Bible Versions
Bible Books

Psalms 43:5 (ORV) Oriya Old BSI Version

1 ହେ ପରମେଶ୍ଵର, ମୋହର ବିଚାର କର ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର ଗୁହାରି ନିଷ୍ପତ୍ତି କର; ପ୍ରବଞ୍ଚକ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର କର
2 କାରଣ ତୁମ୍ଭେ ହିଁ ମୋହର ବଳ ସ୍ଵରୂପ ପରମେଶ୍ଵର ଅଟ; ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି?
3 ତୁମ୍ଭର ଦୀପ୍ତି ତୁମ୍ଭର ସତ୍ୟତା ପଠାଅ; ତାହା ମୋହର ପଥଦର୍ଶକ ହେଉ; ତାହା ତୁମ୍ଭ ପବିତ୍ର ପର୍ବତରେ ତୁମ୍ଭ ଆବାସରେ ମୋତେ ପ୍ରବେଶ କରାଉ
4 ତହିଁରେ ମୁଁ ପରମେଶ୍ଵରଙ୍କ ବେଦି ନିକଟକୁ ମୋହର ପରମାନନ୍ଦଜନକ ପରମେଶ୍ଵରଙ୍କ ନିକଟକୁ ଯିବି; ଆଉ, ହେ ପରମେଶ୍ଵର, ମୋହର ପରମେଶ୍ଵର, ମୁଁ ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି
5 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? ପରମେଶ୍ଵରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋʼ ମୁଖର ପ୍ରସନ୍ନତା ମୋହର ପରମେଶ୍ଵର ଅଟନ୍ତି
1 Judge H8199 me , O God, H430 and plead H7378 my cause H7379 against an ungodly H3808 H2623 nation H4480 H1471 : O deliver H6403 me from the deceitful H4820 and unjust H5766 man H4480 H376 .
2 For H3588 thou H859 art the God H430 of my strength: H4581 why H4100 dost thou cast me off H2186 ? why H4100 go H1980 I mourning H6937 because of the oppression H3906 of the enemy H341 ?
3 O send out H7971 thy light H216 and thy truth: H571 let them H1992 lead H5148 me ; let them bring H935 me unto H413 thy holy H6944 hill, H2022 and to H413 thy tabernacles. H4908
4 Then will I go H935 unto H413 the altar H4196 of God, H430 unto H413 God H410 my exceeding H8057 joy: H1524 yea , upon the harp H3658 will I praise H3034 thee , O God H430 my God. H430
5 Why H4100 art thou cast down, H7817 O my soul H5315 ? and why H4100 art thou disquieted H1993 within H5921 me? hope H3176 in God: H430 for H3588 I shall yet H5750 praise H3034 him, who is the health H3444 of my countenance, H6440 and my God. H430
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×