Bible Versions
Bible Books

Psalms 47:8 (ORV) Oriya Old BSI Version

1 ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜ ଅଟନ୍ତି।
3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାୟ୍ଯ କରନ୍ତି। ସେ ସହେି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4 ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।
5 ସଦାପ୍ରଭୁ ଯେତବେେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି ସେତବେେଳେ ତୂରୀ ଜଯଜଯକାର ନାଦରେ ଗଗନ ପବନ ମୁଖରିତ ହୁଏ।
6 ପରମେଶ୍ବରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହାଇେ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର।
7 ପରମେଶ୍ବର ହେଉଛନ୍ତି ସମସ୍ତ ପୃଥିବୀର ରାଜା। ତଣେୁ ତାଙ୍କର ମହିମା ଗାନ କର।
8 ପରମେଶ୍ବର ତାଙ୍କର ପବିତ୍ର ସିଂହାସନରେ ବସନ୍ତି। ପରମେଶ୍ବର ସମସ୍ତ ରାଜ୍ଯମାନଙ୍କୁ ଶାସନ କରନ୍ତି।
9 ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।
1 To the chief Musician H5329 , A Psalm H4210 for the sons H1121 L-CMP of Korah H7141 . O clap H8628 your hands H3709 , all H3605 CMS ye people H5971 ; shout H7321 unto God H430 with the voice H6963 B-NMS of triumph H7440 .
2 For H3588 CONJ the LORD H3068 EDS most high H5945 AMS is terrible H3372 VNCMS ; he is a great H1419 AMS King H4428 NMS over H5921 PREP all H3605 NMS the earth H776 D-GFS .
3 He shall subdue H1696 the people H5971 NMP under H8478 NMS us , and the nations H3816 W-NMP under H8478 NMS our feet H7272 .
4 He shall choose H977 our inheritance H5159 for us , the excellency H1347 CMS of Jacob H3290 whom H834 RPRO he loved H157 . Selah H5542 .
5 God H430 EDP is gone up H5927 with a shout H8643 B-NFS , the LORD H3068 NAME-4MS with the sound H6963 B-NMS of a trumpet H7782 NMS .
6 Sing praises H2167 to God H430 EDP , sing praises H2167 : sing praises H2167 unto our King H4428 , sing praises H2167 .
7 For H3588 CONJ God H430 EDP is the King H4428 NMS of all H3605 NMS the earth H776 D-GFS : sing ye praises H2167 with understanding H7919 M-VHPMS .
8 God H430 EDP reigneth H4427 over H5921 PREP the heathen H1471 NMP : God H430 EDP sitteth H3427 VQQ3MS upon H5921 PREP the throne H3678 of his holiness H6944 .
9 The princes H5081 of the people H5971 NMP are gathered together H622 , even the people H5971 NMS of the God H430 NAME-4MP of Abraham H85 : for H3588 CONJ the shields H4043 of the earth H776 GFS belong unto God H430 NAME-4MP : he is greatly H3966 ADV exalted H5927 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×