Bible Versions
Bible Books

Psalms 6:7 (ORV) Oriya Old BSI Version

1 ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।
3 ମାରେ ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମାେତେ ସୁସ୍ଥ କରିବ।
4 ହେ ସଦାପ୍ରଭୁ, ତୁମ୍ଭେ ଫରେିଆସ ମାେତେ ପୁନର୍ବାର ଅଧିକ ବଳଶାଳୀ କର। ତୁମ୍ଭେ ଅତ୍ଯନ୍ତ କରୁଣାରେ ମାେତେ ଉଦ୍ଧାର କର।
5 ମୃତ ଲୋକମାନେ ତୁମ୍ଭକୁ ସମାନଙ୍କେର କବରରେ କବେେ ମନେ ପକାନ୍ତି ନାହିଁ। ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେଥିପାଇଁ ମାେତେ ରକ୍ଷା କର।
6 ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
7 ମାରେ ଶତ୍ରୁମାନେ ମାେତେ ବହୁତ ଦୁଃଖ ଦଇେଛନ୍ତି, ୟାହାକି ମାେତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମାରେ ଚକ୍ଷୁଦ୍ବଯ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
8 ହେ ଅଧର୍ମୀ ଲୋକସବୁ, ମାେ ନିକଟରୁ ଦୂର ହାଇୟୋଅ। କାରଣ ସଦାପ୍ରଭୁ ମାରେ କ୍ରନ୍ଦନ ଶୁଣିଛନ୍ତି।
9 ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମାରେ ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ମାରେ ପ୍ରାର୍ଥନାର ଉତ୍ତର ମଧ୍ଯ ଦଇେଛନ୍ତି।
10 ମାରେ ସମସ୍ତ ଶତ୍ରୁମାନେ ଲଜ୍ଜିତ ବ୍ଯାକୁଳ ହବେେ। ସମାନେେ ସମନ୍ତେ ଲଜ୍ଜିତ ହାଇେ ସ୍ଥାନ ପରିତ୍ଯାଗ କରିବେ।
1 To the chief Musician H5329 on Neginoth H5058 upon H5921 PREP Sheminith H8067 , A Psalm H4210 of David H1732 . O LORD H3068 , rebuke H3198 me not H408 NPAR in thine anger H639 , neither H408 ADV chasten H3256 me in thy hot displeasure H2534 .
2 Have mercy H2603 upon me , O LORD H3068 EDS ; for H3588 CONJ I H589 PPRO-1MS am weak H536 : O LORD H3068 EDS , heal H7495 me ; for H3588 CONJ my bones H6106 are vexed H926 .
3 My soul H5315 W-CFS-1MS is also sore H3966 ADV vexed H926 : but thou H859 , O LORD H3068 EDS , how long H5704 PREP ?
4 Return H7725 , O LORD H3068 EDS , deliver H2502 my soul H5315 CFS-1MS : oh save H3467 me for thy mercies\' sake H4616 L-CONJ .
5 For H3588 CONJ in death H4194 BD-NMS there is no H369 NPAR remembrance H2143 of thee : in the grave H7585 B-NMS who H4310 IPRO shall give thee thanks H3034 ?
6 I am weary H3021 with my groaning H585 ; all H3605 the night H3915 GMS make I my bed H4296 to swim H7811 ; I water H4529 my couch H6210 CFS-1MS with my tears H1832 .
7 Mine eye H5869 CMS-1MS is consumed H6244 because of grief H3708 ; it waxeth old H6275 because of all H3605 B-CMS mine enemies H6887 .
8 Depart H5493 from H4480 M-PREP-1MS me , all H3605 NMS ye workers H6466 VQCMP of iniquity H205 NMS ; for H3588 CONJ the LORD H3068 EDS hath heard H8085 the voice H6963 CMS of my weeping H1065 .
9 The LORD H3068 EDS hath heard H8085 my supplication H8467 ; the LORD H3068 EDS will receive H3947 VQY3MS my prayer H8605 .
10 Let all H3605 NMS mine enemies H341 be ashamed H954 and sore H3966 ADV vexed H926 : let them return H7725 and be ashamed H954 suddenly H7281 NMS .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×