କିଛି କହିଲି ନାହିଁ। ଏପରିକି ମୁଁ କିଛି ଭଲ କଥା ମଧ୍ଯ କହିବି ନାହିଁ। କିନ୍ତୁ ଏହା ଦ୍ବାରା ମୁଁ ଅଧିକ କୋର୍ଧୀ ହଲିେ।
3 ମୁଁ ଅତି କୋର୍ଧିତ ଥିଲି। ମୁଁ ଯେତବେେଳେ ମାରେ କୋର୍ଧ ବିଷଯରେ ଭାବିଲି ଆହୁରି ଅଧିକ କୋର୍ଧୀ ହଲିେ। ତଣେୁ ମୁଁ ଜିହ୍ବାରେ କିଛି କହି ପକାଇଲି।
4 ହେ ସଦାପ୍ରଭୁ, ତୁମ୍ଭେ ମାେତେ କୁହ ବର୍ତ୍ତମାନ ମାରେ ଅବସ୍ଥା କ'ଣ ହବେ ? ମାେତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି ? ମାେତେ ତୁମ୍ଭେ ଜଣାଅ ପ୍ରକୃତରେ ମାରେ ଜୀବନକାଳ ଆଉ କେତେ ଦିନ ଅଛି।
5 ହେ ସଦାପ୍ରଭୁ, ତୁମ୍ଭେ ମାେତେ ଗୋଟିଏ କ୍ଷଣସ୍ଥାଯୀ ଜୀବନ ଦଇେଛ। ମାରେ କ୍ଷଣସ୍ଥାଯୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରେତ୍ୟକକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ୟାହାକି ଖୁବ୍ ଶୀଘ୍ର ଭାସିୟାଏ, କହେି ଚିରଦିନ ବଞ୍ଚିରହେ ନାହିଁ।
6 ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।
7 ହେ ମାରେ ପ୍ରଭୁ, ମାରେ ଆଉ କ'ଣ ଆଶା ଅଛି ? ତୁମ୍ଭେ ମାରେ ସମସ୍ତ ଆଶା ଭରସା।
8 ହେ ସଦାପ୍ରଭୁ, ତୁମ୍ଭେ ମାେତେ ସମସ୍ତ ଅଧର୍ମରୁ ଉଦ୍ଧାର କର। ମାେତେ ମୂର୍ଖ ଲୋକମାନଙ୍କ ଦ୍ବାରା ନିନ୍ଦାପାତ୍ର କର ନାହିଁ।
9 ମୁଁ ମାରେ ପାଟି ଖାଲିେ ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ୟାହା କରିବା କଥା ତାହା କରିଛ।
10 ହେ ପରମେଶ୍ବର, ମାେତେ ଆଉ ଦଣ୍ଡ ଦିଅ ନାହିଁ। ୟଦି ତୁମ୍ଭେ ମାେତେ ଦଣ୍ଡ ଦବୋ ବନ୍ଦ କରିବ ନାହିଁ, ତୁମ୍ଭେ ମାେତେ ଧ୍ବଂସ କରିଦବେ।
11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସମାନଙ୍କେୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ ଶିକ୍ଷା ଦବୋ ପାଇଁ ସତ୍ ମାର୍ଗରେ ୟିବା ପାଇଁ କୀଟ ୟପରେି ଲୁଗାକୁ ନଷ୍ଟ କରିଦିଏ, ସହେିଭଳି ତୁମ୍ଭେ ସହେି ବ୍ଯକ୍ତିଙ୍କର ମୂଲ୍ଯବାନ୍ ବସ୍ତୁକୁ ଧ୍ବଂସ କର। ହଁ, ଆମ୍ଭର ଜୀବନ ସବୁ ହେଉଛି, ଛୋଟିଆ ବାଦଲ ଖଣ୍ଡ ପରି ୟାହା ଖୁବ୍ ଶୀଘ୍ର ମଳାଇ ୟାଏ।
12 ହେ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣ। ମୁଁ ୟାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମାରେ ଲୋତକକୁ ଚାହଁ, ମୁଁ ଜଣେ ପଥିକ ୟିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମାରେ ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ଯ ଏଠାରେ ଅଳ୍ପଦିନ ବଞ୍ଚିବି।
13 ହେ ସଦାପଭ୍ରୁ, ମାେତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ମୁଁ ମୃତ୍ଯୁମୁଖରେ ପଡ଼ି ନିଶ୍ଚିହ୍ନ ହବୋ ପୂର୍ବରୁ ମାେତେ ତୁମ୍ଭେ ପ୍ରଫୁଲ୍ଲ ରଖ।
1 To the chief Musician H5329 , even to Jeduthun H3038 , A Psalm H4210 of David H1732 . I said H559 VQQ1MS , I will take heed H8104 to my ways H1870 , that I sin not H2398 with my tongue H3956 : I will keep H8104 my mouth H6310 L-CMS with a bridle H4269 , while H5750 the wicked H7563 AMS is before H5048 me .
2 I was dumb H481 with silence H1747 , I held my peace H2814 , even from good H2896 ; and my sorrow H3511 was stirred H5916 .
3 My heart H3820 NMS-1MS was hot H2552 within H7130 me , while I was musing H1901 the fire H784 CMS burned H1197 : then spoke H1696 VPQ1MS I with my tongue H3956 ,
4 LORD H3068 EDS , make me to know H3045 mine end H7093 , and the measure H4060 of my days H3117 CMS-1MS , what H4100 IPRO it H1931 PPRO-3FS is ; that I may know H3045 VQI1MS how H4100 IPRO frail H2310 I H589 PPRO-1MS am .
5 Behold H2009 IJEC , thou hast made H5414 UNKN my days H3117 CMS-1MS as a handbreadth H2947 ; and mine age H2465 is as nothing H369 before H5048 thee : verily H389 ADV every H3605 NMS man H120 NMS at his best state H5324 is altogether H3605 NMS vanity H1892 NMS . Selah H5542 .
6 Surely H389 ADV every man H376 NMS walketh H1980 in a vain show H6754 B-CMS : surely H389 ADV they are disquieted H1993 in vain H1892 NMS : he heapeth up H6651 VQY3MS riches , and knoweth H3045 not H3808 W-NPAR who H4310 IPRO shall gather H622 them .
7 And now H6258 W-ADV , Lord H136 EDS , what H4100 IPRO wait H6960 I for ? my hope H8431 is in thee .
8 Deliver H5337 me from all H3605 M-CMS my transgressions H6588 : make H7760 me not H408 NPAR the reproach H2781 of the foolish H5036 AMS .
9 I was dumb H481 , I opened H6605 VQY1MS not H3808 NADV my mouth H6310 ; because H3588 CONJ thou H859 PPRO-2MS didst H6213 VQQ2MS it .
10 Remove H5493 thy stroke H5061 away from M-PREP-1MS me : I H589 PPRO-1MS am consumed H3615 by the blow H8409 of thine hand H3027 CFS-2MS .
11 When thou with rebukes H8433 dost correct H3256 VPQ2MS man H376 NMS for H5921 PREP iniquity H5771 NMS , thou makest his beauty H2530 to consume away H4529 like a moth H6211 : surely H389 ADV every H3605 NMS man H120 NMS is vanity H1892 NMS . Selah H5542 .
12 Hear H8085 my prayer H8605 , O LORD H3068 EDS , and give ear H238 VHI2MS-3FS unto my cry H7775 ; hold not thy peace H2790 at H413 PREP my tears H1832 : for H3588 CONJ I H595 PPRO-1MS am a stranger H1616 with H5973 PREP-2FS thee , and a sojourner H8453 , as all H3605 my fathers H1 were .
13 O spare H8159 me , that I may recover strength H1082 W-VHI1MS , before H2962 B-ADV I go H1980 VQY1MS hence , and be no H369 W-ADV-1MS more .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×